ମୁଖ୍ୟମନ୍ତ୍ରୀ Naveen Patnaik ଙ୍କୁ ଦେଖାଉଥିଲେ କଳା ପତାକା, ଘୋଷାଡ଼ି ନେଲା ପୋଲିସ, ଦେଖନ୍ତୁ Video

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଛନ୍ତି । ଗଞ୍ଜାମରେ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଗସ୍ତରେ ଯାଇଛନ୍ତି । ସେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପୀଠ ମା ତାରା ତାରଣୀ ପୀଠକୁ ବି ଯିବେ । ଅନ୍ୟ କେତେକ କାର୍ଯ୍ୟକ୍ରମରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ । କିନ୍ତୁ ଏହି ସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ଓ ସୁରକ୍ଷା କର୍ମୀ ସଜାଗ ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିବା ସ୍ଥାନ ସ୍ଟେଜ ଠାରୁ ନେଇ ରାସ୍ତାରେ ଚାରିଆଡେ ପୋଲିସ କର୍ମୀ ସଜାଗ ରହିଛନ୍ତି । ଚାରିଆଡେ ଚେକିଙ୍ଗ ବି ଚାଲିଛି । ଏହିଭଳି କରିବାର ବହୁତ କାରଣ ଅଛି । କହିବାକୁ ଗଲେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଅନ୍ୟ ଦଳ ଗୁଡିକ ବିକ୍ଷୋଭ ଆରମ୍ଭ କରି ଦେଇଛନ୍ତି । କଳା ପତାକା ଦେଖାଇବା ସହ ଅଣ୍ଡା ମାଡ ବି କରିଛନ୍ତି ।

ନବୀନ ପଟନାୟକଙ୍କୁ ବିକ୍ଷୋଭ କରିଲେ କଂଗ୍ରେସ କର୍ମୀ – ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଛନ୍ତି । ଗଞ୍ଜାମରେ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଗସ୍ତରେ ଯାଇଛନ୍ତି । ସେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପୀଠ ମା ତାରା ତାରଣୀ ପୀଠକୁ ବି ଯିବେ । ଅନ୍ୟ କେତେକ କାର୍ଯ୍ୟକ୍ରମରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ ।

କିନ୍ତୁ ଏହି ସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ଓ ସୁରକ୍ଷା କର୍ମୀ ସଜାଗ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିବା ସ୍ଥାନ ସ୍ଟେଜ ଠାରୁ ନେଇ ରାସ୍ତାରେ ଚାରିଆଡେ ପୋଲିସ କର୍ମୀ ସଜାଗ ରହିଛନ୍ତି । ଚାରିଆଡେ ଚେକିଙ୍ଗ ବି ଚାଲିଛି । ଏହିଭଳି କରିବାର ବହୁତ କାରଣ ଅଛି । କହିବାକୁ ଗଲେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଅନ୍ୟ ଦଳ ଗୁଡିକ ବିକ୍ଷୋଭ ଆରମ୍ଭ କରି ଦେଇଛନ୍ତି ।

କଳା ପତାକା ଦେଖାଇବା ସହ ଅଣ୍ଡା ମାଡ ବି କରିଛନ୍ତି । seଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘର ଚାରିପାଖେ ବି ପୋଲିସ ଛାଉଣି ହୋଇଛି । ଏହି ସବୁକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ବି ପୋଲିସ ସୁରକ୍ଷାକୁ ଧ୍ୟାନରେ ରଖି କଡା ସୁରକ୍ଷାର ବନ୍ଦୋବସ୍ତ କରିଛନ୍ତି । କିନ୍ତୁ ଏହା ମଧ୍ୟରେ କଛି ବିକ୍ଷୋଭକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିକ୍ଷୋଭ କରୁଥିବାର ନଜର ଆସିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ରାସ୍ତାରେ ଯିବେ ସେହି ରାସ୍ତାରେ କିଛି କଂଗ୍ରେସ କର୍ମୀ ଅଚାନକ ରାସ୍ତା ଉପରକୁ ଚାଲି ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ନାରାବାଜି କରିବାକୁ ଲାଗିଲେ । ଏହା ଛଡା ସେମାନେ କଂଗ୍ରେସର ପତାକା ବି ଉଡାଇଲେ । କିନ୍ତୁ ଏହାରି ମଧ୍ୟରେ ପୋଲିସ ମଧ୍ୟ ସଙ୍ଗେ ସଙ୍ଗେ ପହଞ୍ଚି ବିକ୍ଷୋଭକାରୀଙ୍କୁ ଧରି ପକାଇଲେ । ପାଖାପାଖି ୪ ରୁ ୫ ଜଣ ବିକ୍ଷୋଭ କାରୀମାନଙ୍କୁ ପୋଲିସ ଧରି ସେମାନଙ୍କୁ ନିଜ ଗାଡିରେ ବସାଇ ନେଇ ଗଲା ।

ଏହା ମଧ୍ୟରେ ସେମାନେ ଗାଡି ଭିତରେ ବି ନାରାବାଜି କରୁଥିଲେ । କିନ୍ତୁ ସବୁଠୁ ଭଲ କଥା ହେଉଛି କି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଗାଡି ସାମ୍ନାରେ ଏହିଭଳି କିଛି ବି କରି ନାହାନ୍ତି । କହିଦେଛୁ କି ଏହି ଘଟଣା ଗଞ୍ଜାମ ଜିଲାର ଆସ୍କା ଅଞ୍ଚଳରେ ଘଟିଛି । ଆପଣ ବି ଦେଖି ପାରିବେ କି ପୋଲିସ ସେମାନଙ୍କୁ ଧରି ନିଜ ସହିତ ନେଇ ଯାଉଛି ।

Leave a Reply

Your email address will not be published. Required fields are marked *