ମୋ ବୋପା ଗୋପବନ୍ଧୁଙ୍କ ବୋପା ଆଉ ଇଏ ଛି ଛି ଛି…’ଡାକୋଟା’ ଦେଖି ବିଜୁ ବାବୁଙ୍କ କଥା ମନେ ପଡିଲା, ବିଜୁ ବାବୁ ନାଁରେ ହିଁ ନବୀନ ବାବୁ…’

ଦର୍ଶକ ବନ୍ଧୁ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜ ଲାଇଫ ଷ୍ଟାଇଲ ଆଉ ନିଜ କଡା ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ସୁର ଭାଇ ଜଟଣୀ ଜିଲ୍ଲାର ବିଧାୟକ ଅଟନ୍ତି । ସେ ଜନସାଧାରଣଙ୍କ ସେବା ପାଇଁ ସବୁବେଳେ ଆଗେଇ ଆସନ୍ତି । ତେବେ ଗତ କାଲି ସୁର ଭାଇ ବିଜୁ ପଟ୍ଟନାୟକଙ୍କ ଡାକୋଟା ଏୟାରପ୍ଳେନ ଦେଖିବାକୁ ଯାଇଥିଲେ । ଡାକୋଟା ବିମାନ ଦେଖିବା ପରେ ସୁର ଭାଇ ଭାବ ବିହୁଳ ହୋଇ ପଡିଥିଲେ ।

ତେବେ ସେହି ସମୟର ଏକ ସାକ୍ଷାତ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ସେହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇ ଗଣମାଧ୍ୟମ ଆଗରେ କହିଛନ୍ତି-‘ବିଜୁ ବାବୁ ଯେଉଁ ଲୋକ ଓଡିଶାର 13 ପ୍ରତିଶତ ଆମେ ହେଉଛି 61 ପ୍ରତିଶତ ଓବିସି ବାଲା ।

ଖଣ୍ଡାୟତ, କ୍ଷେତ୍ରୀୟ, ତେଲୁଗୁ, ଓଡିଆ ଠାରୁ ଧୋବା ଇତ୍ୟାଦି ହାଁ । ଆମେ ସାହାର୍ଯ୍ୟ କରୁଛୁ ବୋଲି ସରକାର ଅଛନ୍ତି ନା ଆମେ ପୂଜା କରୁଛୁ । ବିଜୁ ବାବୁ ଏ ଜାହାଜ ଉଡାଉ ଥିଲେ ରଖି ଦିଅ ଆଉ ସଜାଡି ଦିଅ । ଡାକୋଟା ଏବଂ ଲୋକେ ଦେଖନ୍ତୁ । ଗୋଟେ ସମ୍ମାନ ପାଇଁ ଥୋଇ ଦେଲୁ । ଆଉ ଦ୍ଵିତୀୟ ନବୀନ ବାବୁ ଯଦି ମୁଖ୍ୟମନ୍ତ୍ରୀ ନଥାନ୍ତେ ଏମିତି ବାନା ଉଡୁ ଥାନ୍ତା ।

ମୋ ବୋପା ଗୋପବନ୍ଧୁଙ୍କ ବୋପା ଇଏ ଛି ଛି ଛି । ଡାକୋଟା ତ ଥୁଆ ସରିଲାଣି । ଏ ଯେଉଁ ତିନିଟା ଜିଲ୍ଲାରେ ଏବେ ହେଲିକପ୍ଟର ଓଲ୍ହେଇବା ଲୋକଙ୍କୁ ଡାକି ଗଦେଇବା । ବିଜୁ ବାବୁଙ୍କ ନାଁରେ ସବୁ ଗଦେଇବା ଆରେ କଂଗ୍ରେସ ସସ୍ଥା କାମ କରିବନି । ଲୋକଙ୍କ ପାଖକୁ ଯାଇଛି ଯାଉଛି । ଦେଶ ସ୍ଵାଧୀନତା ଆଣିଛି କଂଗ୍ରେସ ଯାହା ଭାରତବର୍ଷ ହେଇଛି କଂଗ୍ରେସ ।

ଏ ରାଜ୍ୟରେ କଣ ଟା କରିଛନ୍ତି କି ସେହି କଂଗ୍ରେସ କରିଛି । ରାଉରକେଲାକୁ କିଏ ଷ୍ଟିଲ କରିଛି ସେହି କଂଗ୍ରେସ । ପାରାଦୀପ ବନ୍ଦର କିଏ କରିଛି ସେହି କଂଗ୍ରେସ । ତେଣୁ ସେହି କଂଗ୍ରେସ ପଛରେ ଲୋକ ଅଛନ୍ତି ଆଉ ଆଗକୁ ବି ରହିବେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *