‘ମୋ ଝିଅକୁ ଶଙ୍ଖା ସିନ୍ଦୁର ପିନ୍ଧେଇଥିଲା, ହେଲେ ସେ ମୋ ଝିଅକୁ ଫସେଇ…’ ଦେଖନ୍ତୁ Santosh କୁ ନେଇ କଣ କହିଲେ Rashmi ଙ୍କ ମା’ ଶୁଣିଲେ

ବନ୍ଧୁଗଣ ଓଡିଆ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏବେ ଶୋକର ଛାୟା ଖେଳି ଯାଇଛି । ଗତ କିଛି ସମୟ ହେବ ଦୁଃଖର ଖବର ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପଳାଟିଛି । ବନ୍ଧୁଗଣ ଓଡିଆ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିରେଖା ଓଝା ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କାଲି ତାଙ୍କର ମୃତ ଦେହ ତାଙ୍କ ଭଡା ଘରୁ ଜବତ ହୋଇଛି । ମୃତ ଦେହ ପାଖରେ ତାଙ୍କର ସୁସାଇଡ ନୋଟ ବି ଜବତ ହୋଇଛି ।

ମିଡିଆ ରିପୋର୍ଟସ ଅନୁସାରେ ରଶ୍ମିରେଖା ଆତ୍ମହତ୍ୟା କରିଛନ୍ତି । ତେବେ ବନ୍ଧୁଗଣ ରଶ୍ମିରେଖା ଆତ୍ମହତ୍ୟା କରି ସୁସାଇଡ ନୋଟ ଛାଡି ଦେଇଛନ୍ତି । ଆଉ ଏହାରି ମଧ୍ୟରେ ରଶ୍ମିରେଖାଙ୍କ ମା ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ରଶ୍ମିରେଖାଙ୍କ ମା ଗଣମାଧ୍ୟମ ସାମ୍ନାରେ ଯାହା ସବୁ କହିଛନ୍ତି ତାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ରଶ୍ମିରେଖାଙ୍କ ମା ଗଣମଧ୍ୟମ ସାମ୍ନାରେ କହିଛନ୍ତି-‘ପ୍ରକୃତରେ ମୋ ଝିଅ ଆତ୍ମହତ୍ୟା କରିନି ତାକୁ ଜବରଦସ୍ତ ଶଙ୍ଖା ସିନ୍ଦୁର ପିନ୍ଧେଇଛି  ତାକୁ ସୁସାଇଡ ନୋଟ ଲେଖିବା ପାଇଁ ଜବରଦସ୍ତ କରିଛି । ତା ପରେ ତାର ଚୁଟିକୁ ଧରି କାନ୍ଥରେ ତାର ମୁଣ୍ଡ ପିଟିଛି । ଆଖିରୁ ରକ୍ତ ବାହାରୁଛି, ମୁଣ୍ଡ ଫୁଲିଛି । ମୋ ଝିଅକୁ ସନ୍ତୋଷ ମାରିଛି ସନ୍ତୋଷ ବିନା ଆଉ କେହି ନୁହେଁ  । ସନ୍ତୋଷ ଯେଉଁ ପିଲା ରହିଥିଲା ଉପର ତାଲାରେ ଆଉ ଏ ତଳ ତାଲାରେ ସେହି ପିଲାଟି ।

ସେ କିନ୍ତୁ ମୋ ଝିଅ ଫୋନ ଭାଙ୍ଗି ଦେଲା ତାର ଅଫିସ ଫୋନ ତା ପାଖରେ ଥାଏ ଫୋନ ଆମ ଘରୁ ଗଲେ ସେ ଦିଏ । ସେ ଫୋନ ଆସେ ବୋଲି ମୋ ଝିଅର ଫୋନ ଭାଙ୍ଗି ଦେଇଛି । ମୋ ଝିଅ ଆଉ ସନ୍ତୋଷ ତାଙ୍କରି ଫାଇନାନ୍ସ ଅଫିସରେ ଚାକିରି କରିଥିଲା । ସେଇଠି ମୋ ଝିଅ ସନ୍ତୋଷକୁ ନିଜର ବୋଲି ଭାବି ଦେଲା ଆଉ କଣ । ସାର ବୋଲି ଡାକି ତାକୁ ନିଜର ଭାବି ଦେଲା ।

ସନ୍ତୋଷ ତା ପାଇଁ ସେଇଠି ରୁମ ଠିକ କରିଦେଲା ଆଉ କହିଲା ମୋ ପରିବାର ଉପରେ ରହୁଛନ୍ତି ଆଉ ତୁ ତଳେ ରହିବୁ ତୋର କିଛି ଅସୁବିଧା ନାହିଁ । ହେଲେ ସନ୍ତୋଷ ଏତେ ଚକ୍ରାନ୍ତ କରିବ ବୋଲି ଆମେ କେବେ ଜାଣି ନଥିଲୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରଶ୍ମିରେଖାଙ୍କ ମା ଗଣମଧ୍ୟମ ସାମ୍ନାରେ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *