Pramila Tripathy କ’ଣ ଗୁଣ୍ଡା ସାଜିଛି ନା କ’ଣ ? ମୁଁ ଜଣେ ସମାଜସେବୀ, Sumit ମତେ…’ ପ୍ରମିଳା ମା’ Sumit ଙ୍କ ବିଷୟରେ ଯାହା କହିଲେ ଶୁଣି ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ, ସୁମିତ ଭିଡିଓ ମାଧ୍ୟମରେ କହିଥିବା ସମସ୍ତ କଥା କୁ ଦେଖି ସମାଜସେବୀ ପ୍ରମିଳା ତ୍ରିପାଠୀ ବର୍ତ୍ତମାନ ମୁହଁ ଖୋଲି ସୁମିତ ଙ୍କୁ ପ୍ରତି ଉତ୍ତର ଦେଇ କିଛି ପ୍ରଶ୍ନ ପଚାରିଛନ୍ତି । ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ, ମୁଁ ବ୍ରହ୍ମପୁର ର । ମୁଁ ଗୁଣ୍ଡା ନା ଡନ ବା ? ଦେହ ଖରାପ ବୋଲି ମତେ କହି ୪ ଦିନ ସମୟ ନେଲ । ଏହାପରେ ଡିଭୋର୍ସ ଫାଇଲ କରି ପଠାଇଦେଲା । ଏଟା କଣ ପ୍ରହସନ ଚାଲିଛି କି ? ଏଗୁଡାକ ଲଜ୍ୟା କଥା ।

ଏବେ ଝିଅମାନେ ଲୋକାଲ ଲୋକ, ଜନସାଧାରଣ, ଏଠାକାର ପୋଲିସ ପ୍ରଶାସନ, ସମସ୍ତେ ଥାଇ ଆଇନଜୀବି ମାନେ ସମସ୍ତେ ଥାଇ ଧସେଇ ପଶେଇ, ଆମେ ତ ହେଲେ ଜାଣି ନଥିଲୁ ନା ?ଏହା ପରେ ବରମପୁର ର ମୁଁ ଗୁଣ୍ଡା ନା ଡନ ବା ? ବର୍ତ୍ତମାନ ଯାହା କ୍ରୀମିନାଲ ଭଳି କରୁଛନ୍ତି । ଆପଣଙ୍କୁ ଜଣାଇଲେ ମାନେ ସିସିଟିଭି ଫୁଟେଜ କୁ ଗୋଟିଏ ଗଣ ମାଧ୍ୟମରେ ଜଣାଇଛନ୍ତି, ଏହା ଏକ ଲଜ୍ୟା ଜନକ କଥା ।

ସବୁ ଗଣମାଧ୍ୟମକୁ ଜଣାଇଥାନ୍ତେ, ସମସ୍ତଙ୍କୁ ଜଣାଇଥାନ୍ତେ ମାନେ ଆମ୍ଭେ କଣ ଖାଉଛୁ ? କଣ ପିଉଛୁ ? କେମିତି ରହୁଛୁ ? କେମିତି ଶୋଉଛୁ ? ତଥା ସେ କଣ ପିନ୍ଧୁଛି ଏହା ସବୁ ଆହୁରି ଭିତର କଥା ଏହାକୁ କହିବୁ କି ଆମ୍ଭେ ? ଏଟା ଗୋଟେ ଲଜ୍ୟା କଥା, ଏହାପରେ ମଧ୍ୟ ଦେଖନ୍ତୁ ଝିଅ ଖଲି ଗୋଟେ ପକାଇଲା ତାହା ନିଜର ସୁରକ୍ଷା ପାଇଁ, ପ୍ରମିଳା ତ୍ରିପାଠୀ କଣ ଏଠି ଗୁଣ୍ଡା ସାଜିଛି ନା କଣ ?

