ବିଶ୍ଵର ଏଭଳି ସଙ୍କଟ ସମୟରେ PM Modi ଙ୍କୁ କିଛି ଏମିତି ଅନୁରୋଧ କଲେ Sura Routray, କହିଲେ ‘ବିଶ୍ୱକୁ ବଞ୍ଚାଓ, ଚାରିଆଡେ ଲୋକ ମରିଲେଣି…’ ଦେଖନ୍ତୁ Video

ବନ୍ଧୁଗଣ, ବହୁଚର୍ଚ୍ଚିତ ସାଂସଦ ସୁର ରାଉତରାୟ କିଛି ଏଭଳି କହିଛନ୍ତି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ସୁର କହିଛନ୍ତି ଯେ ମୁଁ ମି-ଡି-ଆ ଭାଇ ମାନଙ୍କ ଜରିଆରେ ମୁଁ ଆମ୍ଭ ପ୍ରାଇମିନିଷ୍ଟର “ନରେନ୍ଦ୍ର ମୋଦୀ” ଙ୍କୁ ଅନୁରୋଧ କରୁଅଛି ଯେ ବିଶ୍ଵର ଦ୍ଵିତୀୟ ଜନଗହଳି ଦେଶ ଭାରତ ବର୍ଷ ତାହାର ପ୍ରଧାନ ମନ୍ତ୍ରୀ ଆମ୍ଭ ପଡୋଶୀ ଦୁଇଟି ଦେଶ ପାକିସ୍ଥାନ ଛାରଖାର ହେବାକୁ ଯାଉଅଛି ଶ୍ରୀଲଙ୍କା ଛାରଖାର ହୋଇଗଲାଣି ।

ପ୍ରଧାନ ମନ୍ତ୍ରୀ ଆପଣଙ୍କୁ ରଷିଆ ପ୍ରାଇମିନିଷ୍ଟର କହି ଗଲେ, ଯେ ଭାରତ କମ୍ପରମାଇଜ କରିଦେଊ । ଉଭୟ ଦେଶ କୁ ଡାକି ମାତ୍ର କଣ ପାଇଁ ଡେରି ? ଏହି ବିଶ୍ଵ ମାଟିରେ ନିରୀହ ଲୋକେ ମରିଯାଉଛନ୍ତି । ୨ ଲକ୍ଷ ୮୦ ହଜାର ଲୋକେ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଲେଣି । ୟୁକ୍ରେନ ରଷିଆ ଯୁଦ୍ଧ ରେ ରଷିଆ ର ୧୫ ହଜାର ସୈନ୍ୟ ପ୍ରାଣ ହରାଇଲେଣି ।

ଅବସ୍ଥା ସାଂଘାତିକ ତଥା ୧୧ ଟି ସହର ନାହିଁ । ଘରଦ୍ଵାର, ତେଲଟାଙ୍କି, ସବୁ ଡାମେଜ । ସବୁର ଦରଦାମ ବଢିଲାଣି, ଓଡିଶା ରେ ୩.୩୦ ଟଙ୍କା ୮ ଥର ବଢିଲାଣି ଡିଜେଲ ତଥା ପେଟ୍ରୋଲ ।ଏବଂ ଗ୍ୟାସ ୫୫ କୁ ୬୦ ବଢିଲାଣି । ଭୟଙ୍କର ପରିସ୍ଥିତି ଯୁଦ୍ଧକ୍ଷେତ୍ର ପାଇଁ ଯୁଦ୍ଧ କିପରି ବନ୍ଦ ହେବ ? ମାନ୍ୟବର “ନରେନ୍ଦ୍ର ମୋଦୀ” ନିଜେ ପୋଟିନ ସହିତ କଥା ହୋଇ ଏହାର ଏକ ସମାଧାନ କରନ୍ତୁ ।

ପୃଥିବୀରେ ଶାନ୍ତି ଆସୁ । ଦ୍ଵିତୀୟରେ ଶ୍ରୀଲଙ୍କା କୁ ଆଉ ଚାଉଳ ପଠାଅ । ଚାଇନା ଠାରୁ ଗୋଟିଏ ବନ୍ଦର ୯୦ ବର୍ଷ ନିମନ୍ତେ ନେଇଛି ଶ୍ରୀଲଙ୍କା । ଶ୍ରୀଲଙ୍କା ଚାଇନା ଠାରୁ ଏତେ ଲୋନ କରିଛି ଯେ ଅବସ୍ଥା ଶୋଚନୀୟ । ପଡୋଶୀ ଦେଶ ଭୟଙ୍କର ବିପତି ଏଣୁ ପ୍ରଧାନମନ୍ତ୍ରୀ ଟିକିଏ ହସ୍ତକ୍ଷେପ ସହିତ ସାହାର୍ଯ୍ୟ କର । ମାତ୍ର ପାକିସ୍ଥାନ ଉପରକୁ ମୁଁ ଯିବିନାହିଁ । ଗଣତନ୍ତ୍ର ଯଦି ଅଛି ତେବେ ପାକିସ୍ଥାନ ଲୋକ ବିଚାର କରିବେ ଗୋଟିଏ ନ୍ୟାୟ ଚାହିଁଛନ୍ତି ଆଜି ଅନ୍ୟଥା ପ୍ରସ୍ତାବ ଅଛି ଚାଲୁ କ’ଣ ହେଉଛି ସେ ଦେଶରେ ।

ମୁଁ ଓଡିଶା ର ମୁଖ୍ୟମନ୍ତ୍ରୀ “ନବୀନ ପଟ୍ଟନାୟକ” ଙ୍କୁ ଧନ୍ୟବାଦ ଦେଉଛି ଯେ ସେ ଉତ୍ତମ ପ୍ରଭାବଶାଳୀ ମୁଖ୍ୟମନ୍ତ୍ରୀ ଅଟନ୍ତି । ଆପଣ ସବୁବେଳେ ଶାନ୍ତି ଚେଷ୍ଟା କରିଛନ୍ତି । ଆପଣଙ୍କୁ ମୁଁ ବିଧାନ ସଭା ରେ ପରଦିନ ଅନୁରୋଧ କରିଥିଲି ଯେ ୟୁକ୍ରେନ ରେ ୩୫୦ ମେଡିକାଲ ପିଲା ପଢୁଥିଲେ ପୁଅ ଝିଅ ଉଭୟ ମିଶି । ବର୍ତ୍ତମାନ ସେମାନେ ବେକାର ଆସି ବସିଛନ୍ତି । କିଏ ୩ ବର୍ଷ ପଢିଛି ତ ଆଉ କିଏ ୪ ବର୍ଷ ମାତ୍ର ସେମାନେ ବର୍ତ୍ତମାନ କ’ଣ କରିବେ ? ତାଙ୍କ କଥା ତୁରନ୍ତ ବୁଝନ୍ତୁ ।

ସେହି ୩୫୦ ମେଡିକାଲ ଷ୍ଟୁଡେଣ୍ଟ କିଭଳି ଏଠାରେ ଆଡମିସନ ହୋଇ ନିଜର ଜୀବନ ଗଢିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ତେବେ ବନ୍ଧୁଗଣ ଏହିଭଳି ଅନୁରୋଧ କରିଛନ୍ତି ସାଂସଦ ସୁର ରାଉତରାୟ । ତେବେ ଏହି ବିଶେଷ ବିବରଣୀ ଟି ଆପଣଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *