‘ମୁଁ ୧୫ ବର୍ଷରୁ ପ୍ରେମରେ ପଡିଗଲି, ପ୍ରଥମ ଥର ପାଇଁ ଯେତେବେଳେ ସେ ମତେ… ‘ ନିଜ ପ୍ରେମ କାହାଣୀ ବଖାଣିଲେ ଯାତ୍ରା ହିରୋଇନ ପୂଜା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଜବରଦସ୍ତ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ରୁପା ।

ଆପଣ ମାନେ ସମସ୍ତେ ରୁପାଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ତେବେ ଗତ କିଛି ସମୟ ହେବ ରୁପାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ଭିଡିଓରେ ରୁପା ନିଜ ପର୍ଶନାଲ ଲାଇଫ ବିଷୟରେ କହୁଛନ୍ତି । ତେବେ ରୁପାଙ୍କ କହିବା ମୁତାବକ-‘ମୋର ଯାତ୍ରା ଜୀବନ 11 ବର୍ଷ ହେଇଗଲାଣି । ମୁଁ ଗୋଟେ କଳାକାର ଯେହେତୁ ମୋ ଦେହରେ କଳା ଥିଲା ତେଣୁ ଘରେ ମୋତେ ଆଉ ଭଲ ଲାଗିଲା ନାହିଁ ।

ମୁଁ ନବମ ଯାଏଁ ପଢିଛି ତା ପରେ ମୁଁ ଯାତ୍ରା ଜଗତକୁ ଆସି ଗଲି । ଆମ ଘର ହେଉଛି ଭଦ୍ରକରେ । ମୋ ସ୍ଵାମୀଙ୍କ ସହ ମୋର ଧଉଳି ଗଣନାଟ୍ୟରେ ଦେଖା ହେଇଥିଲା ସେଇଠି ଦୁଇ ମାସ ଲଭ ଆଉ ତା ପରେ ବିବାହ । ମୁଁ ତାଙ୍କ ସହ ଶାଶୁ ଘରକୁ ପଳେଇ ଥିଲି ଆଉ ସେଇଠି ବାହାଘର ହେଇଥିଲା ବାପଘର ରାଜି ନଥିଲେ କାରଣ ମୋ ବୟସ ହେଇ ନଥିଲା ମୁଁ ସେତେବେଳେ 18 ବର୍ଷର ଥିଲି ।

ଆମେ ଚାରି ଭଉଣୀ ଗୋଟେ ଭାଇ ଆଉ ବାପା-ମାଆ ଅଛନ୍ତି ଆଉ ମୋ ଝିଅ 6 ବର୍ଷର ତାର ନାଁ ହେଉଛି ରାଜନନ୍ଦିନୀ । ମୁଁ ଯାତ୍ରା ଜଗତରେ ଏଣ୍ଟ୍ରି କରିବା ପରେ ମୋତେ ଅଭିନୟ କରିବାକୁ ଇଛା ଥିଲା ହେଲେ ମୁଁ ପ୍ରଥମେ ଡ୍ୟାନ୍ସ କରୁଥିଲି । ମୁଁ ଏଙ୍କରିଙ୍ଗ ବ କରିଥିଲି ଆଉ ଏବେ ନାୟିକା ହୋଇଯାଇଛି । ମୋର ଇଛା ଅଛି ଆଗକୁ ଆହୁରି ଭଲ ଅଭିନୟ କରିବି ଆଉ ନାୟିକା ରୂପରେ ସମସ୍ତଙ୍କ ମନ ଜିତିବି ।

ଆଗକୁ Aକ୍ଳାସ ଗଣନାଟ୍ୟରେ ଅଭିନୟ କରିବାର ଆଶା ଅଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରୁପା ନିଜ ମନର କଥା କହିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *