ନମସ୍କାର ବନ୍ଧୁଗଣ ତେବେ ବେଳେ ବେଳେ ଗୋଡ଼ ଦୁର୍ବଳ ହୋଇ ପଡେ। ଚଲା ବୁଲା କରିବାର ଶକ୍ତି ମଧ୍ୟ ରୁହେ ନାହିଁ । ଏବଂ ବଧିର ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଶିରା ଅଧିକ ଟାଣି ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଅଣ୍ଟା ରେ ପିଠି ରେ କାନ୍ଧ ରେ ମଧ୍ୟ ବହୁତ ବିନ୍ଧା ହୋଇ ଥାଏ । ଏହାର ମୁଖ୍ୟ କାରଣ ହେଉଛି ଆମ ଖାଦ୍ୟ ରେ ପୋଷକ ର ଅଭାବ । ଆମେ ଯେଉଁ ସବୁ ଖାଦ୍ୟ ଗ୍ରହଣ କରୁ ଥାଉ ସେଥିରେ ଆଜି କାଲି ଅନେକ କେମିକାଲ ମିଶୁଛି ।
ଯାହା ଦ୍ୱାରା ଆମ ଶରୀର କୁ ଶୁଦ୍ଧ ଖାଦ୍ୟ ମିଳି ପାରୁ ନାହିଁ ଏବଂ ଉଚିତ ଏବଂ ପୌଷ୍ଟିକ ଖାଦ୍ୟ ର ଅଭାବ ଯୋଗୁଁ ଆମ ଶରୀର ର ହାଡ଼ ଦୁର୍ବଳ ହୋଇ ପଡୁଛି ଏବଂ ଏହା ଦ୍ୱାରା ଆମକୁ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ଆରମ୍ଭ ହୋଇ ଯାଉଛି ।
ବାହାର ଖାଦ୍ୟ ଆମେ ଅଧିକ ପରିମାଣରେ ଖାଇ ଥାଉ ସେଥିରେ ଅନେକ ମସଲା ତେଲ ଏବଂ ଖରାପ ତେଲ ମିଶୁଛି । ଯାହା ଆମ ଶରୀର ପାଇଁ ସଠିକ ନୁହେଁ ଏବଂ ତାକୁ ଆମ ଶରୀର ଗ୍ରହଣ ମଧ୍ୟ କରୁ ନାହିଁ ଏବଂ ଏହା ଯୋଗୁଁ ଆମ ଶରୀର ଭିତରେ ରକ୍ତ ର ପରିମାଣ ବୃଦ୍ଧି ହେଉ ନାହିଁ ।
ଏହା ସହ ଆମେ ବୟସ ପୂର୍ବରୁ ହିଁ ଦୁର୍ବଳ ହୋଇ ଯାଉଛୁ ଏବଂ ଅନେକ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ମଧ୍ୟ ଆରମ୍ଭ ହେଇ ଯାଉଛି । ଅର୍ଥାତ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନ ଆସିବା ଯାଏଁ ଆମ ଶରୀର ସଠିକ ଏବଂ ସବଳ ହୋଇ ପାରିବ ନାହିଁ ।
ତେବେ ଏହା ଯୋଗୁଁ କିଛି ବଡ଼ ବଡ଼ ଘଟଣା ଯେପରି ହାର୍ଟ ଅସୁବିଧା ମଧ୍ୟ ହୋଇ ପାରେ । ତେବେ ଆସନ୍ତୁ ଏହାର ଏକ ଉପାୟ ଜାଣିନେବା । ସର୍ଵ ପ୍ରଥମେ ଏକ ଗ୍ରାମ ଡାଲଚିନି,୧୦ ଗ୍ରାମ ଅଖରତ, ୧୦ ଗ୍ରାମ ମଗଜ, ୧୦ ଗ୍ରାମ ତେଜ ପତ୍ର, ୧୦ ଗ୍ରାମ ମିଶ୍ରି, ଏବଂ ୧୦ ଗ୍ରାମ ଅଳସୀ।
ତେବେ ଏହା ପରେ ଏହି ସବୁ ମିଶ୍ରଣ କୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଏହାର ଏକ ପାଉଡର ପ୍ରସ୍ତୁତ କରନ୍ତୁ ଏବଂ ଏହାର ୧୦ ଟି ପୁଡ଼ିଆ ବନେଇ ଦିଅନ୍ତୁ। ଏହାକୁ ପ୍ରତିଦିନ ସକାଳେ ଖାଲି ପେଟ ରେ ଏହାକୁ ପାଣି ସହ ସେଵନ କରନ୍ତୁ । ଏହା ଖାଇବା ପରେ ଦୁଇ ଘଂଟା ପର୍ଯ୍ୟନ୍ତ କିଛି ବି ଖାଆନ୍ତୁ ନାହିଁ ।
ଏହାକୁ ମାତ୍ର ୧୦ ଦିନ ସେଵନ କରିବା ଦ୍ୱାରା ଆପଣଙ୍କ ବନ୍ଦ ଶିରା ଖୋଲି ଯାଇଥାଏ ଏବଂ ରକ୍ତ ସଞ୍ଚାଳନ ମଧ୍ୟ ଠିକ ଭାବରେ ଚଳ ପ୍ରଚଳ ହୁଏ । ଏହାକୁ ସେବନ କରିବା ବେଳେ ମଧ୍ୟ ଆପଣ ନିଜ ଭିତରେ ହେଉଥିବା ଫରକ ଜାଣି ପାରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।