ମାତ୍ର 2 ମିନିଟ ରେ ମୋତି ପରି ଚମକିବ ଆପଣଙ୍କ ମଇଳା ହଳଦିଆ ଦାନ୍ତ, ବାସ କରି ଦିଅନ୍ତୁ ଏହି କାମ

ନମସ୍କାର ବନ୍ଧୁଗଣ ତେବେ ଅନେକ କାରଣ ଯୋଗୁଁ ଆମର ଦାନ୍ତ ଅପରିଷ୍କାର ବା କଳା ହୋଇଯାଇଥାଏ । ଓ ଏହା ଖରାପ ଦେଖାଯାଇଥାଏ । ଅନେକ ଲୋକଙ୍କ ଦାନ୍ତର ରଙ୍ଗ ଖରାପ ଯୋଗୁ ସେମାନେ ଡେଣ୍ଟିଷ୍ଟ ପାଖକୁ ଯାଇଥାନ୍ତି । ସେମାନେ କେବେହେଲେ ମନ ଖୋଲି ହସି ପାରି ନଥାନ୍ତି ଯାହାଦ୍ୱାରା ତାଙ୍କ ଖରାପ ଦାନ୍ତ ସାମ୍ନାକୁ ଆସିଯାଇଥାଏ । ଆଜି ଆମେ ଏକ ଏପରି ଘରୋଇ ଉପଚାର ବିଷୟରେ ଜାଣିବା ଯାହାଦ୍ୱାରା ଆପଣ ନିଜ ଦାନ୍ତକୁ ମୋତି ଭଳି ଚମକାଇପାରିବେ ।

ତେବେ ଏହି ଉପାୟ ପାଇଁ ପ୍ରଥମେ ଆବଶ୍ୟକ ଏକ ବିଲାତି । ଏହା ଆପଣ ନିଜ ରୋଷେଇ ଘରୁ ନେଇ ପାରିବେ । ଆପଣ ଏଠାରେ ଛୋଟ କିମ୍ବା ମଧ୍ୟମ ଆକାରର ବିଲାତି ନିଅନ୍ତୁ ।
ଏହାକୁ ପ୍ରଥମେ ଧୀରେ ଧୀରେ ପିଟନ୍ତୁ ଯେପରି ଏହାର ରସ ବାହାରି ଆସିବ । ଦାନ୍ତ ଧଳା କରିବା ପାଇଁ ବିଲାତି ରସର ଅଵଶ୍ୟକତା ରହିଛି । ଏହାପରେ ତାହାକୁ ଦୁଇ ଫାଳ କରି କାଟି ଦିଅନ୍ତୁ । ଏବଂ ରସ ବାହାର କରନ୍ତୁ । ଏହାପରେ ଯେଉଁ ଦ୍ୱିତୀୟ ସାମଗ୍ରୀର ଅଵଶ୍ୟକତା ଥାଏ ତାହା ହେଉଛି ଲେମ୍ବୁ । ଲେମ୍ବୁ ଆଣି ତାହାକୁ ଦୁଇ ଫାଳ କାଟି ଦିଅନ୍ତୁ ।

ସେଥିରେ ପୁରା ଲେମ୍ବୁର ରସ ଚିପୁଡି ଦିଅନ୍ତୁ । ଏହାପରେ ତୃତୀୟ ଏବଂ ଶେଷ ସମଗ୍ରୀ ହେଉଛି ଟୁଥ ପେଷ୍ଟ । ଆପଣ ଏଠାରେ ଯେକୌଣସି ଧଳା ରଙ୍ଗର ଟୁଥପେଷ୍ଟର ପ୍ରୟୋଗ କରିପାରିବେ । ଯେତିକି ମାତ୍ରାରେ ଆପଣ ଦାନ୍ତ ଘଷିବା ବେଳେ ପେଷ୍ଟ ନିଅନ୍ତି ସେତିକି ମାତ୍ରାରେ ନେଇ ସେହି ମିଶ୍ରଣରେ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଏହା ପ୍ରସ୍ତୁତ ହୋଇଯିବ ।


ଏହାପରେ ଏକ ଟୁଥ ବ୍ରସ ଆଣି ତାହାକୁ ସେହି ମିଶ୍ରଣରେ ବୁଡାଇ ଯେପରି ଦାନ୍ତ ଘସନ୍ତି ସେହିପରି ଘସନ୍ତୁ । ଏହାପରେ ଆପଣ ଦେଖିବେ ଆପଣଙ୍କ ଦାନ୍ତ ସଙ୍ଗେ ସଙ୍ଗେ ଧଳା ହୋଇଯିବ । ଏହା ଏକ ବହୁତ ଚମତ୍କାରୀ ଘରୋଇ ଉପଚାର ଅଟେ । ବହୁ ପୁରାତନ କାଳରୁ ଲୋକମାନେ ନିଜର ଦାନ୍ତକୁ ଚମକାଇବା ପାଇଁ ଏହାର ବ୍ୟବହାର କରି ଆସୁଛନ୍ତି ।


ତେବେ ଆପଣ ନିହାତି ଭାବରେ ଏହାର ପ୍ରୟୋଗ କରି ଦେଖନ୍ତୁ । ଏହାପରେ ଆପଣ ଦେଖିବେ ଆପଣଙ୍କ କଳା ପଡିଯାଇଥିବା ଦାନ୍ତ ମୋତି ଭଳି ଚମକି ଉଠିବ ଓ ଆପଣ ଯଦି ନିଜ ଦାନ୍ତକୁ ଧଳା ରଖିବାକୁ ଚାହାନ୍ତି ତେବେ ପାନ, ଗୁ-ଟ-କା, ବି-ଡ଼ି, ସି-ଗା-ରେ-ଟ ଆଦିରୁ ନିବୃତ ରୁହନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *