‘ବ୍ରହ୍ମପୁର କୋଉ ହୋଟେଲରେ ସେ ଲୁଚିଛି ତୁମକୁ ସେମାନେ ଟଙ୍କା ଫୋପାଡ଼ିଛନ୍ତି, ଝିଅକୁ କାହିଁକି ଦସ୍ତଖତ କରିବାକୁ କହୁଛ’ ଦେଖନ୍ତୁ Video

ବନ୍ଧୁଗଣ, ପ୍ରେମ, ବିବାହ ଏହାପରେ ଦୁଖ ଆଜିକାଲି ଏହା ଏକ ମଜାକ ଭାବରେ ସମଯରେ ବଢି ଚାଲିଅଛି । ଆଜି ଆମ୍ଭେ ଏଭଳି ଏକ ଘଟଣା ସମ୍ବନ୍ଧରେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ । ମେଡିକାଲ କଲେଜ ରେ ପାଠ ପଢୁଥିବା ସମୟରେ ପ୍ରେମ ଏହାପରେ କୋ-ର୍ଟ ରେ ମ୍ୟାରେଜ ମଧ୍ୟ ହେଲା । କିନ୍ତୁ ବେଦୀ ଉପରେ ବାହା ହେବା ପାଇଁ ତିନି ତିନି ଥର ପ୍ରତିଶୃତି ଦେଇ ବର୍ତ୍ତମାନ ପୁଅ ଏବଂ ତାଙ୍କ ବାପା ତଥା ପରିବାରବର୍ଗ କେଉଁଠାରେ ଲୁଚି ବସିଛନ୍ତି ।

ପୁଅ ଜଣକ ଏକ ଡାକ୍ତର ଥିବା ବେଳେ ବର୍ତ୍ତମାନ ମାମଲା ବହୁତ ଗମ୍ଭୀର ହେବାକୁ ଲାଗିଛି । ଝିଅ ଘରକୁ ବାହାଘର ଦିନ ନ ଆସିବାରୁ କନ୍ୟା ଜଣକ ଥା-ନା ରେ ଅ-ଭି-ଯୋ-ଗ କରି ପୁଅ ଘର ଆଗରେ ଧାରଣା ଦେଇ ବସିଲେ । ମାତ୍ର ବର୍ତ୍ତମାନ ପୋଲିସ ପକ୍ଷରୁ ଝିଅ କୁ ନ୍ୟାୟ ନ ମିଳିବାରୁ କଥାଟି ଆହୁରୀ ଅଡୁଆ ସୂତା ଭଳି ଲମ୍ବି ଲମ୍ବି ଚାଲିଛି ।

ପୋଲିସ ଙ୍କ ତରଫରୁ ଝିଅ ଙ୍କୁ ଦସ୍ତଖତ କରିବାକୁ କହିଲା ବେଳକୁ ଝିଅଟି ମନା କରିଲେ, କହିଲେ ସ୍ଵାମୀ ଘରେ ରହିବି ସ୍ଵାମୀ ସହିତ ରହିବି କୌଣସି ପେପର ରେ ଦସ୍ତଖତ କରିବି ନାହିଁ । ମୁଁ ଚାହୁଁଛି ଯିଏ ମୋ ଜୀବନ ନଷ୍ଟ କରିଛନ୍ତି ତାଙ୍କ ସହିତ ମୁଁ ଜୀବନ ବିତାଇବି । ମୁଁ ଜଣେ ଝିଅ ଅଟେ ଜଣେ କଣ୍ଢେଇ ନୁହେଁ ଯେ ତିନି ତିନି ଥର ବିବାହ ନିମନ୍ତେ କାର୍ଡ ଛପାଇବା ପରେ ମୋ ସ୍ଵାମୀ ତଥା ତାଙ୍କ ପରିବାର ଲୁଚି ରହିବେ ।

ମୋତେ ନ୍ୟାୟ ଦରକାର । ବର୍ତ୍ତମାନ ଏହି ମା-ମ-ଲା ଟି ଆହୁରୀ ବଢିବାରେ ଲାଗିଛି । ଝିଅ ର ମା ଜଣକ କହୁଛନ୍ତି ଯେ ପୁଅ ବାଲା ଟଙ୍କା ପକାଇ ଲୁ-ଚି ବସିଛନ୍ତି । ମୋ ଝିଅ ଜୀବନ ନଷ୍ଟ ହେଲା, ମୋ ଝିଅ ମତେ କହିଲା ଯେ ମା’ ମୋ ଜୀବନ ନେଇଯା’ କିନ୍ତୁ ମୁଁ କହିଲି ନାଇ ମା ଆମ୍ଭକୁ ନ୍ୟାୟ ନିଶ୍ଚିତ ମିଳିବ ।

ଏ ପକ୍ଷରେ ପୋଲିସ ଅଧିକାରୀ କୁହନ୍ତି ଯେ ସବୁ ଜିନିଷ ର ଲିଗାଲ କାର୍ଯ୍ୟ କରିବା ଉଚିତ ଏଭଳି କରିଲେ କଣ ଅଧିକାର ମିଳିଯିବ ? କିନ୍ତୁ ଝିଅ ର ମା କୁହନ୍ତି ଯେ ଟଙ୍କା ଫିଙ୍ଗୁଛି ପ୍ରୋମୋଦ ସାହୁ ଟଙ୍କା, ପୋଲିସ କହିଛନ୍ତି ଯେ ସେ ଜଣେ ଡାକ୍ତର ଆମ୍ଭେ ତାହାର କିଛି କରି ପାରିବୁ ନାହିଁ । ବର୍ତ୍ତମାନ ଏହି ଘଟଣା ବହୁତ ଚର୍ଚ୍ଚା ର ବିଷୟ ପାଲଟି ସାରିଛି ।

ଝିଅ ଟି ପୁଅ ଘର ସମୁଖରେ ଧାରଣା ଦେଉଛି କିନ୍ତୁ ପୁଅ ର ଦେଖାଦର୍ଶନ ନାହିଁ । ସତରେ ଉଚ୍ଚ ଶିକ୍ଷିତ ଲୋକେ ହୋଇ ଏଭଳି କାର୍ଯ୍ୟ ତଥା ଲୋକହସା ହେବାଠାରୁ ଅଜିଭଳି ଦିନରେ ପଚାଉ ନାହାଁନ୍ତି । ଦେଖାଯାଉ ଏ ମାମଲାର ସତ୍ୟତା କେବେ ସାମ୍ନା କୁ ଆସି ଉଚିତ ନ୍ୟାୟ ମିଳୁଛି । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *