ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଟିଭି କିମ୍ବା ମୋବାଇଲ ରେ ଅନେକ ଗୁଡିଏ ନ୍ୟୁଜ କିମ୍ବା ଆଶ୍ଚର୍ଯ୍ୟ କରୁଥିବା ଭିଡିଓ ସବୁ ଦେଖୁଥିବେ । ଅନେକ ଘଟଣା ଏବଂ ଦୁର୍ଘଟଣା ସମ୍ପର୍କରେ ଅବଗତ ମଧ୍ୟ ହେଉଥିବେ । ତେବେ ଆପଣ ଯୌତୁକ ନିର୍ଯ୍ୟାତନା ର ଅନେକ ଖବର ଶୁଣି ଥିବେ । ବଧୂ ହତ୍ୟା ,ସ୍ୱାମୀ ର ପ୍ରତାରଣା ଏବଂ ଧୋକା ଅତ୍ୟାଚାର ଆଦି ବିଷୟରେ ଆଲୋଚନା କରିଥିବେ ।
ତେବେ ସେହି ଭଳି ଏକ ଘଟଣା ବର୍ତ୍ତମାନ ନଜର କୁ ଆସିଛି । ତେବେ ଆସନ୍ତୁ ସେହି ଘଟଣା ସମ୍ପର୍କରେ ଆଲୋଚନା କରି ନେବା । ତେବେ ଘଟଣା ଟି ହେଉଛି ନିମାପଡା ଅଞ୍ଚଳର ତେବେ ସେଠାରେ ରହୁଥିବା ଜଣେ ଶିକ୍ଷୟତ୍ରୀ ଶାଶୁ ନିଜ ବୋହୁ କୁ ଘରେ ଏବଂ ରାସ୍ତା ଉପରେ ମାଡ଼ ମାରୁଛନ୍ତି ତେବେ ବୋହୂ ଚିତ୍କାର ମଧ୍ୟ କରୁଛି କିନ୍ତୁ କେହି ଶୁଣିବାକୁ ନାହାନ୍ତି ।
ତେବେ ସେହି ସମୟରେ କିଛି ସାମ୍ବାଦିକ ଭାଇ ମାନେ ସେଠାରେ ପହଁଚି ଭିଡିଓ ଉତ୍ତୋଳନ କରିଥିଲେ କିନ୍ତୁ ଶାଶୂ ଙ୍କୁ କାହାର ଡର ନାହିଁ । ସେ ତଥାପି ମାରୁଥିଲେ ତେବେ କାରଣ ପଚାରିବାରୁ ସେ ଓଲଟା ସେମାନଙ୍କୁ ଅର୍ଥାତ ସାମ୍ବାଦିକ ମାନଂକୁ ମଧ୍ୟ ଧମକ ଦେଇଥିଲେ ।
ତେବେ ବୋହୁ ଟି ଗେଟ ଭିତରେ ରହି ଜୋରରେ ଜୋରରେ କାନ୍ଦିଥିଲେ ଏବଂ ସାମ୍ବାଦିକ ମାନଂକୁ ଅନୁରୋଧ କରିଥିଲେ କି ତାଙ୍କ ଘର ଲୋକଙ୍କୁ ଡାକିଦିଅ ତାଙ୍କ ମାମୁଁ ଙ୍କୁ ଫୋନ କର ଏବଂ ମୋତେ ଉଦ୍ଧାର କର ମୋତେ ଏଠାରୁ ବଞ୍ଚାଅ ନ ହେଲେ ଏମାନେ ମୋ ଶାଶୂ ଘର ଲୋକେ ମୋତେ ମାରିଦେବେ ।
ତେବେ ସେପଟେ ତାଙ୍କ ଘର ଲୋକଙ୍କୁ ମଧ୍ୟ ଜୀବନରୁ ମାରିଦେବାର ଧମକ ମଧ୍ୟ ମିଳିଛି । ତେବେ ସେମାନେ ଗୁଣ୍ଡା ମାନଙ୍କ ଡର ରେ ପୋଲିସ ରେ ଅଭିଯୋଗ ମଧ୍ୟ କରି ପାରୁ ନାହାଁନ୍ତି । ତେବେ ଏହି ଶାଶୁ ଜଣଙ୍କର ଏମିତି କେତେ ପାୱାର ରହିଛି ଯେ ସେ କାହାକୁ ଖାତିର କରୁ ନାହାନ୍ତି କି ଡ଼ରୁ ମଧ୍ୟ ନାହାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।