ମୁହଁ ଖୋଲିଲେ ନବ ଦାସଙ୍କ ଝିଅ ଦୀପାଳି….ବାପାଙ୍କ ମୃତ୍ୟୁକୁ ନେଇ କଣ କହୁଛନ୍ତି ଝିଅ ଦୀପାଳି ଶୁଣନ୍ତୁ…

ବନ୍ଧୁଗଣ ପୂର୍ବତ୍ତମ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗ ପରେ ଆସନ୍ତା ମାର୍ଚ୍ଚ ମାସରେ ଉପ ନିର୍ବାଚନ ହେବାକୁ ଯାଉଛି । ଆଉ ଏବେ ଚର୍ଚ୍ଚା ହେଉଛି ନବଙ୍କ ଜାଗାରେ ତାଙ୍କ ଝିଅ ଦୀପାଳି ଛିଡା ହେବେ ହେଲେ ଏହା ବର୍ତ୍ତମାନ ଯାଏଁ ସ୍ପର୍ଷ୍ଟ ହୋଇ ନାହିଁ । ଆଉ ଅନ୍ୟ ପକ୍ଷେ ଦର୍ଶକ ବନ୍ଧୁ ନବ ଦାସ ହତୟଆ କାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଏବେ ଚୋଦ୍ଵାର ଜେଲରେ ଅଛି । ଗୁଜୁରାଟରେ ନାର୍କୋ ଟେଷ୍ଟ ଶେଷ ହେବା ପରେ ଗୋପାଳକୁ ଝାରୁସୁଗୁଡା ଜେଲ ନିଆ ଯାଇଥିଲା,

ସେଠାରେ ତାର ବୟାନ ରେକର୍ଡ କରା ଯାଇ ଗତ ଦୁଇ ଦିନ ତଳେ ତାକୁ ଚୋଦ୍ଵାର ଜେଲରେ ସ୍ଥାନାନ୍ତରିତ କରା ଗଲା । ଚୋଦ୍ଵାର ଜେଲରେ ଗୋପାଳ ଦୁଇ ଦିନ ବିତେଇ ସାରିଛି । ଆଉ ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚହଳ ସୃଷ୍ଟି ହୋଇଛି । ଆଉ ଏହାରି ମଧ୍ୟରେ ନବଙ୍କ ଝିଅ ଦୀପାଳି ଦାସ ଗଣମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦୀପାଳି ଗଣମାଧ୍ୟମ ଆଗରେ କହିଛନ୍ତି-‘କୃଷିଙ୍କର ସେବା ଆଉ ତାଙ୍କ ବିକାଶ ପାଇଁ ମୋ ବାପା ଯେଉଁ ସ୍ଵପ୍ନ ଦେଖିଥିଲେ ସବୁ ଜିନିଷ ପୂରଣ ହେବ ଆଉ ଏହାର ମଙ୍ଗ ଝାରସୁଗୁଡା ବାସୀ ଧରିବେ ।

ମୋ ବାପା ଲୋକଙ୍କୁ ବହୁତ ଭଲ ପାଉଥିଲେ ଆଉ ସେମାନେ ମଧ୍ୟ ମୋ ବାପାଙ୍କୁ ବହୁତ ଭଲ ପାଉଥିଲେ । ତେଣୁ ବିକାଶର ମଙ୍ଗ ସମସ୍ତଙ୍କ ପାଖରେ ଅଛି ଆଉ ସେହି ଦାୟିତ୍ଵ ସେ ସମସ୍ତଙ୍କୁ ଦେଇ ଯାଇଛନ୍ତି । ମୋର ଆଶା ରହିଛି ମିଳି ମିଶି ସମସ୍ତେ ସେହି ଦାୟିତ୍ଵ ପୂରଣ କରିବେ । କ୍ରାଇମ ବ୍ରାଞ୍ଚ ତାଙ୍କର କାମ କରୁଛି ଆଉ ଯେତେ ଶୀଘ୍ର ହେଇ ପାରିବ ସେତେ ଶୀଘ୍ର ତାଙ୍କ କାମ ସରିବ ।

ସେମାନେ ଯେଉଁ ପ୍ରକାରର ରିପୋର୍ଟ ଦେବେ ତା ପରେ ଆମେ କିଛି କହିପାରିବୁ । ମୋ ବାପାଙ୍କୁ ଯିବାର 17 ଦିନ ହୋଇଛି ଏ ବିଷୟରେ ମୁଁ ମୋ ପରିବାର ଆମେ ସମସ୍ତେ ସକ୍ ରେ ଅଛୁ ଆଉ ଏସବୁ ପ୍ରଶ୍ନ ଆମକୁ ଆହୁରି ବିଚଳିତ କରୁଛି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *