ସୁବର୍ଣ୍ଣ ସୁଯୋଗ ! ମୋବାଇଲ ଠୁ ନେଇ ସ୍ମାର୍ଟ ଟିଭି ପର୍ଯ୍ୟନ୍ତ ଏଠାରେ ସବୁ କିଛି ମୁଳୁଛି 80 % ଡିସକାଉଣ୍ଟରେ, ଜଲ୍ଦି କରନ୍ତୁ !

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଅନଲାଇନ ସପିଙ୍ଗ କରୁଛନ୍ତି । ଏହି ଡିଜିଟାଲ ଦୁନିଆରେ ଲୋକମାନେ ଅତି ସହଜରେ ଘରେ ବସି ଅନଲାଇନ ସପିଙ୍ଗ କରିପାରୁ ଛନ୍ତି । ତେବେ ଆମ ଭାରତର ସବୁଠାରୁ ବଡ ଅନଲାଇନ ସପିଙ୍ଗ ଆପ୍ଲିକେସନ ହେଉଛି ଆମାଜୋନ ଓ ଫ୍ଲିପ କାର୍ଟ । ତେବେ ଏହି ଦୁଇଟି କମ୍ପାନୀ ବେଳେବେଳେ ସେଲ ଆନାଉନ୍ସ କରିଥାନ୍ତି ଓ ଏବେ ମଧ୍ୟ ସେମାନେ ସେଲ ଆନାଉନ୍ସ କରିଛନ୍ତି ।

ବନ୍ଧୁଗଣ ତା ହେଲେ କେବେ ସେଲ ଆରମ୍ଭ ହେଉଛି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ଫ୍ଲିପ କାର୍ଟ ଓ ଆମାଜୋନ ରିପବ୍ଲିକ ଡେ ସେଲ ଆନଉନ୍ସ କରିଛନ୍ତି । ଏହି ସେଲଟି ୧୭ ଜାନୁୟାରୀରୁ ୨୦ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ । ଆମାଜୋନ ପ୍ରାଇମ ମେମ୍ବର ଏହି ସେଲକୁ ୧୬ ଜାନୁୟାରୀରୁ ଆକ୍ସେସ କରିପାରିବେ ।

ଫ୍ଲିପ କାର୍ଟ ବିଗ ସେଭିଙ୍ଗ ଡେ ସେଲ ୧୭ ଜାନୁୟାରୀରୁ ଆରମ୍ଭ ହେବ । ହେଲେ ଫ୍ଲିପ କାର୍ଟର ଏହି ସେଲ ୨୨ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ । ଫ୍ଲିପ କାର୍ଟ ବିଗ ସେଭିଙ୍ଗ ଡେ ସେଲରେ ଗ୍ରାହକ ମାନଙ୍କୁ ବହୁତ ଭଲ ଅଫର ଦେବାକୁ ଯାଉଛି । ଏହି ସେଲରେ ଗ୍ରାହକ ମାନଙ୍କୁ ୧୦ ପ୍ରତିଶତ ଡିଶକାଉଣ୍ଟ ଆଇସିଆସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ଓ ଡେବିଟ କାର୍ଡରେ ଦିଆଯିବ ।

ହେଲେ ଫ୍ଲିପ କାର୍ଟ ସ୍ମାର୍ଟ ଫୋନରେ ମିଳୁଥିବା ସ୍ଵତନ୍ତ୍ର ଡିଲ୍ସ ବିଷୟରେ କୌଣସି ସୂଚନା ଦେଇ ନାହିଁ । ଏହି ସେଲରେ ପୋକୋ, ଆପେଲ, ରିଅଲ ମି ଓ ସାମସଙ୍ଗ ସମେତ ଅନ୍ୟ କେତେକ ସ୍ମାର୍ଟ ଫୋନ ଉପରେ ଡିଶକାଉଣ୍ଟ ରହିବ । ଏହା ସହିତ ଅନ୍ୟ ଇଲୋକ୍ଟ୍ରୋନିକ୍ସ ଡିଭାଇସ ତଥା ସ୍ମାର୍ଟ ୱାଚ, ଇୟର ବର୍ଡ୍ସ ଓ ଲ୍ୟାପଟପରେ ୮୦ ପ୍ରତିଶତ ଡିଶକାଉଣ୍ଟରେ ଉପଲବ୍ଧ କରାଯିବ ।

ଆମାଜୋନ କଥା କହିବାକୁ ଗଲେ ସେଲ ବେଳେ ଏସବିଆଇ କ୍ରେଡିଟ କାର୍ଡ ଉପରେ ଆମାଜୋନ ତୁରନ୍ତ ୧୦ ପ୍ରତିଶତ ଡିଶକାଉଣ୍ଟ ସମସ୍ତ ସାମଗ୍ରୀରେ ଦେବ । ଆମାଜୋନ ଏଥର କେତେକ ନୂଆ ଲଞ୍ଚ ହୋଇଥିବା ଫୋନକୁ ସେଲରେ ବିକ୍ରି କରିବାକୁ ଯାଉଛି । ଏହି ସେଲରେ ସ୍ମାର୍ଟ ଟିଭି, ସ୍ମାର୍ଟ ୱାଚ, ଇୟର ବର୍ଡ୍ସ ଓ ଅଲଗା ପ୍ରଡ଼କ୍ଟ ମଧ୍ୟ ଶସ୍ତାରେ ମିଳିବ । ଏଥିରେ ଆପଣ ଏକ୍ସ ଚେଞ୍ଜ ଓ ବ୍ୟାଙ୍କ ଅଫରବି ଫାଇଦା ଉଠାଇ ପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଫ୍ଲିପ କାର୍ଟ ଓ ଆମାଜୋନର ଏହି ସବୁ ସେଲ ଅଫର କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *