ଆଜି ଠାରୁ ଆଗାମୀ 44 ଦିନ ପର୍ଯ୍ୟନ୍ତ ମେଷ ରାଶିରେ ରାଜଯୋଗ, ବଦଳିଯିବ ଜୀବନ ! (Astrology)

ନମସ୍କାର ବନ୍ଧୁଗଣ ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଭଲ ଓ ଖରାପ ପ୍ରଭାବ ପଡିଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ କିଛି କ୍ଷେତ୍ର ରେ ସଫଳତା ଓ ବିଫଳତା ହାସଲ କରିଥାଏ । ଏହି କ୍ଷେତ୍ର ରେ ବ୍ୟକ୍ତି ଅଧିକ ପରିଶ୍ରମ କରି ମଧ୍ୟ ସଫଳତା ପାଇପାରେ ନାହି । ଅନ୍ୟ କ୍ଷେତ୍ର ରେ ବ୍ୟକ୍ତି ଖୁବ କମ ପରିଶ୍ରମ କରି ଅଧିକ ସଫଳତା ପାଇପାରେ।

ତେବେ ଆଜି ଆମେ ଆପଣ ମାନଙ୍କୁ ନୂଆବର୍ଷ ରେ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କେଉଁ ସବୁ ଖୁସି ଆସିବାକୁ ଯାଉଛି ସେହି ବିଷୟରେ କହିବାକୁ ଯାଉଛୁ । ମେଷ ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଶୁଭ ସମୟର ଆଗମନ ହେବାକୁ ଯାଉଛି । ଆପଣ ସ୍ଵଭାବରେ ବହୁତ ପରିଶ୍ରମୀ ହୋଇଥାନ୍ତି। ଏମାନେ ଗୋଟିଏ ସ୍ଥାନରେ ଅଟକି ରୁହନ୍ତି ନାହି । ଏମାନେ କର୍ମ କ୍ଷେତ୍ର ରେ ଆଗରେ ରହିଥାନ୍ତି । ଅଧିକ ରୋଜଗାର କରିବେ।

ତେବେ ବେପାର କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ପାଇଁ ଶୁଭ ସମୟ ଆସୁଛି । ରାଜନୀତି କ୍ଷେତ୍ର ରେ ଥିଲେ ଆପଣଙ୍କର ସମୟ ଅନୁକୂଳ ରହିବ । ଆପଣଙ୍କୁ ଭଲ ଚାକିରି ମିଳିପାରେ । ଖେଳକୁଦ ରେ ଥିବା ବ୍ୟକ୍ତି ଙ୍କ ପାଇଁ ଭଲ ସୁଯୋଗ ମିଳିବ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଆପଣଙ୍କର ସ୍ଵାଭିମାନ ଆପଣଙ୍କୁ ଉଚ୍ଚ ସ୍ତର କୁ ନେଇ ପାରିବ । ବିଦେଶ ଯାତ୍ରା କରିଆବର ପ୍ରବଳ ଯୋଗ ରହିଛି ।

ଆପଣଙ୍କ ଯାତ୍ରା ସୁଗମ ହେବ । ବିଦେଶରେ ଆପଣଙ୍କର ବିବାହ ହୋଇପାରେ। ଯେଉଁ ମାନଙ୍କର ବିବାହ ହେଉ ନାହି ସେମାନଙ୍କର ବିବାହ ଯୋଗ ହେବାର ସମ୍ଭାବନା ରହିଛି । ଆପଣଙ୍କ ସ୍ଵଭାବ ରେ କ୍ରୋଧ ଭାବ ଆସିଲେ ମଧ୍ୟ କୌଣସି କ୍ଷତି ହେବ ନାହି । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଆପଣଙ୍କ ନିଜର ଅଲଗା ପରିଚୟ ସୃଷ୍ଟି କରିବେ । ଭାଇ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଆପଣ କଲି ଝଗଡାରୁ ବଞ୍ଚିତ ରହିବେ । କ୍ଯାରିୟରକୁ ନେଇ ନୂଆ ପ୍ଳାନ କରିବେ ।

ଯେଉଁ ମାନେ ଘର କାମ ଆରମ୍ଭ କରିବାକୁ ବା ଗୃହ ପ୍ରବେଶ କରିବାକୁ ଚାହୁଁଛନ୍ତି ତେବେ ସମୟ ଅନୁକୂଳ ରହିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୁଳ ରହିବ । ଆପଣଙ୍କ ଶାରୀରିକ ସମସ୍ୟାରୁ ମୁକ୍ତି ପାଇବେ । ଦାଂପତ୍ଯ ଜୀବନ ସୁଖମ ରହିବ । ବଡ ମାନଙ୍କ ସହଯୋଗ ଛାତ୍ର ମାନେ ପାଇବେ । ମିତ୍ର ମାନଙ୍କ ସହଯୋଗ ପାଇବ।


ତେବେ ନିଜର ବାଣୀ ଉପରେ ସଂଯମ ରକ୍ଷା କରନ୍ତୁ । ଆପଣଙ୍କର ପ୍ରେମ ଜୀବନ ମଧୁମୟ ରହିବ । ଆପଣ କର୍ମ କରନ୍ତୁ ଯାହାର ଫଳ ଆପଣ ପାଇବେ । ଘର ପରିବାରେ ମାହୋଲ ହସ ଖୁଶିର ରହିବ।ଆପଣଙ୍କର ସବୁ ସମୟର ସମାଧାନ ହେବ । ଅଟକି ରହିଥିବା କାମ ପୁରା ହେବେ । ଅଚାନକ ଧନ ପ୍ରାପ୍ତ ହେବ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *