ବନ୍ଧୁଗଣ, ମିଛି ମିଛିକା ସିନ ପାଲଟିଗଲା ସତ । ନାୟିକା ଙ୍କୁ ଦୁଷଅକର୍ମ କରିଲେ ନାୟକ । ଆଲବମର ସୁ-ଟି-ଙ୍ଗ ପାଇଁ ନାୟିକା ହେବାକୁ ଆସିଥିଲେ ଭୁବନେଶ୍ୱର । ଜାଗା ସିଲେକ୍ସନ ହେଲା, ସୁ-ଟି-ଙ୍ଗ ଆରମ୍ଭ ହେଲା ମାତ୍ର ସତ ସତିକା ନାୟକ କରିଦେଲେ ଦୁଷଅକର୍ମ । ଗୀତ ରେ ଲିଡ କ୍ୟାରେକ୍ଟର ଦେବେ ବୋଲି କହି ଏଭଳି କାଣ୍ଡ ଭିଆଇଛନ୍ତି ନାୟକ । ବହୁ ଚର୍ଚ୍ଚିତ ସୌମ୍ୟ ଏବଂ ଷୋନାଲୀ ଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ଆଲବମ ର ନାୟିକା ଙ୍କୁ ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ରେ ଦୁଷଅକର୍ମ କରାଯାଇଥିବା ଅଭିଯୋଗ କରାଯାଇଅଛି ।
ପୀଡ଼ିତା ଜଣକ ଅଭିଯୋଗ କରିଲା ପରେ କମିସନରେଟ ପୋଲିସ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛି । ବାଣପୁର ଅଞ୍ଚଳର ୧୬ ବର୍ଷୀୟା ପ୍ରିୟା ଅଭିନେତ୍ରୀ ହେବା ପାଇଁ ଭୁବନେଶ୍ୱର ଆସିଥିଲେ ଏବଂ ତାଙ୍କୁ ଆଲବମ ରେ ନାୟିକା ଭାବରେ ଅଫର ଦିଆଯାଇଥିଲା ।
ବହୁ ଚର୍ଚିତ ସୌମ୍ୟ ଏବଂ ଷୋନାଲି କାହାଣୀ ରେ ସେ ନାୟିକା ଭୂମିକରେ ଅଭିନୟ କରିବାକୁ ଥିଲେ । ତାଙ୍କୁ ସୁଯୋଗ ମଧ୍ୟ ମିଳିଥିଲା । ଆଲବମର ପ୍ରଥମ ଭାଗ ସୁଟିଙ୍ଗ ମଧ୍ୟ ସରିଲା । ମାତ୍ର ଗୁରୁବାର ଦିନ ଦ୍ଵିତୀୟ ଭାଗ ର ସୁଟିଙ୍ଗ ଭାରତପୁର ଅଞ୍ଚଳରେ ଚାଲିଥିଲା । ଦିନବେଳା ମନ୍ଦିରରେ ଏକ ବାହାଘର ସିନ ରେ ସୁଟିଙ୍ଗ ସରିଥିଲା । ଏହାପରେ ସମସ୍ତେ ଭରତପୁର ରେ ଥିବା ଭଡା ଘରକୁ ଚାଲିଯାଇଥିଲେ ।
ଏବଂ ସେଠାରେ ଆଲବମ ର ନାୟିକା ପ୍ରିୟା ଙ୍କୁ ଚିକେନ ଖାଇବାକୁ ଦିଆଯାଇଥିଲା । ଏବଂ କିଛି ସମୟ ର ବିଶ୍ରାମ ପରେ ସୁଟିଙ୍ଗ ଆରମ୍ଭ କରାଯିବ ବୋଲି ତାଙ୍କୁ ଏହିଭଳି କୁହାଯାଇଥିଲା । ଆଲବମ ରେ ଥିବା ଏକ ଅପହରଣ ସିନ ସୁଟିଙ୍ଗ ହେବ ବୋଲି କୁହାଯାଇଥିଲା । ମାତ୍ର ସୁଟିଙ୍ଗ ପୂର୍ବ ରୁ ରାତିରେ ପ୍ରିୟା ଙ୍କ ହାତ ଏବଂ ଗୋଡ କୁ ବାନ୍ଧି ଦିଆଯାଇଥିଲା । ଏପରିକି ତାଙ୍କ ଦେହରେ ଫେବୀକ୍ଵିକ ଧଲାଯାଇଥିବା ମଧ୍ୟ କୁହାଯାଇଅଛି ।
ଏହାକୁ ପ୍ରିୟା ବିରୋଧ କରିବାରୁ ଦୁଷଅକର୍ମ ସିନ ଟି ଜୀବନ୍ତ ହୋଇ ଉଠିବ ବୋଲି ଏଭଳି ତାଙ୍କୁ ବୁଝାଯାଇଥିଲା । ଏହାପରେ ତାଙ୍କ ଆଲବମ ର ନାୟକ ଦୁଷଅକର୍ମ କରିଚାଲିଲେ । ମାତ୍ର ଥରେ କି ଦୁଇଥର ନୁହେଁ ରାତି ମଧ୍ୟରେ ସମୁଦାୟ ୭ ଥର ତାଙ୍କୁ ଦୁଷଅକର୍ମ କରାଯାଇଅଛି । ଏଭଳିକି ତାଙ୍କୁ ମାଆଡ ମରଆଯାଇଥିବା ମଧ୍ୟ ଅଭିଯୋଗ ହୋଇଅଛି । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।