ମୁଁ ଯେହେତୁ କଳା, ଗୋଟେ ଗୋରୀ ସ୍ତ୍ରୀଟେ ପାଇବି ବୋଲି ସରକାରୀ ଚାକିରିଟିଏ କରିଥିଲି… Dipanjali

ମୋ ମତରେ ସରକାରୀ ଚାକିରୀଆଙ୍କୁ ଜମାରୁ ବାହା ହେବା କଥା ନୁହେଁ । ହଁ ଆଜ୍ଞା ଦୀପାଞ୍ଜଳିଙ୍କର ଭ୍ଲଗ ଭିଡିଓ ତଥା ଶାଶୁ-ବୋହୁ ୟୁଟ୍ଯୁବ ଚାନେଲରେ ସୋସିଆଲ ମିଡିଆରେ ଫେମସ ହୋଇଥିବା ଦୀପା ଓ ତାଙ୍କ ସ୍ଵାମୀ ଏକ ଗଣ ମାଧ୍ୟମରେ ନିଜର ବାଇଟ ଦେଇଛନ୍ତି । ତେବେ ଦୀପାଞ୍ଜଳିଙ୍କ କହିବା ଅନୁଯାଇ ଆମର ଆରେଞ୍ଜ ମ୍ୟାରେଜ ହିଁ ହେଇଥିଲା । କାରଣ ମୋ ମରେ ବାପା, ମାଆ ଘର ପରିବାରଙ୍କର ଆଶ୍ରୀବାଦରେ ଯେଉଁ ବିବାହଟି ହୁଏ ।

ସେହି ବାହାଘର ସବୁଠାରୁ ବେଷ୍ଟ ବାହାଘର ହୋଇଥାଏ । ଯେଉଁ ପ୍ରକାର ମ୍ୟାରେଜ କର, ଯଦି ବାଲାନ୍ସ ନଥିବ, ବୁଝାମଣା ନଥିବ । ସେହି ସମ୍ପର୍କରେ ବାଧା ଉପୁଜିବ । ହେଲେ ମୋ ବାହାଘର ସଂପୂର୍ଣ୍ଣ ରୂପରେ ହିଁ ଆରେଞ୍ଜ ମ୍ୟାରେଜ ହୋଇଥିଲା । ମୋ ଶାଶୁଘରର ସଦସ୍ୟ ମଧ୍ୟ ବହୁତ ଭଲ । ହେଲେ ସ୍ଵାମୀ ମୋର ସରକାରୀ ଚାକିରୀଆ ସତ । ହେଲେ ମୋ ମତରେ ସରକାରୀ ଚାକିରିଆଙ୍କୁ ଜମାରୁ ବି ବାହା ହେବା କଥା ନୁହେଁ ।

କାରଣ ସେମାନେ କୁଆଡୁ ବି ବୁଲେଇବାକୁ ନେଇନଥାନ୍ତି । ଜମାରୁ ଅଧିକ ସମୟ ଆମ ପାଇଁ ବାହାର କରିବେ ନାହିଁ । ବହୁତ କଞ୍ଜୁସ ମଧ୍ୟ ହେବେ । ଖାଲି ଗୋଟିଏ ଜାଗାରେ ହିଁ ରଖନ୍ତି ବୋଲି ହସ ମଜା କରି ଦୀପା ମିଡିଆ ସାମ୍ନାରେ ବାଇଟ ରଖିଥିଲେ । । ହେଲେ ଏତେ ସବୁ ମଧ୍ୟରେ ଆମ ମଧ୍ୟରେ ଥିବା ଭଲ ପାଇବା ଓ ଠିକ ବୁଝାମଣା ଯୋଗୁ ଆମେ ଦୁହେଁ ଦୁହିଙ୍କୁ ବହୁତ ଭଲ ପାଉ । ତେବେ ଅପର ପକ୍ଷରେ ଦୀପାଙ୍କର ସ୍ଵାମୀ ଦିବ୍ୟ ମଧ୍ୟ ମିଡିଆ ସାମ୍ନାରେ କହିଛନ୍ତି ।

ଯେହେତୁ ମୋ ରଙ୍ଗ ଟିକେ କଳା, ତେଣୁ ମୁଁ ଭାବୁଥିଲି । ମୋତେ ବି ଗୋଟେ କାଳୀ ଝିଅ ମିଳିବେ । ହେଲେ ଠାକୁରଙ୍କ ଦୟାରୁ ଗୋଟେ ସରକାରୀ ଚାକିରି ଖଣ୍ଡେ କରିଦେଇଛି । ତେଣୁ ସରକାରୀ ଚାକିରୀ ଦେଖି ଗୋଟେ କଳା ପୁଅ ସହ ଦୀପା ବାହା ହୋଇଗଲେ । ତେବେ ଦିବ୍ୟଙ୍କ କହିବା ଆଧାରରେ ମୁଁ ତ ସରକାରୀ ହିଁ ସେଥିପାଇଁ କରିଥିଲି, ଯେମିତି ଗୋଟେ ଗୋରି ଝିଅକୁ ବାହା ହେଇପାରିବି ।

ଖବର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜ୍ଜୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *