ଦୁଃଖ ଲାଗୁଛି ମୁଁ ଏହି ସମୟରେ ଲୋକଙ୍କୁ ବ୍ଲଡ଼ ଡୋନେଟ କରିପାରିଲି ନାହିଁ, ଏପରି କାହିଁକି କହିଲେ Actress Elina Samanta ray

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁଃଖ ଲାଗୁଛି ମୁଁ ରକ୍ତ ଦେଇପାରିଲି ନାହିଁ , ଏଲିନା ସାମନ୍ତ ରାୟ । ତେବେ ବହୁ ଦୁଃଖଦାୟକ ଘଟଣା ଯାହାକି ଗତ ଜୁନ ୨ ତାରିଖରେ ଘଟି ଯାଇଛି । ବାଲେଶ୍ଵର ବାହାନଗା ସ୍ଥିତ ଯେଉଁ ଭାନାୟକ ଦୁର୍ଘଟଣା ଘଟି ଯାଇଛି । ସେଥିରେ ଅନେକ ଲୋକଙ୍କର ପ୍ରାଣ ଚାଲି ଯାଇଛି । ଅନେକ ମଧ୍ୟ ଏବେ ପର୍ଯ୍ୟନ୍ତ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଜୀବନ ମରଣ ସହ ଯୁଦ୍ଧ କରୁଛନ୍ତି ।

ତେବେ ଏହାରି ମଧ୍ୟରେ ଅନେକ ଲୋକଙ୍କ ପାଇଁ ରକ୍ତର ଆବଶ୍ୟକତା ପଡୁଛି । ଯେଉଁଠୀ ପାଇଁ ଅନେକ ସଦ ହୃଦୟବନ ଲୋକ ଏଥିପାଇଁ ସାହାଜ୍ଯ ଓ ସହଯୋଗର ହାତ ବଢାଉଛନ୍ତି । ତେବେ ରକ୍ତ ଦାନ ପାଇଁ ଓଡିଆ ଅଭିନେତ୍ରୀ ଏଲିନା ସାମନ୍ତ ରାୟ ମଧ୍ୟ ପଦକ୍ଷେପ ନେଇଥିଲେ । ହେଲେ ତାଙ୍କର କିଛି ସ୍ଵାସ୍ଥଗତ ସମସ୍ଯା ପାଇଁ ସେ ବ୍ଲଡ଼ଦୋନେଟ କରିପାରିନଥିଲେ ।

ହେଲେ ହେଲେ ଅଭିନେତ୍ରୀ ଏଲିନା ନିଜ ପରିବାର ତଥା ନିଜର କାର୍ଯ୍ୟକ୍ଷେତ୍ରର କିଛି ପରିଚିତଙ୍କୁ ବ୍ଲଡ଼ ଦୋନେଟ କରିବା ପାଇଁ ବିନୀତ ଅନୁରୋଧ କରିଥିଲେ । ତେବେ ଅଭିନେତ୍ରୀ ଏଲିନାଙ୍କ କଥାରେ ଅନେକ ସଦହୃଦୟ ବାନ ବ୍ୟକ୍ତିତ୍ବ ମଧ୍ୟ ବ୍ଲଡ଼ଦୋନେଟ କରିବା ପାଇଁ ଆଗେଇ ଆସିଥିଲେ । ଏହା ସହିତ ନିଜ ନିଜର ବ୍ଲଡ଼ ଦୋନେଟ କରିଥିଲେ। ଏହା ସହିତ ଅଭିନେତ୍ରୀ ଭୁମିକା ଦାସ ମଧ୍ୟ ଏହି ବ୍ଲଡ଼ ଦୋନେଟ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି ।

ଏହା ସହ ବ୍ଲଡ଼ ଦୋନେଟ ମଧ୍ୟ କରିଛନ୍ତି । ଏହା ସହିତ ଅନେକ ଲୋକ ମଧ୍ୟ ନିଜର ଯଥାସାଧ୍ୟ ସମ୍ଭବ ଲୋକଙ୍କୁ ସାହାଜ୍ଯ ସହଯୋଗ କରିବାର ମଧ୍ୟ ହାତ ବଢେଇଛନ୍ତି । ତେବେ ବାଲେଶ୍ଵର ଠାରେ ଘଟି ଯାଇଥିବା ଏହି ବିଶାଳ ଧରଣର ରେଳ ଦୁର୍ଘଟଣା ପାଇଁ ସାରା ଦେଶବ୍ୟାପୀ ଦୁଃଖର ଲହରୀ ଖେଳି ଯାଇଛି । ତେଣୁ ଆପଣ ସମସ୍ତଙ୍କୁ ବିନୀତ ଅନୁରୋଧ ଏହା ରହୁଛି ।

କି ଆପଣ ନିଜର ଯଥା ସାଧ୍ୟ ଏହି ରେଳ ଦୁର୍ଘଟଣାରେ ଆହତ ଲୋକଙ୍କୁ ସାହାଜ୍ଯ ଓ ସହଯୋଗର ହାତ ନିଶ୍ଚୟ ବଢାନ୍ତୁ । ତେବେ ବହୁ ଶୀଘ୍ର ରେଳ ଦୁର୍ଘଟଣାରେ ବିଗିଡି ଯାଇଥିବା ସ୍ଥିତିରେ ପୁଣି ଥରେ ସୁଧାର ଆସୁ ବୋଲି ଠାକୁରଙ୍କ ନିକଟରେ କାମନା ରହୁଛି ।

Leave a Reply

Your email address will not be published. Required fields are marked *