ମୁଁ ଜଣେ ପରା ସମାଜସେବୀ, ଲୋକଙ୍କର ହଜାର ହଜାର କେସ ସମାଧାନ କରେ । ମୁଁ ଆସିଥିଲି ତମ ଘର ପାଖକୁ । ଆଳୁ ସିଝା ପଖାଳଭାତ ଖାଇଛ । ପେଟ ଖରାପ ବୋଲି ମତେ କହିଲ ୪ ଦିନ ସମୟ ନେଲ, ୪ ଦିନ ଭିତରେ ଡିଭୋର୍ସ ଫାଇଲ ପେପର ଗୋଟେ ଡାଇରେକ୍ଟ ପଠାଇଦେଲ ? କଣ ଏଇଟା ହେଉଛି ଶାନ୍ତି ର ପରିଣାମ ? ଏଭଳି ଏକ ଚକ୍ରାନ୍ତ କରି ଚାଲିଛନ୍ତି ଭଗବାନ ଙ୍କୁ ଜଣା ।

ଏବେ କିନ୍ତୁ ପୋଲିସ ପ୍ରଶାସନ ତାଙ୍କୁ ଅପେକ୍ଷାରେ ଏବଂ ଆମକୁ ମଧ୍ୟ ଅପେକ୍ଷା କରି ସହଯୋଗ ସାହାର୍ଯ୍ୟ କରୁଛନ୍ତି ସେମାନଙ୍କୁ ମଧ୍ୟ ସହଯୋଗ ସାହାର୍ଯ୍ୟ କରୁଛନ୍ତି । ଆମ୍ଭକୁ ମହିଳା ମାନେ ତଥା ବାହାରେ ସୁରକ୍ଷା ଦେଉଛନ୍ତି ପୁରୁଷ ମାନେ । ମାତ୍ର ଆମେ ମିଡିଆ ଜରିଆରେ କହୁଛୁ ଯେ ଯେତେ ଶୀଘ୍ର ସେ ଘରୁ ବାହାରନ୍ତୁ । ଆମ୍ଭେ ତାଙ୍କୁ ତାଲା ପକାଇନୁ କି ଭିତରେ କବାଟ କିଳିନୁ । ସେ ଭିତର ପଟରେ କବାଟ କିଳିଛନ୍ତି । ଆମ୍ବୁଲାନ୍ସ ଡାକନ୍ତୁ, ଦେହ ଅସୁସ୍ଥ ଯଦି ଘର ପରିବାର, ସମସ୍ତେ ଯାଇ ମେଡିକାଲ ଟ୍ରିଟମେଣ୍ଟ ହୁଅନ୍ତୁ ।

କବାଟ ଖୋଲିଲେ, ଏହି ବୋହୂ ତା ଘର ତା ସ୍ଵାମୀ ରୁମ କୁ ଯାଉ । ଏ ଖେଳ ଖତମ ହୋଇଯିବ ଏ ସବୁ ଖେଳ ହେବନାହିଁ । ଯାତ୍ରା, ଡ୍ରାମା, କ୍ରୀମିନାଲ, ଏଗୁଡାକ ସବୁ ଯେଉଁ ପ୍ରହସନ କରୁଛନ୍ତି, ଏଗୁଡାକ ଲଜ୍ୟା କଥା । ଆମେ ତ ବିଚରୋଡ ଉପରେ ବସିଲୁ ଭାଙ୍ଗିବାର ଥିଲେ କଣ ଆମ୍ଭେ ଭାଙ୍ଗି ନଥାନ୍ତୁ ? ଲାଟିନ ନାହିଁ, ପାଣି ନାହିଁ, ଗୋଟେ ବୋହୂ କେମିତି ଚଳୁଥିବ ? ଆଉ ରହିଲା ରୋଷେଇ କରିବା କଥା ଖାଇଲେ ସିନା ସେ ଲଢିବ ?

ଶରୀରରେ ବଳ ନଥାଇ କିଭଳି ଲଢିବ ଭୋକ ଉପାସରେ ? ବନ୍ଧୁଗଣ ଏହିଭଳି ନିଜର ମନ୍ତବ୍ୟ ରଖିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published.