ଯଦି Sumit ଅସୁସ୍ଥ ହେଇ ମେଡିକାଲରେ ପଡିଛନ୍ତି, ମୁଁ ତାଙ୍କ ସ୍ତ୍ରୀ, ମତେ ଫୋନ୍ କରି କହିଲେନି କାହିଁକି ? ଦେଖନ୍ତୁ କଣ କହିଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଗଞ୍ଜାମ ଜିଲ୍ଲା ତପସ୍ଵିନୀ ଓ ସୁମିତ କେସ ବିଷୟରେ ବେସ ଭଲ ଭାବରେ ଜଣାଇଥିବେ । ବର୍ତ୍ତମାନ ଏହି କେସକୁ ନେଇ ପୁଣି ଏକ ଚାଞ୍ଚଲ୍ୟ ଖବର ସାମ୍ନାକୁ ଆସିଛି ଫେରାର ମାରିଲେ ସ୍ଵାମୀ ସୁମିତ । ତେବେ ଗତ କାଲି ସକାଳୁ ସୁମିତ କୁଆଡେ ଚମ୍ପଟ ମାରିଛନ୍ତି । ସୁମିତ ଚମ୍ପଟ ମାରିବା ପରେ ତପସ୍ଵିନୀଙ୍କ ପାଦ ତଳୁ ମାଟି ଖସି ଯାଇଛି । ତପସ୍ଵିନୀ ଏହି ମାମଲାକୁ ନେଇ ଏକ ଭିଡିଓ ଅପଲୋଡ କରିଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତପସ୍ଵିନୀ ସେହି ଭିଡିଓରେ କହୁଛନ୍ତି’ଯଦି ମୋର କିଛି ହୁଏ ତା ହେଲେ ସେ ଦାୟୀ ହେବେ । ଆଜି ସକାଳ ୭ଟା ୧୫ ହେଲାଣି ହେଲେ ଏ ଯାଏ ମୋ ସ୍ଵାମୀଙ୍କର ଦେଖା ଦର୍ଶନ ନାହିଁ’ । ଆଗକୁ ତପସ୍ଵିନୀ କହିଛନ୍ତି’ମୁ ତାଙ୍କୁ ଦେଖି ନାହିଁ ଭେଟି ନାହିଁ କି ସେ ମୋତେ ଫୋନ କରି ନାହାନ୍ତି ।

ବିଲୁକଲ ସେ ମୋ ପାଖକୁ ଆସି ନାହାନ୍ତି ମୁ ଏଠି ଏକୁଟିଆ ଅଛି । ମୋ ପାଖରେ ଟଙ୍କା ନାହିଁ କିଛି ନାହିଁ । ମୁ ଜାଣି ନାହିଁ ସେ କେଉଁଠି ଅଛନ୍ତି ଗତ କାଲି ଯେତେବେଳେ ମୁ କାନ୍ଦି କାନ୍ଦି ସବୁ ମିଡିଆରେ କହୁଥିଲି କି ମୋ ସ୍ଵାମୀ ଫେରାର ଅଛନ୍ତି  । ପୋଲିସ ଉପସ୍ଥିତିରେ ସେ ଧାଇଁ ଧାଇଁ ଯାଇ ସ୍କୁଟିରେ ବସି ଚାଲିଗଲେ ପୋଲିସ ତାଙ୍କ ପଛରେ ଗୋଡାଉ ଥିଲେ ସେମିତି କଣ ଘର ଦେଖିବା ପାଇଁ ଯାନ୍ତି’ ।

ଆଗକୁ ତପସ୍ଵିନୀ କହିଛନ୍ତି’ସେମିତି କଣ ମେଡିକାଲରେ ଦେହ ଖରାପ ଥିଲେ ଧାଇଁ ଧାଇଁ ଯାନ୍ତି । ଯଦି ସେ ଗଲେ ତାଙ୍କୁ ଦାୟିତ୍ଵ ଦିଆଯାଇଛି ମୋର ତା ହେଲେ ସେ ଆଜି ପର୍ଯ୍ୟନ୍ତ ମୋର କୌଣସି ଦାୟିତ୍ଵ ବୁଝି ନାହାନ୍ତି । ଯଦି ସେ ହସ୍ପିଟାଲ ବା ଅନ୍ୟ କୌଣସି ସ୍ଥାନକୁ ଯାଇଥିଲେ ତା ହେଲେ ମୋତେ ଫୋନ କରି କାହିଁକି ଜଣାଇଲେ ନାହିଁ । ସୁମିତ ସାହୁ ନିଜେ କହିଛନ୍ତି କି ମୋ ଦେହ ଖରାପ ଅଛି ଆଉ ମୁ ବାଲିଶିରା ପଳାଇଛି’ ।

ଆଗକୁ ତପସ୍ଵିନୀ କହିଛନ୍ତି’ଏ ପର୍ଯ୍ୟନ୍ତ ବି ମୋତେ ସେ ଫୋନ କରି କିଛି ବି କଥା କହି ନାହାନ୍ତି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓରେ ତପସ୍ଵିନୀ ସେହି ଦିନର ସମସ୍ତ ଘଟଣା ବିଷୟରେ କହିଛନ୍ତି । ତେବେ ତପସ୍ଵିନୀଙ୍କ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *