ମୋତେ ଏମିତି ମେକଅପ ଦିଆଯାଇଥିଲା, ଯେ ମୋତେ ସେନ୍ସର ବୋର୍ଡ ବି ଚିହ୍ନିପାରିଲେନି, ମୋତେ କିନ୍ନର ଭାବିଲେ, Actor Ranveer

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ଏମିତି ମେକଅପ ନେଇଥିଲି, ଯେ କେହି ମୋତେ ଚିହ୍ନିପାରିଲେ ନାହିଁ । ତେବେ ଟ୍ରାନ୍ସଜେଣ୍ଡର ମାନଙ୍କୁ ନେଇ ନିର୍ମିତ ଓଡିଆ କାହାଣୀ ଉପରେ ଆଧାରିତ ଫିଲ୍ମ ହେଉଛି T । ଯେଉଁଥିରେ ଅଭିନେତା ରନଭୀର କିନ୍ନର ଭୂମିକାରେ ଚଳଚିତ୍ରରେ ନଜର ଆସିଛନ୍ତି । ତେବେ ଅଭିନେତା ରନଭିରଙ୍କ କହିବା ଆଧାରରେ ଏହି T ଚଳଚିତ୍ର ପାଇଁ ମୋତେ ଏଭଳି ମେକଅପ ଦିଆଯାଇଥିଲା । ଯେ ମୋତେ ସେନ୍ସର ବୋର୍ଡ ମଧ୍ୟ ଚିହ୍ନିପାରିନଥିଲେ ।

ତେବେ ରନଭିର ମିଡିଆ ସାମ୍ନାରେ ନିଜର ବାଇଟରେ କହିଛନ୍ତି । ଯେ ମୋତେ ଯେଉଁ ଭଳି ମଧ୍ୟ ଚରିତ୍ରରେ ଅଭିନୟ କରିବା ପାଇଁ ଦିଆଯାଉ । ମୁଁ ସେହି ଚରିତ୍ରକୁ ନିଖୁଣ ଭାବେ ମୁଁ ମୋର ନିଜର ବେଷ୍ଟ ଦେଇ କରିବା ପାଇଁ ଚାହେଁ । ମୁଁ ଆଗରୁ ମଧ୍ୟ ଅନେକ କିଛି ଚରିତ୍ରରେ ନଜର ଆସିଛି । ହେଲେ T ଚଳଚିତ୍ରରେ  ମୋତେ ଯେଉଁ ଟ୍ରାନ୍ସଜେଣ୍ଡରର ଚରିତ୍ରଟିଏ ମିଳିଥିଲା । ସେଇଟା ମୋ ପାଇଁ ବହୁତ ୟୁନିକ ଥିଲା ସତ ।

ହେଲେ ମୁଁ ଭିନ୍ନ ଏକ ସ୍ଵାଦର ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିବାର ବହୁତ ଖୁସି ଲାଗିଥିଲା । ଆଉ ଭଲରେ ସେହି କାରେଟରକୁ ନିଭାଇବା ପାଇଁ ବହୁତ ଚେଷ୍ଟା ମଧ୍ୟ କରିଛି । ଯେମିତି ଲୋକ ଦେଖିକି ତାଙ୍କୁ ପୁରା ରିୟଲ ଭଳି ଫିଲ୍ ହେବ । ତେବେ ଏହି ସମାଜରେ ପୁରୁଷ ଓ ନାରୀଙ୍କ ପରି ଟ୍ରାନ୍ସଜେଣ୍ଡର ମାନେ ମଧ୍ୟ ରହିଛନ୍ତି । ଯାହାଙ୍କୁ ଆମେ କିନ୍ନର କହୁ ସତ । ହେଲେ ସମସ୍ତ ପୁଅ ଓ ଝିଅଙ୍କ ଭଳି ତାଙ୍କୁ ମଧ୍ୟ ଏହି ସମାଜରେ ସମ୍ମାନର ସହିତ ବଞ୍ଚିବାର ସଂପୂର୍ଣ୍ଣ ଅଧିକାର ରହିଛି ।

ତେବେ ସେହି ସମ୍ମାନୀୟ କିନ୍ନର ଭାଇ, ଭଉଣୀଙ୍କୁ ନେଇ ଏକ ମୌଲିକ ଓଡିଆ କାହାଣୀ ଆଧାର କରି T ଚଳଚିତ୍ରଟି ପ୍ରସ୍ତୁତ କରାଯାଇଛି । ତେବେ ପ୍ରେକ୍ଷାଳୟକୁ ଆସି ଏହି ଚଳଚିତ୍ର ଦେଖିବା ସହ ବହୁତ ସାରା ଏହି ଫିଲ୍ମକୁ ଦିଅନ୍ତୁ । ଏହା ସହିତ ସମାଜରେ ପୁଅ ଓ ଝିଅଙ୍କ ଭଳି ଟ୍ରାନ୍ସଜେଣ୍ଡର ମାନଙ୍କୁ ମଧ୍ୟ ସେହି ଭଳି ସମ୍ମାନର ସହ ଦ୍ରୁଷ୍ଟିରେ ରଖନ୍ତୁ ବୋଲି ଆମର ଆଶା ରହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ। ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *