ଚିକିତ୍ସା ଅବହେଳାରୁ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛି କୁନି ପୁଅ ରାଜବୀର, କୋହଭରା କଣ୍ଠରେ ମା’ କରୁଛି ଆକୁଳ ନିବେଦନ, ଆପଣଙ୍କ ଗୋଟିଏ ସାହାର୍ଯ୍ୟ ରାଜବୀରକୁ ଦେବ ନୂଆ ଜୀବନ

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଖବରର ଚର୍ଚା ସମସ୍ତ ସ୍ଥାନରେ ହେଉଛି ଓ ଆପଣ ମାନେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଭାବ ବହୁଳ ହୋଇଯିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଏତେ ବଡ଼ ରାଜ୍ୟ। ପୁଣି ଏକ ନମ୍ବର ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବଣ୍ଟା ଚାଲିଛି ବିଜୁ ସ୍ୱାସ୍ଥ୍ୟକାର୍ଡ ।

କିନ୍ତୁ ଚିକିତ୍ସା ଅବହେଳାରୁ ଜୀବନମୃତ୍ୟୁ ସହ ସଂଘର୍ଷ କରୁଛି ଜଣେ ବାଳୁତ ପିଲା । ବୟସ ମାତ୍ର ଦେଢ଼ ବର୍ଷ ନାମ ହେଉଛି ରାଜଭୀର ରାଣା । ରାଜଭିରଙ୍କ ଘର ହେଉଛି କନ୍ଧମାଳରେ। ଜୀବନମୃତ୍ୟୁ ଭିତରେ 16 କୋଟି ଟଙ୍କାର ଆବଶ୍ୟକତା ରହିଛି । ଡାକ୍ତର କହିଲେ, ଇଞ୍ଜେକ୍ସନର ଦାମ 16 କୋଟି । ରାତି ପାଇଲେ ସେମାନଙ୍କ ପାଖରେ ଖାଇବା ପାଇଁ କିଛି ଟଙ୍କା ନାହିଁ ତେବେ ସେମାନେ ୧୬ କୋଟି ଟଙ୍କା ଆଣିବେ କେଉଁଠୁ ।

ମା ବାପା ପ୍ରତିଦିନ ପୁଅର ଯନ୍ତ୍ରଣା ଦେଖି ପ୍ରତିଦିନ ମରି ମରି ବଞ୍ଚୁ ଛନ୍ତି । ପୁଅର ଜୀବନ ବଞ୍ଚାଇବାକୁ ମା ବାପା ଦୁଇଜଣ ପାରୁ ପର୍ଯ୍ୟନ୍ତ ଚେଷ୍ଟା ମଧ୍ୟ କରୁଛନ୍ତି । ପିଲାର ଜୀବନ ବଞ୍ଚେଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କାନ୍ଦି କାନ୍ଦି ସାହାର୍ଯ୍ୟ ମାଗିଲେ ହେଲେ ଜଣେ ମାର କାନ୍ଦ କେହି ବି ଶୁଣିଲେ ନାହିଁ ।

ସେହି ମା କେତେଯେ କାକୁତି ମିନତୀ ହୋଇଛି ତାହା ଓଡିଶା ଦେଖିଛି । ହେଲେ ମୁଖ୍ୟମନ୍ତ୍ରୀ କାନକୁ କିଛି ବି ଶୁଭିଲା ନାହିଁ ଆହା ପଦ ବି କହିଲେ ନାହିଁ ମୁଖ୍ୟମନ୍ତ୍ରୀ । ଶେଷରେ ସହଯୋଗର ହାତ ବଢାଇ ଛନ୍ତି ବଲିଉଡର ରିଅଲ ହିରୋ ସୋନୁ ସୂଦ । ସୋନୁ ସୂଦଙ୍କ ସହାୟତା ଦେଖି ଦେଶ ବାସୀ ବହୁତ ଅଧିକ ଖୁସି ହୋଇଛନ୍ତି ।

ବନ୍ଧୁଗଣ ସୋନୁ ସୂଦ ସୋସିଆଲ ମିଡିଆ ସାମ୍ନାରେ ରାଜଭିରଙ୍କ ଚିକିତ୍ସା ପାଇଁ ସହାୟତା କରିବେ ବୋଲି କହିଥିଲେ । ଗତ ଦେଢ ବର୍ଷ ହେବ ସୋନୁ ସୂଦ ଏହି କରୋନା ମହାମରି କାଳରେ ଅନେକ ଦରିଦ୍ର ଓ ଅସହାୟ ଲୋକ ମାନଙ୍କ ପାଇଁ ଛିଡା ହୋଇଛନ୍ତି । ସୋନୁ ସୂଦ ରାଜଭିରଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢାଇ ବହୁତ ବଡ କାମ କରିଛନ୍ତି ।


ଯାହା ଗୋଟେ ରାଜ୍ୟର ସରକାରଙ୍କୁ କରିବାର ଥିଲା ତାହା ସୋନୁ କରିଲେ । ତେବେ ବନ୍ଧୁଗଣ ଯଦି ଆପଣ ମାନେ ବି ରାଜଭିରଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢାଇବାକୁ ଚାହୁଁଥିବେ ତା ହେଲେ ସ୍କ୍ରିନରେ ଦିଆ ଯାଇଥିବା ଠିକଣା ବା ଫୋନ ପେ ମାଧ୍ୟମରେ ସହଯୋଗ କରିପାରିବେ, ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଯେପରି ଏହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ଓ ରାଜବିର ଏକ ନୂଆ ଜୀବନ ମିଳି ପାରିବ । ଧନ୍ୟବାଦ

Leave a Reply

Your email address will not be published. Required fields are marked *