ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଆପଣ ମାନେ ଜାଣିଥିବେ କି ଯେଉଁଠି ଦେଖିବେ ସେଇଠି କୌଣସି ନା କୌଣସି ଦୁର୍ଘଟଣା ହେଉଥିବାର ଆପଣ ଦେଖିଥିବେ । କେତେବେଳେ କେଉଁଠି ଗାଡି ଦୁର୍ଘଟଣା ତ କେଉଁଠି କାହାର ମର୍ଡର ତେବେ ବର୍ତ୍ତମାନ ଆଉ ଏକ ବହୁତ ବଡ଼ ଦୁର୍ଘଟଣା ସାମ୍ନା କୁ ଆସିଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା ।
ତେବେ ମାଷ୍ଟର କାଂଟିନ ରେ ଏକ ବସ୍ ଚାଳକ ଙ୍କ ରହସ୍ୟ ଜନକ ଭାବରେ ମୃତ୍ୟୁ ଘଟିଛି ।
ତେବେ ସେହି ମୃତ୍ୟୁ ବସ୍ ଚାଳକ ଙ୍କ ଝିଅର କହିବା କଥା କି ତାଙ୍କ ବାପା ପ୍ରଥମେ ତାଙ୍କ ଭାଇ ଙ୍କୁ ଡାକି ସାବିତ୍ରୀ ଜିନିଷ ଦେବାକୁ ଡାକିଥିଲେ । ତେବେ ତାଙ୍କ ଭାଇ ମଧ୍ୟ ସେହିଠାରେ ପହଁଚି ଯାଇଥିଲେ ତେବେ ବସ୍ ଚାଲିଯିବା ପରେ ତାଙ୍କ ଭାଇ ବାପା ଙ୍କୁ ଫୋନ କରିଥିଲେ କିନ୍ତୁ ତାଙ୍କ ଫୋନ ଲାଗି ନଥିଲା ।
ତେବେ କିଛି ସମୟ ପରେ ତାଙ୍କ ଭାଇ ଫୋନ କରି କହିଥିଲେ କି ଶୀଘ୍ର ଆସିବାକୁ ବାପା ଆଉ ନାହାନ୍ତି । ତେବେ ସେଠିକି ଯାଇକି ଦେଖିବାରୁ ତାଙ୍କ ବାପା ରକ୍ତାକ୍ତ ଅବସ୍ଥାରେ ପଡି ରହି ଥିଲେ । ତେବେ ବସ୍ କଣ୍ଡକ୍ଟର ଙ୍କ କହିବା କଥା କି ବସ୍ ଟି ଓଲଟି ଯାଉଥିଲା କିନ୍ତୁ ସେ ପଥର ଦେଖାଇ ଅଟକାଇ ଥିଲେ ।
ତେବେ ଆଉ କେଉଁଠି ସେହି ନିଜେ କହୁଛି କି କି ବାପା ବାହାରକୁ ମୁହଁ କରି ଗାଡି ଚଳାଉ ଥିଲେ ଏବଂ ଆଉ ଗୋଟିଏ ଗାଡି ଆସି ତାଙ୍କୁ ଧକ୍କା ଦେଇ ଚାଲିଗଲେ । ତେବେ କେଉଁଟା ସତ କେଉଁଟା ମିଛ ତାହା କିଛି ଜଣା ନାହିଁ । ତେବେ ତାଙ୍କ ଝିଅ ଙ୍କ କହିବା କଥା ହେଉଛି କି ତାଙ୍କ ବାପା ଜଣେ ବହୁତ ଭଲ ଲୋକ ଥିଲେ ଏବଂ ସେ ବହୁତ ଭଲ ଭାବରେ ଗାଡ଼ି ମଧ୍ୟ ଚାଳନ୍ତି ତେବେ ତାଙ୍କୁ ସବୁ ଲୋକ ପସନ୍ଦ ମଧ୍ୟ କରନ୍ତି ।
ତେଣୁ ବସ୍ ମାଲିକ ଏବଂ କଣ୍ଡକ୍ଟର ମିଶିକି ତାଙ୍କ ବାପା ଙ୍କୁ ପିଇଟିଇ ପିଇଟିଇ ମାଆରିଇ ଦେଇଛନ୍ତି । ତେବେ ଆମେ ନ୍ୟାୟ ଚାହୁଁଛୁ ସେ ଦୁଇ ଜଣଙ୍କୁ ଆମ ସାମ୍ନାରେ ଆଣନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।