ମୋ ଶ୍ୱଶୁର କହିଲେ ତୋର ସ୍ୱାମୀ ସହ ତ କିଛି ନାହିଁ, ମୋ ସହ ଶୋଇବାକୁ ପାଞ୍ଚ ଲକ୍ଷ ନେ… ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏଭଳି ଘଟଣାର ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ । ଏହି ଭିଡିଓକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଜଣେ ମହିଳା ନିଜ ଶଶୁରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ।


ମହିଳା ଜଣକ ଗଣମଧ୍ୟମ ସାମ୍ନାରେ କହିଛନ୍ତି-‘ଆମର ପ୍ରେମ ବିବାହ ହେଇଥିଲା ଆଉ ନିର୍ବନ୍ଧ ପର୍ଯ୍ୟନ୍ତ ସବୁ ଠିକ ଥିଲା । ହେଲେ ଗୋଟେ ଦିନ ମୁଁ ଜାଣିବାକୁ ପାଇଲି ମୋ ସ୍ଵାମୀ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କରେ ଅଛନ୍ତି । ମୋତେ ବହୁତ କଷ୍ଟ ହେଇଥିଲା ଯଦି ଗୋଟେ ଲୋକ ବାହାଘର ପୂର୍ବରୁ ଲୋୟାଲ ରହିପାରୁନି ବାହାଘର ପରେ କଣ ରହିବ ।

ମୁଁ ଏହା ଦେଖି ତାଙ୍କୁ ବାହାଘର ପାଇଁ ମନା କରିଥିଲି । ସେ ମୋତେ ଧମକ ଦେଇଥିଲେ ଯେ ତୋର ଯାହା ବି ଭିଡିଓ ଆଉ ଫଟୋ ମୋ ପାଖରେ ଅଛି ମୁଁ ଭାଇରାଲ କରିଦେବି । ଏହା ପରେ ସେ ଜବରଦସ୍ତି ମୋ ସହ ବାହା ହେଲେ । ମୋ ଜାକୁ ମୁଁ ସବୁ କଥା କହିଥିଲି ହେଲେ ସେ ସବୁ କଥା ମୋ ସ୍ଵାମୀକୁ କହିଦେଲେ । ଏହା ପରେ ମୋ ଜା, ମୋ ସ୍ଵାମୀ ଆଉ ମୋ ଶାଶୁ ମୋତେ ବହୁତ ମାରିଲେ ।

ଗୋଟିଏ ଛାତ ତଳେ ରହି ବି ଆମେ ଅଲଗା ରହୁଥିଲୁ । ମୋ ସ୍ଵାମୀ ରାତିରେ ଅଲଗା ଅଲଗା ଝିଅ ସହ କଥା ହେଉଥିଲେ । ଯେହେତୁ ଆମେ ସ୍ଵାମୀ ସ୍ତ୍ରୀ ଅଲଗା ରହୁଥିଲୁ ଏହାର ଫାଇଦା ଉଠାଇ ମୋ ଶଶୁର ସେକ୍ସୁଆଲି ମୋତେ ହାରାସ କରିଲେ । ସେ ମୋତେ ମୋଲେଷ୍ଟ କରିଲେ । ସେ ମୋ ଶରୀରର ବିଭିନ୍ନ ଅଙ୍ଗକୁ ଟଚ କରୁଥିଲେ ଆଉ ସେ ଯାହା କରିଛନ୍ତି ମୁଁ କହିବି ପାରିବିନି ।

ମୁଁ ଏ ସବୁ କଥା ଘରେ କହିଲି ହେଲେ ଘରେ ମୋତେ ଚୁପ ରହିବା ପାଇଁ କହିଲେ । ମୋ ଶଶୁର ମୋତେ କହିଲେ ତୋର ତୋ ସ୍ଵାମୀ ସହ ତ କିଛି ନାହିଁ ମୋ ଠାରୁ 5 ଲକ୍ଷ ଟଙ୍କା ନେ ଆଉ ମୋ ସହ ଶୋଇଯା’ । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *