Mukesh Ambani ଙ୍କ ଘରେ କାମକରୁଥିବା ଚାକର ମାନଙ୍କର ଦରମା କେତେ ? ଜାଣିଲେ ଛାନିଆ ହେଇଯିବେ…

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ମୁକେଶ ଅମ୍ବାନି ଙ୍କ ଘରେ ଥିବା ଚାକର ର ଦରମା କହିବୁ । ମୁକେଶ ଅମ୍ବାନୀ ତ ଭାରତରେ ଘରେ ଘରେ ପରିଚିତ ଅଟନ୍ତି । କେତେ ଲୋକ ମୁକେଶ ଅମ୍ବାନୀ ଙ୍କ ବିଷୟରେ ଜାଣି ନଥିଲେ ହେଲେ ଜିଓ ସିମ ଏବଂ ମୋବାଇଲ ଫୋନ ପାଇଁ ଜାଣିଗଲେଣି । ଜିଓ ପାଇଁ ମୁକେଶ ଅମ୍ବାନୀଙ୍କୁ ବହୁତ ଲୋକ ଚିହ୍ନି ଯାଇଛନ୍ତି ଏବଂ ଜିଓ ବଜାରରେ ବହୁତ ଭଲ ବ୍ୟବସାୟ କରୁଛି ।


ଆପଣଂକୁ କହିଦେଉଛୁ କି ଅମ୍ବାନୀ ପରିବାରଙ୍କୁ ତାଙ୍କ ଦୌଲତ ପାଇଁ ସମସ୍ତେ ଜଣନ୍ତି । ଦୁନିଆରେ ଅମ୍ବାନୀ ପରିବାର ଙ୍କ ନାମ ଟପ ୫୦ ରେ ଆସେ । ତେବେ ଚାଲନ୍ତୁ ଜାଣିବା ମୁକେଶ ଅମ୍ବାନୀ ଙ୍କୁ ଘରେ ଚାକିରୀ କରୁଥିବା ଚାକର ଙ୍କର ଦରମା କେତେ । ତେବେ ଆମେ ସମସ୍ତେ ଜାଣୁ ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି । ମୁକେଶ ଅମ୍ବାନୀଙ୍କ ପରିବାର ଭାରତର ସବୁଠୁ ବଡ଼ ଘରେ ରୁହନ୍ତି ଏବଂ ତାଙ୍କର ଘରର ନାମ “ଆଂଟିଲିଆ” ରଖା ଯାଇଛି ।

ଯେଉଁ ଘରେ ସେ ରୁହନ୍ତି ସେହି ଘରର ମୂଲ୍ୟ “୧ ମିଲିୟନ ଆମେରିକା ଡ଼ଲାର” ଠାରୁ ମଧ୍ୟ ଅଧିକ ଅଟେ । ଏହି ଘରେ ପାଖା ପାଖି ୬୦୦ଜଣ ଲୋକ ରହିଛନ୍ତି । ମୁମ୍ୱାଇର ଅଲଟାମାଉଣ୍ଡ ରୋଡ଼ କୁଂବାଲା ହିଲ ରେ ଅଛି । ଏହା ଏତେ ଅଧିକ ଉଚ୍ଚତା ବିଶିଷ୍ଟ ହେଲେ ମଧ୍ୟ ୮ ରେକ୍ଟର ସ୍କେଲ ଭୁକମ୍ପକୁ ମଧ୍ୟ ସହ୍ୟ କରିପାରେ । ପ୍ରତି ମାସରେ ୧୫ ଲକ୍ଷ ଏହି ଘରର ସୁରକ୍ଷା ପାଇଁ ଖର୍ଚ୍ଚ କରାଯାଏ ।


ଏହି ଘରକୁ ଜେଡ ପ୍ଲସ ସିକୁରୀଟି ଦିଆ ଯାଇଛି । ମୁକେଶ ଅମ୍ବାନୀ ନିଜ ଘରର ଚାକର କୁ ଚାକର ନ ମାନି ସଦସ୍ୟ ମାନିଥାନ୍ତି । ତାଙ୍କ ସହିତ ସେହିଭଳି କଥା ହୋଇଥାନ୍ତି ଯେଉଭଳି ନିଜ ଘରର ଲୋକଙ୍କ ସହ କଥା ହୋଇଥାନ୍ତି । ତେବେ ରିପୋର୍ଟ ଅନୁସାରେ ଅମ୍ବାନୀ ଙ୍କ ଘରେ କାମ କରୁଥିବା ଚାକର ଙ୍କର ଦରମା ଆଗରୁ ମାସିକ ୬ ହଜାର ଥିଲା ହେଲା ଏବେ ସେ ମାସକୁ ୨ ଲକ୍ଷ ଟଙ୍କା ପାଉଛନ୍ତି ।

ମାସକୁ ୨ ଲକ୍ଷ ଟଙ୍କା କମାଉଛନ୍ତି ମୁକେଶ ଅମ୍ବାନୀ ଙ୍କ ଘରେ ଥିବା ଚାକର ମାନେ । ତାଙ୍କ ଘରେ କାମ କରୁଥିବା ଲୋକଙ୍କ ଅଲଗା କିଛି ମଧ୍ୟ ସୁବିଧା ଉପଲବ୍ଧ ଅଛି । ପ୍ରତି ଚାକର ର ଦୁଇ ଛୁଆଙ୍କୁ ଆମେରିକାରେ ପଢିବା ର ସୁଯୋଗ ମଧ୍ୟ ରହିଛି । ଏମିତି ଭଲ ସୁବିଧା ଦେଖି କେହି ନା କେହି ମୁକେଶ ଅମ୍ବାନୀଙ୍କ ଘରେ କାମ କରିବାକୁ ଚାହିଁବେ ।


ତେବେ କେତେ ଲୋକଙ୍କ ମନରେ ଏହା ପ୍ରଶ୍ନ ଆସୁଥିବ ମୁକେଶ ଅମ୍ବାନୀଙ୍କ ଘରେ କାମ କରିବା ପାଇଁ କଣ ଆବଶ୍ୟକ ଅଟେ ଏବଂ ତାହା ପାଇଁ କଣ ପଢେଇବା ଆବଶ୍ୟକ । ଏହି ଘରେ କାମ କରିବା ପାଇଁ ଏକ ଖାସ ଲିଖିତ ପରୀକ୍ଷା ଦେବାକୁ ହେବ । ଯେଉଁଥିରେ ହୋଟେଲ ମ୍ୟାନେଜମେଣ୍ଟ ଠୁ ନେଇ ଜେନେରାଲ ପ୍ରଶ୍ନର ଉତ୍ତର ଦେବା ଆବଶ୍ୟକ ହୋଇଥାଏ ।

ଏହି ପରୀକ୍ଷା ରେ ପାସ ହୋଇଥିବା ଲୋକଙ୍କୁ ହିଁ ମୁକେଶ ଅମ୍ବାନୀ ଙ୍କ ଘରେ ଚାକିରୀ କରିବାର ସୁଯୋଗ ମିଳିଥାଏ । ଏହି ଘରେ ବିଶେଷ ରୂପରେ କେବଳ ଭାରତୀୟ ଖାଦ୍ୟ ବନିଥାଏ । ଖବର କାଗଜ ରେ ଏହାର ଆଡ଼ଭଟାଇଜମେଣ୍ଟ ଆସିଥାଏ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆପଣଙ୍କୁ ଏହି ଜୋକ୍ସ ଗୁଡିକ କେମିତି ଲାଗିଲା କମେନ୍ଟ କରନ୍ତୁ । ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *