ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଡିଜିଟାଲ ଦୁନିଆରେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଆପଣ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟନା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ଜଣେ ଯୁବକ ଏକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଲା, ଆଉ ତା ପରେ ଯୁବତୀଙ୍କ ସହ ବାରମ୍ବାର ଶାଆରୀଇରିକ ସମ୍ପର୍କ ରଖିଲା । ବିବାହ କରିବା ପାଇଁ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଲା ।
ହେଲେ ଯେତେବେଳେ ଯୁବତୀର ପରିବାର ଲୋକେ ବିବାହ ପାଇଁ ରାଜି ହେଇଗଲେ ସେତେବେଳେ ଯୁବକ ବାହାନା ଖୋଜିଲା ବାହା ନ ହେବା ପାଇଁ । ଏନେଇ ଯୁବତୀ ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ଗଣମାଧ୍ୟମ ସାମ୍ନାରେ ଯୁବତୀ ଜଣକ କହିଛନ୍ତି-‘ସେ ସେଏକ୍ସ ପାଇଁ ମୋ ସହ ସମ୍ପର୍କ ରଖୁଥିଲେ । ସେ ସେଏକ୍ସ ଆଡିକ୍ଟ ଅଛନ୍ତି କାରଣ ଯଦି ସେ ନଥାନ୍ତେ ତା ହେଲେ ସେ ସବୁବେଳେ ମୋତେ ସେଏକ୍ସ କରିବା ପାଇଁ ଫୋର୍ସ କରି ନଥାନ୍ତେ ।
ସବୁବେଳେ ମୋତେ କୁହନ୍ତି ଚାଲ ମିଶିକି ରହିବା ଲିଭିନରେ ରହିବା ଆମ ପରିବାର ତମ ପରିବାର ତ ସବୁ ଜାଣିଛନ୍ତି । ମୋ ବଏଫ୍ରେଣ୍ଡକୁ ହୋଟେଲରେ ଅନ୍ୟ ଝିଅସହ ମୁଁ ରେଡ୍ ହ୍ୟାଣ୍ଡଏଡ ଧରିଛି । ମୁଁ ତାକୁ ମାଫ କରିବା ପରେ ବି ସେ କିଛି ଦିନ ପରେ ବିଚ ରାସ୍ତାରେ ମୋ ଉପରେ ହାତ ଉଠାଇଲେ । ମୋତେ ରାସ୍ତା ଉପରେ ପିଟି ଫିଙ୍ଗି କି ପଳେଇଲେ । ସେ ମୋର ଗୋଟେ କାନ ପରଦା ଫଟେଇ ଦେଇଛନ୍ତି ତାଙ୍କ ପାଇଁ ମୁଁ ଆଜି ଗୋଟେ କାନରେ ଶୁଣି ପାରୁନି ।
ସେ ନିଇଶା ନିବାରଣ କେନ୍ଦ୍ର ଖୋଲି ଛନ୍ତି ହେଲେ ସେ ସେଇଠି ନିଜେ ନିଇଶା କରୁଛନ୍ତି । ମୁଁ ଅଭିଯୋଗ ବି କରିଛି ଯେ ତୁମେ ତ ନିଜେ ଏତେ ନିଇଶା ଖାଉଛ ଆଉ କାହାକୁ ସୁଧାରିବ କଣ । ଯିଏ ତୁମକୁ ସମ୍ମାନ ଦେଇ ପାରୁଛି ସେ ହିଁ ତୁମକୁ ପ୍ରକୃତରେ ଭଲ ପାଉଛି ଆଉ ଯିଏ ତୁମକୁ ସମ୍ମାନ ଦେଇ ନାହିଁ ସେ ତୁମକୁ କେବେ ବି ଭଲ ପାଇ ପାରିବ ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ ନିଜ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।