ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଘଟଣାର ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ବର୍ତ୍ତମାନର ସମୟରେ ସମସ୍ତ ଲୋକ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ତେବେ ବନ୍ଧୁଗଣ ସୋସିଆଲ ମିଡିଆର ବ୍ୟବହାର ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ।
ବନ୍ଧୁଗଣ ବର୍ତ୍ତମାନ ଏକ ଏଭଳି ଘଟଣାର ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ କିଛି ପୋଲିସ ଅଧିକାରୀ ସମୁଦ୍ର ଭିତରୁ ଜଣେ ମହିଳାଙ୍କୁ ଉଧାର କରୁଥିବାର ନଜର ଆସୁଛନ୍ତି ।
ମହିଳାଙ୍କୁ ଉଧାର କରିବା ପାଇଁ ଦୁଇଜଣ ପୋଲିସ କର୍ମଚାରୀ ଲାଇଭ ଜାକେଟ ପିନ୍ଧି ପାଣି ଭିତରକୁ ଯାଇଥିବା ବେଳେ ଅନ୍ୟ ଜଣେ ପୋଲିସ ଅଧିକାରୀ ବୋଟ ଉପରେ ଛିଡା ହୋଇ ରସି ଧରିଛନ୍ତି । ବନ୍ଧୁଗଣ ବହୁତ ଚେଷ୍ଟା ପରେ ପୋଲିସ ସେହି ମହିଳା ଜଣକଙ୍କୁ ଉଧାର କରିବାରେ ସଫଳ ହେଉଛି । ତେବେ ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ମୁମ୍ବାଇ ଗେଟୱେ ପାଖରେ ଘଟିଛି ।
ମୁମ୍ବାଇ ଗେଟୱେକୁ ଜଣେ ଟୁରିଷ୍ଟ ମହିଳା ବୁଲିବା ପାଇଁ ଆସିଥିଲେ । ତେବେ ମୁମ୍ବାଇ ସ୍ଥିତ ସମୁଦ୍ର ବେଳାଭୂମିରେ ବୁଲିବା ବେଳେ ତାଙ୍କ ଗୋଡ ଖସିଯାଇଥିବାର ଲୋକ ମାନେ କହିଛନ୍ତି ହେଲେ ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପର୍ଷ୍ଟ ହୋଇ ନାହିଁ ଯେ ମହିଳା ଜଣକ କିଭଳି ସମୁଦ୍ର ଭିତରେ ପଡିଗଲେ । ହେଲେ ବନ୍ଧୁଗଣ ଠିକ ସମୟରେ ପୋଲିସ ଅଧିକାରୀ ମାନେ ବୋଟ ନେଇ ସେହି ସ୍ଥାନରେ ପହଞ୍ଚି ଥିଲେ ଓ ଟୁରିଷ୍ଟ ମହିଳା ଜଣକ ପାଣିରେ ବୁଡିବା ପୂର୍ବରୁ ତାଙ୍କୁ ଉଧାର କରିଥିଲେ ।
ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ଦୁଇଟି ପୋଲିସ ଅଧିକାରୀ ଲାଇଭ ଜାକେଟ ପିନ୍ଧି ପାଣି ଭିତରକୁ ଯାଇଥିଲେ । ଜଣେ ପୋଲିସ ଅଧିକାରୀ ବୋଟ ଉପରେ ଛିଡା ହୋଇ ରସି ଧରିଥିଲେ ଓ ବହୁତ ସାବଧାନତାର ସହ ମହିଳାଙ୍କୁ ସେମାନେ ଉଧାର କରିଥିଲେ । ସେହି ସମୟରେ ଜଣେ ପୋଲିସ ଅଧିକାରୀ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ତେବେ ବନ୍ଧୁଗଣ ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।