ବନ୍ଧୁଗଣ, ସାଧାରଣତ ଆମ୍ଭ ଧରାପୃଷ୍ଠ ରେ ଏଭଳି ଅନେକ ଦୃଶ୍ୟମାନ ପରିଲକ୍ଷିତ ହୋଇଥାଏ ଯାହା ଆମ୍ଭ ନିମନ୍ତେ ଅଭୂଲା ସ୍ମୃତି ହୋଇ ଚିର ଦିନ ନିମନ୍ତେ ଜ୍ଞାତ ରହିଥାଏ । ପ୍ରତ୍ୟକ ମନୁଷ୍ୟ ମଧ୍ୟରେ କିଛି ନ କିଛି କରି ଦେଖାଇବାର ବିଶେଷ ଗୁଣ ରହିଥାଏ । ତେବେ ଆଜି ଆମ୍ଭେ କହିବାକୁ ଜାଉଅଛୁ ଏଭଳି ଏକ ବ୍ୟକ୍ତି ଙ୍କ ସମ୍ବନ୍ଧରେ ଯେ କି ସକାଳେ ମର୍ଣ୍ଣିଂୱାକ ରେ ଯାଇ କିଛି ଏଭଳି କରି ଦେଖାଇଛନ୍ତି ଯେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ତେବେ ଆସନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଏକ ଭିଡିଓ ରେ ଜଣେ ବ୍ୟକ୍ତି ନୀତିଦିନ ମର୍ଣ୍ଣିଂୱାକ ରେ ଯାନ୍ତି । ମାତ୍ର ସେ ଏହି ଭିଡିଓ ରେ ଯେଉଁଭଳି ଭାବରେ ଚାଲୁଛନ୍ତି ଆପଣ ଦେଖିଲେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟ ଲାଗିବ ।
ସେ ଏପରି କାହିଁକି ଚାଲୁଛନ୍ତି ? ସେ କିଛି ଦେଖାଇବାକୁ ଚାହୁଁଛନ୍ତି । କିଛି ପଶୁ ମାନଙ୍କର ଚାଲି ଚଳନ ଦେଖାଇବାକୁ ଚାହୁଁଛନ୍ତି । ଏହା ଦେଖିଲେ ଆପଣ ସତରେ ବିଶ୍ଵାସ କରି ପାରିବେ ନାହିଁ । ହୁଏତ ଆପଣ କନଫ୍ୟୁଜ ମଧ୍ୟ ହେବେ । ତଥାପି ଆପଣ ଏହାକୁ ଦେଖି ଚିନ୍ତା କରି କୁହନ୍ତୁ ଯେ ଏହିସବୁ ଚାଲି କେଉଁ ଜୀବ ସହିତ ମିଶୁଛି ? ବ୍ୟକ୍ତି ଜଣଙ୍କ ସମୁଦାୟ ୧୧ ଜଣ ପଶୁ ପକ୍ଷୀ ଙ୍କ ଚାଲି ଚାଲୁଛନ୍ତି ।
ତେବେ ଏହିସବୁ ଚାଲି ଭିତରେ ରହିଛି ବତକ ର ଚାଲି, ପେଙ୍ଗୁୟିନ, ଘୋଡା, ଚିତାବାଘ, ସ୍ଲୋଥ, ହରିଣ, କୁକୁଡା, କଙ୍ଗାରୁ, ଗୁଣ୍ଡୁଚି ମୂଷା, ଘର ବିରାଡି, କଙ୍କଡା, ଏହିସବୁ ଚାଲି ଏହି ବ୍ୟକ୍ତି ଜଣଙ୍କ ଚାଲୁଛନ୍ତି । ତେବେ ଆପଣ ଭଲ ଭାବରେ ଦେଖିଲେ ଜାଣି ପାରିବେ ଯେ କେଉଁ ଚାଲି କାହା ସହିତ ମିଶୁଛି ? ଏହି ଭିଡିଓ ଟି ବର୍ତ୍ତମାନ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି ।
କାରଣ ଏହି ବ୍ୟକ୍ତି ଜଣଙ୍କ ସଂପୂର୍ଣ୍ଣ ଭାବରେ ନକଲ କରୁଛନ୍ତି ଏହି ପଶୁ ଜୀବ ଙ୍କର ଏହିଭଳି ଚାଲି କୁ ଯାହା କୁ ନେଇ ଏହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଲୋକେ ବ୍ୟକ୍ତି ଜଣଙ୍କର ଏହିଭଳି ପ୍ରତିଭା କୁ ବହୁଳ ଭାବରେ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ବନ୍ଧୁଗଣ ଆପଣଙ୍କୁ ଏହି ଦୃଶ୍ୟ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।