ନିଜର ଦୋ ଅକ୍ଷରି ଭାଷାକୁ ନେଇ Sura ଭାଇ ଯାହା କହିଲେ ନା…ଆପଣ ହସି ହସି ଗଡିବେ, ଦେଖନ୍ତୁ ଏହି Video

ବନ୍ଧୁଗଣ, ଓଡିଶା ର ସୁର ରାଉତରାୟ କହିଲେ ସମସ୍ତେ ଭଲ ଭବାରେ ଅବଗତ । ଓଡିଶା ବାସୀ ତାଙ୍କ କଥା ଶୁଣିଲେ ହସି ହସି ଗଡିଯାଇଥାନ୍ତି । କେତେକ ଲୋକେ ତାଙ୍କର ଏହିଭଳି କଥାବାର୍ତ୍ତା କୁ ଅବମାନନା ମଧ୍ୟ କରିଛନ୍ତି ମାତ୍ର ଅନ୍ୟ କେତେକ ସୁରଙ୍କର ବହୁତ ସନ୍ନମାନ କରିଥାନ୍ତି । ତେବେ ନିଜର କଥା କହିବା ର ଶୈଳୀ କୁ ନେଇ ସାଂସଦ ସୁର ରାଉତରାୟ କିଛି ଏହିଭଳି ନିଜର ପ୍ରତିକ୍ରିୟା ମିଡ଼ିଆ ସମ୍ମୁଖରେ ଦେଇଛନ୍ତି ।

ଆସନ୍ତୁ ଜାଣିନେବା ତାହା କଣ ଅଟେ ? ସୁର ବାବୁ କହିଛନ୍ତି ଯେ, ମୁଁ ଯଦି ଭଦ୍ରାମି ରେ ମୋ ୱାକରଙ୍କୁ କଥା କହିବି ତାଙ୍କୁ ଭଲ ଲାଗି ନଥାଏ, ଓ ତାଙ୍କ ମନ ଦୁଃଖ ହୋଇଥାଏ । ଯଦି ମୁଁ ତାଙ୍କୁ ଦୋ ଅକ୍ଷରି ରେ କହିବି ବା ଦୋ ଭାଷାରେ କହିବି ତେବେ ତାଙ୍କ ମନ ବହୁତ ଖୁସି ଓ ଆନନ୍ଦ ହୋଇ ମୁଁ ଯେଉଁ କାମ କହିଥିବି ତାକୁ କରିବାକୁ ଯାଆନ୍ତି । ଯଦି ପ୍ରତାପର ସେହିଭଳି ୱାକର ଥିବେ ସେ ଦୋ ଭାଷା କହିଥିବ ଏବଂ ସେମାନେ ତାଙ୍କ କଥା ଶୁଣି ଉଚିତ କାମ ପାଇଁ କରିବା ପାଇଁ ଯାଇଥିବେ ।

ଏହା ହେଉଛି ନିରାଟ ସତ୍ୟ । ମୋ ପାଟିରୁ ଏହିଭଳି ବହୁତ ଥର ଭାଷା ବାହାରିଛି । କିନ୍ତୁ କିଛି ଲୋକ ଆମକୁ ହୃଦୟରୁ ବହୁତ ଭଲ ପାଆନ୍ତି । ତାଙ୍କୁ ଦୋ ଅକ୍ଷରି କହିଲେ ସେମାନେ ଖୁସି ହୋଇଥାନ୍ତି । ମୋର ଘରେ ଗୋଟେ ସର୍ଭାନ୍ଟ ଅଛି, ତାର ନାମ ସୁବାସ । ତାକୁ ମୁଁ ଭଲରେ କହିଲେ ସେ କେବେ ମଧ୍ୟ ମୋ କଥା ଶୁଣେ ନାହିଁ ।

ତାକୁ ମୁଁ ଚାହା ଆଣିବାକୁ ଭଦ୍ରାନ୍ତି କହିଲେ ସେ କଦାପି ଶୁଣିବ ନାହିଁ । ଯଦି ଦୋ ଅକ୍ଷରି ଲଗେଇ କହିଲେ ସେ କାମ ସେ ଦୌଡ଼ିକି ଯାଇ କରିଥାଏ । ଭାଷା ଲଗାଇ କହିଲେ ସେ ବହୁତ କାମ କରେ । ଟିକେ ଭାଷା କହିଦେଲେ ରଥ ଗଡିଲା ଭଳି କାମ ହୋଇଥାଏ । ନଚେତ ରଥ ସେହିଠାରେ ହିଁ ଥାଏ । ଏମିତି ଆମର ଅଭ୍ୟାସ ରହିଛି ।

କିଛି ୱାକାର ଙ୍କୁ ଟିକେ ଇଆଡୁ ସିଆଡୁ କହିଲେ ସେମାନେ ଭଲ ପାଇଥାନ୍ତି । ଏହିଭଳି ପ୍ରତିକ୍ରିୟା ସୁର ରାଉତରାୟ ନିଜ ଭାଷା ର ପ୍ରୟୋଗ କୁ ନେଇ କିଛି ମନ୍ତବ୍ୟ ଦେଇଛନ୍ତି । ବନ୍ଧୁଗଣ ଏହି ଟିପ୍ପଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *