‘ମୋର ଡରିବାର ନାହିଁ, ମତେ ମାରିବେ ତ ମାରନ୍ତୁ…ଓଡିଶାର ସାଢେ 4 କୋଟି ଜନତା ଏସବୁ ଦେଖି ସାରିଲେଣି, ସେମାନେ କଣ…’

ବନ୍ଧୁଗଣ ଓଡିଶାର ପୂର୍ବତ୍ତମ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତୟଆ ପରେ ଏବେ ସାରା ଓଡିଶାରେ ଏହି ଘଟଣାକୁ ନେଇ ଚହଳ ସୃଷ୍ଟି ହୋଇଛି । ଏବେ ଝାରସୁଗୁଡା ଜିଲ୍ଲାରେ ମନ୍ତ୍ରୀ ପଦ ପାଇଁ ଉପ ନିର୍ବାଚନ ହେବାକୁ ଯାଉଛି । ଆଉ ଅନ୍ୟ ପକ୍ଷେ ଦର୍ଶକ ବନ୍ଧୁ ନବ ଦାସ ହତୟଆ କାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଏବେ ଚୋଦ୍ଵାର ଜେଲରେ ଅଛି । ଗୁଜୁରାଟରେ ନାର୍କୋ ଟେଷ୍ଟ ଶେଷ ହେବା ପରେ ଗୋପାଳକୁ ଝାରୁସୁଗୁଡା ଜେଲ ନିଆ ଯାଇଥିଲା  ।

ସେଠାରେ ତାର ବୟାନ ରେକର୍ଡ କରା ଯାଇ ଗତ ପହଡଦିନ ତାକୁ ଚୋଦ୍ଵାର ଜେଲରେ ସ୍ଥାନାନ୍ତରିତ କରା ଗଲା । ଚୋଦ୍ଵାର ଜେଲରେ ଗୋପାଳ ଗୋଟେ ଦିନ ବିତେଇ ସାରିଛି । ଆଉ ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚହଳ ସୃଷ୍ଟି ହୋଇଛି । ତେବେ ଏହାରି ମଧ୍ୟରେ ମିନତୀ ବହିଦାର ଗଣମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି ।

ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିନତୀ ବହିଦାର ଏନେଇ କହିଛନ୍ତି-‘ଗୋଟେ ଭାଇରାଲ ନ୍ୟୁଜର ମୁଁ କଥା କହୁଛି ମୁଁ ମିଡିଆ ସାମ୍ନାକୁ ଯାଇନି । ମୁଁ ଫେ-ସ-ବୁକ ମାଧ୍ୟମରେ କହିଥିଲି । ଭାଇରାଲ ନ୍ୟୁଜ କହୁଛି ନବ ଦାସ ମ-ରି-ବାର ପାଞ୍ଚ ଦିନ ପରେ ଏ ଲେଡି କେମିତି ଗୋଟେ ଡ୍ରାମା କଲା ଭଳିଆ କଥା କହୁଛନ୍ତି ।

ତେବେ ମୁଁ ତ ପାଞ୍ଚ ଦିନରେ କିଛି କହିନି ନବ ଦାସ ମରିବାର ଦୁଇ ଦିନ ପରେ ମୁଁ ମୋ ମନ୍ତବ୍ୟ ଦେଇଛି । ମିଡିଆ ମୋ ପାଖକୁ ପଳେଈ ଆସିଲେ ସେ କିଏ ଭାଇରାଲ ନ୍ୟୁଜ ମୋ ବିଷୟରେ ଏମିତି କଥା କହୁଛି । ଆପଣ ମାନେ କହୁଛନ୍ତି ମୋର କେହି ହତୟଆ କରିବେ କି କଣ କରିବେ । ଶୁଣନ୍ତୁ ଓଡିଶାର ସାଢେ ଚାରି କୋଟି ଜନତା ଏସବୁ ଦେଖି ସରାଇଲେଣି ।

ହତୟଆ କଥା ଯଦି କହୁଛନ୍ତି ମୋତେ ମରିବାର ଭୟ ନା ଏବେ ଅଛି ନା ଆଗରୁ ପିଲା ଦିନରୁ ଥିଲା । ଯାହାକୁ ମରିବାର ଭୟ ଅଛି ସେମାନେ ସବୁ ଜାଣିକି ବି ଏ କଥାକୁ ଚପେଇ ଦେଉଛନ୍ତି’ । ତା ହେଲେ ଦର୍ଶକ ବନ୍ଧୁ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *