ମୋ ସହ ଯାହା ଘଟିଛି, ତାପରେ ତ ମୁଁ ଆଉ ସ୍ଵପ୍ନ ଦେଖିବା ହିଁ ଛାଡି ଦେଇଛି, ମୋ ଜୀବନରେ ଯାହା ଘଟିଛି କାହା ଜୀବନରେ ବି ଏମିତି କେବେ ନହେଉ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ସହିତ ଯାହା ସବୁ ଘଟିଛି ମୁଁ ସ୍ଵପ୍ନ ଦେଖିବା ପାଇଁ ତାପରେ ବନ୍ଦ କରିଦେଇଛି । ତେବେ ୨୦୦୯ ମସିହାରେ ଏସିଡ ଆଟାକରେ ପୀଡିତ ପ୍ରମୋଦିନୀ ରାଉଳ ନିଜ ଜୀବନରେ ବହୁତ କିଛି ସଂଘର୍ଷ କରିଛନ୍ତି। ତେବେ ତାଙ୍କ ସହ ଏପରି ଅଭାବନୀୟ ଘଟଣା ଘଟିବାର ବହୁ ବର୍ଷ ପରେ ଯାଇ ତାଙ୍କୁ ନ୍ୟାୟ ମିଳିଥିଲା । ସେହି ସଂଘର୍ଷକାରୀ ମହିଳା ପ୍ରମୋଦିନୀ ରାଉଳଙ୍କ ମୁହଁରୁ ନିଜ ଜୀବନୀ ବିଷୟରେ ଏପରି କିଛି ପ୍ରତିକ୍ରିୟା ଗଣ ମଧ୍ୟମରୁ ଶୁଣିବାକୁ ମିଳିଛି ।

ତେବେ ପ୍ରମୋଦିନୀଙ୍କ କହିବା ଆଧାରରେ ମୁଁ ମୋ ଜୀବନରେ ଗୋଟେ ଏତେ ବଡ ଅସୁବିଧାର ସାମ୍ନା କରିବି ବୋଲି କେବେବି ଭାବି ନଥିଲି । ଯାହାକି ମୋ ସହ ଘଟିଯାଇଥିଲା । ସେହି ଘଟଣା ପରେ ମୁଁ ସେଥିରୁ ଆଉ ନିଜକୁ ବଞ୍ଚାଇ ପାରିବି । ବୋଲି କେବେବି ଭାବି ନଥିଲି । କାରଣ ଏସିଡ ମାଡର ଯେଉଁ ମାନେ ଶିକାର ହେଉଛନ୍ତି । ସେମାନେ ଶାରିରୀକ ଓ ମାନସିକ ଭାବରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ୁଛନ୍ତି । କିଛି ସେଥିରୁ ସର୍ଭାଇଭ କରିପାରୁଛନ୍ତି । ତ ଅନ୍ୟ ପକ୍ଷରେ କେହି ସର୍ଭାଇଭ କରିପାରୁନାହାନ୍ତି ।

କାରଣ ଯେହେତୁ ମୁଁ ସେହି ସମସ୍ଯାକୁ ଅଙ୍ଗେ ନିଭାଇଛି । ତେଣୁ କେତେ ଯେ କଷ୍ଟ ସେଇଟା ମୁଁ ହିଁ କହିପାରିବି । ତେଣୁ ଏହି ସବୁ ଘଟଣା ଘଟାଉଥିବା ଲୋକ ମାନଙ୍କ ଉପରେ ଏମିତି କଡା ଆକ୍ସନ ନିଆଯିବା ଦରକାର ପଡୁଛି । ଯାହା ପରେ ଆଉ କେହିବି ଏମିତି ଏକ ଭୟାନକ କାମ କରିବାକୁ ସାହସ କରିପାରିବେନି । ହେଲେ ମୋ ସହ ଏମିତି କିଛି ଅଭାବନୀୟ ଘଟଣା ଘଟିଗଲା ପରେ ମୁଁ ଆଉ କିଛି ବି ସ୍ଵପ୍ନ ଆଗାମୀ ଦିନ ପାଇଁ ଦେଖିବା ପାଇଁ ବନ୍ଦ କରିଦେଇଛି ।

କାରଣ ମୁଁ ବର୍ତ୍ତମାନ ସମୟରେ ବିଶ୍ବାସ କରେ । ଆଗକୁ କଣ ହେବ ସେଇଟା କେହି ବି କହିପାରିବିନି । ତେଣୁ ମୋର ଏବେ ଯେଉଁ କୁନି ବେବି ହେଇଛି । ସେ କେମିତି ଗୋଟେ ଭଲ ମଣିଷଟି ହେଇକି ସମାଜରେ ବାହାରିବ । ସବୁବେଳେ ସେଥିପ୍ରତି ଧ୍ୟାନ ରଖିବୀ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *