Mukesh Ambani ଙ୍କ ବୋହୁ ଏମିତିଉଡାନ୍ତି ଟଙ୍କା…ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତର ସର୍ବ ଶ୍ରେଷ୍ଠ ଧନୀ ମଣିଷ ମୁକେଶ ଅମ୍ବାନିଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ସେ ଦୁନିଆର ଟପ 10 ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ । ବନ୍ଧୁଗଣ ମୁକେଶ ଅମ୍ବାନିଙ୍କର ଦୁଇଟି ପୁଅ ଅଛନ୍ତି ତାଙ୍କ ନାମ ହେଉଛି ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନି । ତାଙ୍କର ଏକ ଝିଅ ମଧ୍ୟ ଅଛି ଯାହାର ନାମ ହେଉଛି ଇଶା ଅମ୍ବାନି । ବନ୍ଧୁଗଣ ଆକାଶ ଅମ୍ବାନି ବିବାହ କରିଛନ୍ତି । ତାଙ୍କ ପତ୍ନୀଙ୍କ ନାମ ହେଉଛି ଶ୍ଳୋକା ଅମ୍ବାନି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶ୍ଳୋକା ଅମ୍ବାନିଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଶ୍ଳୋକା ଅମ୍ବାନି ହୀରା ବେପାରୀ ରୁସେଲ ମେହେତା ଓ ମୋନା ମେହେତାଙ୍କ ଝିଅ ଅଟନ୍ତି । ରୁସେଲ କୌଣସି ସାଧାରଣ ହୀରା ବେପାରୀ ନୁହେଁ ଇଣ୍ଟରନାସନାଲ ହୀରା ବେପାରୀ ଅଟନ୍ତି ।

ତାଙ୍କ ଡାଇମଣ୍ଡ କମ୍ପାନୀର ନାମ ହେଉଛି ରୋସିବ୍ଲୁ ଯାହା ସଂପୂର୍ଣ୍ଣ ବିଶ୍ଵରେ ଏକ ନମ୍ବର ସ୍ଥାନରେ ରହିଛି । ଶ୍ଳୋକାଙ୍କ ଜନ୍ମ 11 ଜାନୁୟାରୀ 1990 ମସିହାରେ ହୋଇଥିଲା । ସେ ନିଜ ପାଠ ପଢା ଧିରୂଭାଇ ଅମ୍ବାନି ଇଣ୍ଟରନାସନାଲ ସ୍କୁଲରେ କରିଥିଲେ । ଶ୍ଳୋକା ଆଜି ଅମ୍ବାନି ପରିବାରର ବୋହୁ ହେବା ସହ ଜଣେ ବିଜନେସ ଓମେନ ମଧ୍ୟ ଅଟନ୍ତି । ବନ୍ଧୁଗଣ ଶ୍ଳୋକାଙ୍କର ଦେଶରେ ଏକ ବଡ ଏନଜିଓ ସଂସ୍ଥା ଅଛି ।

ଏହି ଏନଜିଓ ଦ୍ଵାରା ସେ ଦେଶରେ ଥିବା ଅନେକ ଗରିବ ପିଲା ମାନଙ୍କୁ ମାଗଣା ଖାଦ୍ୟ ଓ ମାଗଣା ଶିକ୍ଷା ଦିଅନ୍ତି । ଶ୍ଳୋକା ନିଜ ଭଲ କାମ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଶ୍ଳୋକା ଅମ୍ବାନିଙ୍କ ପାଖରେ 120 କୋଟି ଟଙ୍କାର ସମ୍ପତ୍ତି ଅଛି । ସେ ସବୁବେଳେ ଏକ ସାଧାରଣ ଲୁକ୍ ରେ ନଜର ଆସନ୍ତି । ଆକାଶ ଓ ଶ୍ଳୋକା 2019ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କର ଏକ ପୁତ୍ର ମଧ୍ୟ ଅଛି ।

ବନ୍ଧୁଗଣ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ବିବାହ ଏ ପର୍ଯ୍ୟନ୍ତ ହୋଇ ନାହିଁ ହେଲେ ତାଙ୍କର ଜଣେ ଗାର୍ଲଫ୍ରେଣ୍ଡ ଅଛନ୍ତି ଓ ଆଗାମୀ ଭବିଷ୍ୟତରେ ସେ ହିଁ ଅମ୍ବାନି ପରିବାରର ବୋହୁ ହେବେ । ବନ୍ଧୁଗଣ ଅନନ୍ତ ଅମ୍ବାନିଙ୍କ ଗାର୍ଲଫ୍ରେଣ୍ଡଙ୍କ ନାମ ହେଉଛି ରାଧିକା ମର୍ଚାନ୍ଟ । ରାଧିକା ଭାରତର ବିଜନେସ ମ୍ୟାନ ଭିରେନ୍ତ ମର୍ଚାନ୍ଟଙ୍କ ଝିଅ ଅଟନ୍ତି । ମୁକେଶଙ୍କ ସହ ଭିରେନ୍ତଙ୍କର ଭଲ ସମ୍ପର୍କ ଅଛି ।

ରାଧିକା ଏବେ 24 ବର୍ଷର ଅଛନ୍ତି । ରାଧିକା ଓ ଅନନ୍ତ ଅନେକ ସମୟ ହେବ ପରସ୍ପର ସହ ଲଭ ରିଲେସନରେ ଅଛନ୍ତି । ଆଗାମୀ ସମୟରେ ରାଧିକା ଅମ୍ବାନି ପରିବାରର ଦ୍ଵିତୀୟ ବୋହୁ ହେବେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *