“ମୁଁ ଯେତେବେଳେ ବାହାହେବା ପାଇଁ ବେଦୀରେ ବସିଥିଲି ମୋ ପାଇଁ ଫିଲ୍ମର ଅଫର ଆସିଲା “ରାଜଦୀପ

ମୁଁ ଯେତେବେଳେ ବାହାଘର ବେଦୀରେ ବସିଥିଲି, ଫିଲ୍ମ ପାଇଁ ଅଫର ଆସିଥିଲା । ତେବେ ଓ ମାଇ ଲଭ ଚଳଚିତ୍ରରେ ହିରୋ ଭୂମିକାରେ ନଜର ଆସିଥିବା ରାଜଦୀପଙ୍କୁ ଆଜି ବି ଲୋକେ ମନେ ପକାନ୍ତି । ଏପରିକି ତୁଳସୀ ମେଗାଧାରାବାହିକରେ ବହୁ ଚର୍ଚିତ ରାଜେନ୍ଦ୍ର ଭୂମିକାରେ ମଧ୍ୟ ସେ ଅଭିନୟ କରିଛନ୍ତି । ତେବେ ଗଣ ମାଧ୍ୟମର ସାକ୍ଷାତକାରରେ ରାଜଦୀପ ନିଜର ପ୍ରତିକ୍ରିୟା ରଖି ଏପରି କିଛି କହିଛନ୍ତି । ଯେ ମୁଁ ଆକ୍ଟିଙ୍ଗ ଲାଇନରେ ଯେତିକି କାମ କରିଛି ।

ଲୋକେ ସେହି ସବୁ ଚରିତ୍ର ଅନୁସାରେ ମୋତେ ଜାଣିଛନ୍ତି । ମୁଁ ଯେତେବେଳେ ଆକଟିଂ ଲାଇନରେ କାମ କରୁଥିଲି । ସେତେବେଳେ ମୋତେ ଲୋକ ଜାଣିଥିଲେ । ତାପରେ ମୁଁ ଧୀରେ ଧୀରେ ଅଭିନୟ ମାହୋଲରୁ ଦୂରେଇ ଗଲା ପରେ କିଛି ଲୋକ ମୋତେ ମଧ୍ୟ ଭୁଲିଯାଇଥିଲେ । ତାପରେ ପୁଣି ମୋ ନିଜର ୟୁଟ୍ଯୂବ ଚାନେଲ ଦ୍ଵାରା ଭ୍ଲଗ ଦେଖିକି ଲୋକେ ପୁଣି ମୋତେ ମନେ ପକାଉଛନ୍ତି । ଯାହା ଏବେ ଦେଖିକି ପୁଣି ମୋତେ ଖୁସି ଲାଗୁଛି ।

ମୁଁ ଆକଟିଂ ଲାଇନରେ କାମ କରିକି ସୁପରଷ୍ଟାର ହେଇପାରିବି କି ନାହିଁ ଏ ସବୁ ବିଷୟରେ ଭାବିନଥିଲି । ଛୋଟ ଛୋଟ କୋଇନ୍ସିଡେଣ୍ଟରେ ମୋତେ ଫିଲ୍ମ ଲାଇନରେ କାମ କରିବାକୁ ମିଳିଥିଲା ତାପରେ ଯେତିକି ଯାହା ଲିମିଟେଡ କମ ମୁଁ ଏହି ଲାଇନରେ କରିଛି । ତାପରେ ଯେତେବେଳେ ଅଫର ଆସିବା ଟିକେ ମୋତେ କମିଯାଇଥିଲା । ମୁଁ ଫିଲ୍ମ ଲାଇନରେ ଆଉ ସଂଘର୍ଷ କରି ପୁଣି ଫିଲ୍ମ କରିବାକୁ ଏତେ ଚେଷ୍ଟା କରିଲି ନାହିଁ । ତାପରେ ଫିଲ୍ମ ଲାଇନ ଠାରୁ ପୁରା ଦୂରେଇ ଗଲି ।

ହେଲେ ଯେତେବେଳେ ଆଜି ପର୍ଯ୍ୟନ୍ତ କେଉଁଠି ନା କେଉଁଠି ଲୋକ ମୋତେ ମନେ ପକାନ୍ତି । ମୋତେ ସେଥିରେ ହିଁ ବହୁତ ଖୁସି ମିଳିଯାଏ । ତେଣୁ ମୁଁ ଫିଲ୍ମ ଲାଇନରେ ସୁପରଷ୍ଟାର ନହୋଇ ମଧ୍ୟ ଲୋକଙ୍କ ଠାରୁ ଯେତିକି ଭଲ ପାଇବା ପାଏ ତାହା ହିଁ ମୋର ଖୁସି । ଏବେ କିଛି କିଛି ଆକ୍ଟିଙ୍ଗ କରୁଛି ହେଲେ ନେଗେଟିଭ ଚରିତ୍ର ମଝିରେ କରିଥିଲି । ହେଲେ ନେଗେଟିଭ ଚରିତ୍ରରେ ମୋତେ ଦେଖିବା ଲୋକେ ପସନ୍ଦ ଏତେ କରିଲେ ନାହିଁ ବୋଲି ନେଗେଟିଭ ଚରିତ୍ରକୁ ଛାଡି ଅନ୍ୟ ଯାହା ଅଫର ମିଳିବ କରିବି । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ     

Leave a Reply

Your email address will not be published. Required fields are marked *