Pintu Nanda ଙ୍କ କଥା କହି ଭୋ-ଭୋ ହୋଇ କାନ୍ଦୁଛନ୍ତି ପିଣ୍ଟୁ ଙ୍କ ସାଙ୍ଗ, ପଚାରିଲେ କୁହନ୍ତି ଆମ ଭାଇ ତ ଆଉ ନାହିଁ, ଆଉ କିଏ ଆମକୁ…

ଦର୍ଶକ ବନ୍ଧୁ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗକୁ ନେଇ ଏବେ ସାରା ଓଡିଶାବାସୀ ମର୍ମାହତ ଅନ୍ୟ ପକ୍ଷେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ମାହୋଲ ସୃଷ୍ଟି ହୋଇଛି । ଆଉ ଏହାରି ମଧ୍ୟରେ ଏକ ଅଡିଓ କଲ୍ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହା ଶୁଣିଲେ ଆପଣ ମାନଙ୍କ ଆଖିରୁ ବି ଲୁହ ଝରି ଆସିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଡିଓ କଲ୍ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଅଡିଓ କଲ୍ ରେ କେହି ଜଣେ କହୁଛନ୍ତି-‘କାହିଁକି ଆଉ ସବୁ ଫୋନ କରୁଛ ଭାଇ ଆଉ ନାହିଁ ମୋ ଭାଇ ଆଉ ନାହିଁ ଆଉ କେହି ଫୋନ କରନି । ଏଇ ଏବେ ଏବେ ପରା ଭାଇ ଚାଲି ଗଲା ହ ପିଣ୍ଟୁ ଭାଇ ଆମ ସମସ୍ତଙ୍କୁ ପର କରି ଅଫେରା ରାଇଜର ରାଜକୁମାର ପାଲଟି ଗଲା । ଏବେ ଆଉ ପିଣ୍ଟୁ ଭାଇ ନାହିଁ ପିଣ୍ଟୁ ଭାଇ ପର ପାରିରେ’ ।

ହଁ ଦର୍ଶକ ବନ୍ଧୁ ଏତିକି କହି କାନ୍ଦି ପକାଉଛନ୍ତି ଜଣେ ଅଭିନେତା । ପିଣ୍ଟୁଙ୍କ ସହ ତାଙ୍କର ସମ୍ପର୍କ ଅତୀବ ଘନିଷ୍ଟ ଆଉ ଯେତେବେଳେ ପିଣ୍ଟୁଙ୍କ ଖବର ଆମେ ଶୁଣିଲୁ ସେତେବେଳେ ସତ୍ୟାସତ୍ୟ ଜାଣିବା ପାଇଁ ଆମେ ବି ଯୋଗାଯୋଗ କରିଥିଲୁ । ଆଉ ଯୋଗାଯୋଗ କରିବା ପରେ ଓଡିଆ ଅଭିନେତା ବିକାଶ ଏମିତି କିଛି କଥା କହିଥିଲେ । ଯାହାକୁ ଶୁଣିଲେ ଆପଣଙ୍କ ଛାତି ଫାଟି ଯିବ ।

ଦର୍ଶକ ବନ୍ଧୁ ଡାକ୍ତରଙ୍କ ଅହ ରହ ଚେଷ୍ଟା ଆଉ ସାଢେ ଚାରି କୋଟି ଓଡିଆଙ୍କ ଭଲ ପାଇବା ଏବଂ ପ୍ରାର୍ଥନା ସତ୍ବେ ସମସ୍ତଙ୍କୁ ଛାଡି ଚାଲି ଗଲେ ଓଡିଆ ଚଳଚିତ୍ର ଜଗତର ପରିଚିତ ଏବଂ ଜଣା ଶୁଣା ଅଭିନେତା ପିଣ୍ଟୁ ନନ୍ଦ । ପିଣ୍ଟୁ ନନ୍ଦ କେବଳ ନାଁ ହିଁ ଯଥେଷ୍ଟ ସବୁ ଚରିତ୍ରକୁ ନିଖୁଣ ଭାବେ ତୁଲାଉ ଥିଲେ ପିଣ୍ଟୁ ନନ୍ଦ ।

କିନ୍ତୁ ଗତ କାଲି ରାତି 11 ଟାରେ ପିଣ୍ଟୁ ଆମ ସମସ୍ତଙ୍କୁ ଛାଡି ଅଫେରା ରାଇଜକୁ ଚାଲି ଗଲେ । ପିଣ୍ଟୁ ଯିବା ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି ଆଉ ସାରା ଓଡିଶାବାସୀ ମର୍ମାହତ ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *