ମୋ ବାପାଙ୍କର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଅଛି, ତେଣୁ ସେ ମୋ ମା’ ଙ୍କୁ….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ବାପାଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଅଛି । ସେଥିପାଇଁ ସେ ମୋ ମା’ ଙ୍କୁ ପାଗେଳୀ କରିବାକୁ ଚାହୁଁଛନ୍ତି । ତେବେ ସୂଚନା ମୁତାବିକ ଜଣେ ମହିଳାଙ୍କର କୌଣସି ମେଣ୍ଟାଲି ଡିସଅର୍ଡର ନଥାଇ ମଧ୍ୟ ତାଙ୍କ ସ୍ଵାମୀ ତାଙ୍କୁ ପାଗେଳି କରିଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଉକ୍ତ ଲୋକର ନିଜ ପୁଅ କହୁଛନ୍ତି । ତେବେ ପୁଅଙ୍କ କହିବା ଅନୁଯାଇ ମୋ ମା’ ସଂପୂର୍ଣ୍ଣ ଭାବରେ ସୁସ୍ଥ ଅଟନ୍ତି । ତାଙ୍କର କୌଣସି ପ୍ରକାର ମଧ୍ୟ ସ୍ଵାସ୍ଥ ଅବସ୍ଥା ଖରାପ ନାହିଁ ।

ହେଲେ ମୋ ବାପା ଜାଣିଶୁଣି ମା’ ଙ୍କ ସ୍ଵାସ୍ଥକୁ ବିଗାଡି ତାଙ୍କୁ ପାଗେଳି ସଜେଇ ଦେଉଛନ୍ତି । କାରଣ ମୋ ବାପାଙ୍କର ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ଅଛି । ତେଣୁ ମୋ ବାପା ମୋ ମା’ ଠାରୁ ଦୂରେଇକି ରହିବା ପାଇଁ ଏମିତି ସବୁ କିଛି କରିଛନ୍ତି । ଆମେ ମଧ୍ୟ ୨ ଭାଇ ନିଜ ନିଜ କାମ ପାଇଁ ବାହାରେ ଅଛୁ । ଭଉଣୀ ଯେତେବେଳେ ହାଇଅର ଷ୍ଟଡି ଘରେ ରହିକି କରିବ ବୋଲି ସ୍ତିର କରିଥିଲା । ସେତେବେଳେ ବାପା ତାକୁ ମଧ୍ୟ ହଷ୍ଟେଲକୁ ପଠେଇ ଦେବାର ବ୍ୟବସ୍ଥା କରିଥିଲେ ।

କାରଣ ବାପା ଇଛା କରନ୍ତି ନାହିଁ । ଯେ ଘରର ସଦସ୍ୟ କେହି ମଧ୍ୟ ଘରେ ଉପସ୍ଥିତ ରୁହନ୍ତୁ । ଯେହେତୁ ମା’ ଘରେ ରୁହନ୍ତି । ତେଣୁ ଯେକୌଣସି ପ୍ରକାରରେ ମା’ ଙ୍କୁ ମାରିବାକୁ ମଧ୍ୟ ବାପା ପଛାଇ ନାହାନ୍ତି । ଘରେ କେହି ନଥିବା ବେଳେ ମା’ ଙ୍କ ତଣ୍ଟିକୁ ମଧ୍ୟ ଚିପିବାକୁ ଚେଷ୍ଟା କରିଥିଲେ । ଏହା ସହ ବର୍ତ୍ତମାନ ମା’ ଙ୍କ ମାନସିକ ସ୍ଥିତି ଭଲ ଥାଇ ମଧ୍ୟ ବାପା ତାଙ୍କୁ ପାଗେଳି କହି ମେଣ୍ଟାଲହସ୍ପିଟାଲକୁ ପଠେଇବାର ବ୍ୟବସ୍ଥା କରିଥିଲେ ।

ମୁଁ ଯେତେବେଳେ ଏହି ଖବର ପାଇଥିଲି । ସେତେବେଳେ ସଙ୍ଗେ ସଙ୍ଗେ ଆସି ଦେଖିବା ବେଳକୁ ମା’ ଙ୍କୁ ବାପା ଜୋରଜବରଦସ୍ତି ରିହାବିଲିଟେସନ ସେଣ୍ଟର ପଠଉଛନ୍ତି । ଡାକ୍ତର ମଧ୍ୟ ସବୁ ଚେକ କରିବା ପରେ କହୁଛନ୍ତି । ମା’ ଙ୍କ ସ୍ଵାସ୍ଥ ସ୍ଥିତିରେ ସବୁ କିଛି ନରମାଲ ଅଛି । ହେଲେ ତମ ବାପା ତମ ମା’ ଙ୍କର ମାନସିକ ସ୍ଥିତି ବହୁତ ଖରାପ ବୋଲି ଏଠାରେ ଆସି କହୁଛନ୍ତି । ତେବେ ଏହିଭଳି ଆମ ସହ ଯୋଡି ହୋଇ ଖବର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *