ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ମହିଳା ନିଜ ବୋହୂ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏହି ଭିଡିଓକୁ ନେଇ ଏବେ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଭାଇରାଲ ହେଉଥିବା ଭିଡିଓରେ ମହିଳା ଜଣକ କହିଛନ୍ତି-‘ମୋର ଗୋଟିଏ ବୋଲି ପୁଅ ସମସ୍ତେ ଚାହାନ୍ତି ବୋହୂଟିଏ ଆସିଲେ ମୁଁ ଯେମିତି ଗୋଟେ ବୋହୂ ହେଇ ଆସିଥିଲି ଝିଅକୁ ଛାଡିଛି ବୋହୂ ପରି ମୁଁ ସେମିତି ଗୋଟେ ସୁନ୍ଦର ବୋହୂ ଦେଖି ଆଣିଥିଲି । ହେଲେ ସୁନ୍ଦର ଭିତରେ ଏତେ ଅସୁନ୍ଦର ଅଛି ବୋଲି ମୁଁ ଜାଣି ନଥିଲି ।
ସେ ପୂର୍ବରୁ ବାଡୁଆରୁ ସେ ଗୋଟେ ପିଲା ନେଇ ନଷ୍ଟ କରି ଆସିଥିଲା ।ତା ଭିତରେ ଏଠି ବ୍ଲିଡିଙ୍ଗ ହେଉଥିଲା ମୁଁ ଡାକ୍ତର ଦେଖେଇଲି ଡାକ୍ତର କହିଲା ଯେଉଁ ଡାକ୍ତର କରିଛି ସେହି ଡାକ୍ତର ଠିକ କରିବ । ମୁଁ ତାକୁ ଘୋଡେଇକି ଚପେଇଲି ସବୁବେଳେ ବାପଘରକୁ ଯିବା ପାଇଁ କାନ୍ଦିଲା । ସେ ତା ବାପଘରକୁ ଗଲା ତଥାପି ଭାଦ୍ର ଲୋକଙ୍କୁ ବସେଇକି ତିନି ଚାରି ଥର ମିଟିଂ ହେଇଛି ।
ମୁଁ ତାକୁ ଏଥିକି ଆଣିଲି ଏଠି ଆସିଲା ପରେ ଅଟୋ ବାଲା, ବସ୍ତିକୁ ଯିବ, ଦୁଆର ଖୋଲିକି ଶୋଇବ, ଭିନ୍ନେ ହେଇ ନିଜେ ଏକା ରୋଷେଇ କରି ଖାଇଲା । ପୁଅକୁ ମାଡ ମାରିଲା ଆମ ଉପରେ ଅତ୍ୟାଚାର କରିଲା । ବହୁତ ହିନୀ ଅବସ୍ଥା କରିଛି ଆମ ମାନଙ୍କୁ ତା ପରେ ତା ବାପଘରକୁ ପଳେଇଲା । ତା ପେଟରେ କେଉଁଠୁ କେମିତି ପିଲା ରହିଲା ମୁଁ କହିପାରିବି ନାହିଁ ମୋ ପୁଅର ହେଇନଥିବ କାରଣ ମୋ ପୁଅକୁ ସେଇଠି ପୁରାନ୍ତି ନାହିଁ ।
ସେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସୁଶାନ୍ତ ନାମକ ଟୋକା ସହ ରହିଛି । ସୁଶାନ୍ତ ମୋ ପୁଅକୁ ବାଡେଇବାର ଧମକ ଦେଲା । ଖାଲି ସୁଶାନ୍ତ ନୁହେଁ ଅନ୍ୟ ଲୋକଙ୍କ ସହ ବି ତାର ଖରାପ ସମ୍ପର୍କ ଥିଲା । ସେ ସୁଶାନ୍ତ ସହ ମିଶି ମୋ ପୁଅକୁ ମାରିବାର ପ୍ଳାନ କରିଲା । ମୋ ବୋହୂ ବେଶ୍ୟାଟା ଆମକୁ ରକ୍ଷା କର’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।