ମିଥୁନ ରାଶି ବିଷୟରେ କିଛି ଅଜଣା କଥା ! ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗୁପ୍ତା କଥା ! (Astrology)

ନମସ୍କାର ବନ୍ଧୁଗଣ ତେବେ ଆମେ ଆଜି ମିଥୁନ ରାଶି ର ଲୋକ ମାନଙ୍କ ବିଷୟ ରେ କିଛି ଅଜଣା କଥା ବିଷୟ ରେ ଜାଣିବା ଯେମିତି କି ସେମାନଙ୍କ ଚରିତ୍ର,  ସ୍ୱଭାବ,  ଏବଂ କର୍ମ କ୍ଷେତ୍ର ବିଷୟ କେ ତେବେ ଆସନ୍ତୁ ଜାଣି ନେବା, ସାଧାରଣତଃ ମିଥୁନ ରାଶି କୁ ତିନି ଭାଗ ରେ ବିଭକ୍ତ କରା ଜାଇଛି ଯଥା ୫/୩ ମୃଗଶୀରା ନକ୍ଷେତ୍ର ଏମାନେ ହେଲେ ଦେବଗଣ,  ସେହି ପରି ଦୁଇରେ ୬/୩ ଆଦ୍ରା ନକ୍ଷେତ୍ର,  ମିଥୁନ ରାଶି, ଏମାନେ ହେଲେ ମାନବ ଗଣ ।

୭/୩ ପୁନର୍ବଶୁ ନକ୍ଷେତ୍ର ମିଥୁନ ରାଶି,  ମିଥୁନ ରାଶି ଏଖ ଦାମ୍ଭିକ ରାଶି ଅଟେ ଏହା ଏକ ବାୟୁ ତତ୍ୱ ରାଶି ।  ଏମାନେ ସବୁ ବେଳେ ସହଜ ରେ ଲୋକ ମାନଙ୍କୁ ବିଶ୍ୱାସ କରି ନିଅନ୍ତି ଏବଂ ପରଉପକାରୀ ସ୍ୱଭାବ ର ହୋଇଥାନ୍ତି ଶାନ୍ତ ସ୍ୱଭାବ ର ହୋଇଥାନ୍ତି ।

ଅଧ୍ୟୟନ ରାଜନୀତି କ୍ଷେତ୍ର ସେମାନଙ୍କର ରୁଚି ରହେ । ତେବେ ଦେବୀ ଦେବତା ଙ୍କ ଉପାଶନା ରେ ଏମାନେ ବିଶେଷ ରୁଚି ରଖିଥାନ୍ତି,  ସେହି ପରି ଆପଣ ମାନଙ୍କ ପାଇଁ ଅଶୁଭ ତାରିଖ ହେଲା ପ୍ରତି ମାସ ୨,୧୧,୨୨,୨୩ଏବଂ ୨୫ ତାରିଖ ଆପଣ ମାନଙ୍କ ପାଇଁ ଅଶୁଭ ଅଟେ ସେହି ପରି ପ୍ରତ୍ୟେତ ଶୁକ୍ରବାର  ।

ଏବଂ ରବିବାର ଆପଣ ମାନଙ୍କ ପାଇଁ ଅଶୁଭ ଅଟେ । ଯଦି ଜିବନ ରେ କୈଣସି ମହତ୍ୱ ପୂର୍ଣ୍ଣ କାର୍ଯ୍ୟ ପାଇଁ ଚିନ୍ତା କରିବେ ତେବେ କୈଣସି ଲୋକଙ୍କର ଆପଣ ମାନଙ୍କୁ ସାହାଯ୍ୟ ମିଳିବ  । ସେହି ପରି ଆପଣ ମାନଙ୍କ ସହିତ କିଛି ଲୋକ ମାନେ ବିଶ୍ୱାସ ଘାତକତା କରି ପାରନ୍ତି ସତ୍ୟ ସନ୍ଧାନ ରେ ବୁଡି ରହିବେ।

ଝିଅ ପୁଅ ର ବିବାହ କରିବେ ସେମାନେ ସଂସାର କରିବେ ସେମାନେ କିଛିଟା ରୋଗ କ୍ରାନ୍ତ ହୋଇ ପାରନ୍ତି । ଅନେକ ସମୟରେ ଜମିବାଟି ର ସମସ୍ୟା କୁ ନେଇ ଆପଣ ମାନେ କିଛି ଟା ଅଶାନ୍ତି ରେ ରହି ପାରନ୍ତି ।

ତେବେ ପାଠ ପଢା ରେ ସଫଳ ହେବେ ଛୋଟ ଛୋଟ କଥା ରେ ଦୁଃଖୀ ହୁଅନ୍ତୁ ନାହିଁ ଏବଂ ସ୍ତ୍ରୀ ସହିତ ବା ସ୍ୱାମୀ ଙ୍କ ସହିତ ସଂମ୍ପର୍କ ଭଲ ରହେ ମିଥୁନ ରାଶି ର ଲୋକ ମାନଙ୍କର ଶୁଭ ଦିଗ ହେଲା ପଶ୍ଚିମ ଦିଗ ଏହି ଦିଗ ଟି ଏମାନଙ୍କ ପାଇଁ ଶୁଭ ଦାୟକ ହୋଇଥାଏ ଆପଣ ମାନେ ସବୁ ସମୟ ରେ ପଶ୍ଚିମ ଦିଗ କୁ ଯାତ୍ରା ।

କରିଲେ ଅନେକ ଲାଭ ହୁଏ ଯେତେ ବେଳେ ବି ଦୁଖଃ ଆସୁ ନା କାହିଁକି ଜିବନ ର ସେଷ ସମୟ ଆଡକୁ ସୁଖ ମିଳେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *