ସ୍ତ୍ରୀର ଏପରି ଅବସ୍ଥାରେ ଭାଙ୍ଗି ପଡିଛନ୍ତି ସ୍ଵାମୀ କାନ୍ଦି କାନ୍ଦି କହୁଛନ୍ତି…’ମୁଁ ଆଉ ପାରୁନି, ଦରମା ଟଙ୍କା ଆଣୁଛି ଔଷଧ ଦୋକାନରେ ଥୋଉଛି….’

ଦର୍ଶକ ବନ୍ଧୁ ଏ ଦୁନିଆ ବଡ ବିଚିତ୍ର ଏଠି କାହା ପାଇଁ ନୂଆ ସକାଳ ତ କାହା ପାଇଁ ସକାଳର ଆରମ୍ଭ ହେଉଛି କଷ୍ଟ ଦାୟକ । ଏଠି କାହା ପାଇଁ ରଙ୍ଗୀନ ରାତି ତ କାହା ପାଇଁ କାଳର ରାତି । ତେବେ ଦର୍ଶକ ବନ୍ଧୁ ଆମ ମାନଙ୍କ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । କେତେବେଳେ ସୁଖରେ ଆମେ ଖୁସି ଥାଉ ତ ଦୁଃଖରେ ଆମେ ଭାଙ୍ଗି ପଡି ଥାଉ ତା ମାନେ ନୁହେଁ ଯେ ଏହି ଦୁଃଖ ଗୋଟେ ମଣିଷର ଜୀବନ ନେଇଯିବ ।

ବନ୍ଧୁଗଣ ଜଣେ ବ୍ୟକ୍ତିଙ୍କ ଜୀବନରେ ଦୁଃଖ ଆସିବାରୁ ସେ ନିଜ ପତ୍ନୀଙ୍କୁ କହିଲେ ଚାଲ ଆମେ ବି-ଇଷ ଖାଇଦେବା । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ଭାସ୍କର ଦାସ । ଭାସ୍କରଙ୍କ ପତ୍ନୀ କିଡ୍ନି ଜନିତ ସମସ୍ୟାରେ ପୀଡିତ ଅଛନ୍ତି ହେଲେ ତାଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ତେଣୁ ସେ ବି-ଇଷ ଖାଇଦେବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ ।

ଏନେଇ ସେ ଗଣମାଧ୍ୟମ ଆଗରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ଯାହା ବି-ଇଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବି-ଇଷୟରେ । ଦର୍ଶକ ବନ୍ଧୁ ଭାସ୍କର ଦାସ ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ ମୋ ସ୍ତ୍ରୀ ସହ କଥା ହେଉଥିଲି କଣ କରିବା ଆମେ ନା କୁଆଡେ ପଳେଇବା ।

ମୁଁ ଯେତେବେଳେ ଜାଣିଲି ସେ କିଡ୍ନି ଜନିତ ସମସ୍ୟାରେ ପୀଡିତ ଅଛି ମୁଁ ପୁରା ପାଗଳ ହେଇଗଲି । ମୁଁ ମୋ ସାନ ଭାଇକୁ ଫୋନ କଲି ବାପା-ମାଙ୍କୁ କଲ୍ କଲି ଶାଶୁ-ଶଶୁରଙ୍କୁ କଲ୍ କଲି । ଡାକ୍ତର ଯେତେବେଳେ ଏମିତି କହିଦେଲେ ମୁଁ ବାୟା ପାଗଳ ହେଇଗଲି । ସେ ଡାକ୍ତର ତ କହିଲେ ଡାଏଲିସିସ ହେବ ଆଉ ଏବେ ଡାଏଲିସିସ ଚାଲିଛି । ଡାକ୍ତର ଏବେ କହିଲେଣି ଟ୍ରାନ୍ସପ୍ଳାଣ୍ଟ କରିବାକୁ ସେ ବି ପୁରା ଝଡି ଗଲାଣି ସେ ଠିକ ସେ ଆଉ ଚାଲି ପାରୁନି ।

ତାର ଦେହ ଖରାପ ହେଲା ମୁଁ ହଇରାଣ ହେଲି ମୁଁ ଯେତିକି ଟଙ୍କା ଦରମା ଆଣୁଛି ସବୁ ଔଷଧ ଦୋକାନରେ ଥୋଉଛି । ଟ୍ରାନ୍ସପ୍ଳାଣ୍ଟ କେମିତି କରିବି ସେଇଟା ମୋ ପାଇଁ ଚିନ୍ତା’ । ତେବେ ଦର୍ଶକ ବନ୍ଧୁ ଯଦି ଆପଣ ମାନେ ବି ଭାସ୍କରଙ୍କୁ ଆର୍ଥିକ ସହାୟତା କରିବାକୁ ଚାହୁଁ ଛନ୍ତି ତା ହେଲେ ଆପଣ ମାନେ 9937466242 ନମ୍ବରରେ ଫୋନ ପେ ବା ଗୁଗଲ ପେ କରିପାରିବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *