ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେଜାଣିଥିବେ କି ଜ୍ୟୋତିଷ ମାନଙ୍କ ମତରେ ଗ୍ରହ ଚଳନର ପ୍ରଭାବ ରାଶିଚକ୍ରରେ ଥିବା ବାର ଗୋଟି ରାଶି ଉପରେ ପଡ଼ିଥାଏ। ଏହାଦ୍ବାରା କୌଣସି ବ୍ୟକ୍ତିର ବର୍ତ୍ତମାନ ଓ ଭବିଷ୍ୟତ ପ୍ରଭାବିତ ହୋଇଥାଏ। ପ୍ରତ୍ୟେକ ରାଶିର ଭଲ ଗୁଣ ରହିଛି ଏବଂ ଖରାପ ଗୁଣ ରହିଛି।ତେବେ ଆସନ୍ତୁ ଆଜି ଜାଣିନେବା କି ଏହି ୧୨ ଟି ରାଶି ମଧ୍ୟରୁ ମେଷ ରାଶି ଓ କୁମ୍ଭ ରାଶି କିଏ ଅଧିକ ଧନୀ ଏବଂ ଅଧିକ ଭାଗ୍ୟଶାଳୀ। ଆସନ୍ତୁ ଜାଣିନେବା ସେହି ବିଷୟରେ।
୧- ପ୍ରଥମ ରାଶି ମେଷ ରାଶି – ଏହା ରାଶି ଚକ୍ରର ପ୍ରଥମ ରାଶି ଅଟେ ଓ ଏହି ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ହୋଇଥାନ୍ତି ମଙ୍ଗଳ ଗ୍ରହ ମାନଙ୍କର ସେନାପତୀ ହୋଇଥାନ୍ତି ଏହି କାରଣରୁ ମେଷ ରାଶିର ଲୋକ ମାନଙ୍କ ଠାରେ ନେତୃତ କରିବାର କ୍ଷମତା ରହିଥାଏ, ଏହି କ୍ଷମତା କାରଣରୁ ଏହି ଲୋକମାନେ ଅନ୍ୟ ରାଶିର ଲୋକ ମାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ରହିଥାନ୍ତି ମଙ୍ଗଳ ଏମାନଙ୍କୁ ସହଯୋଗ କରିଥାନ୍ତି।
ତେବେ ମଙ୍ଗଳ ଗ୍ରହର କାରଣ ରୁ ଏହି ରାଶି ସାହାସି ପ୍ରକୃତି ର ହୋଇଥାନ୍ତି, ଏହି ରାଶିର ବ୍ୟକ୍ତି କୌଣସି କାର୍ଯ୍ୟ କୁ ମଧ୍ୟ ହାତକୁ ନେବାକୁ ଡରନ୍ତି ନାହିଁ ଏବଂ ନିଜର କାମ ପୁରା କରିଥାନ୍ତି, ନିଜର ପରିଶ୍ରମ ଦ୍ୱାରା ହିଁ ଅନ୍ୟ ରାଶି ମାନଙ୍କ ଠାରୁ ଅଧିକ ଭାଗ୍ୟଶାଳୀ ରହିଥାନ୍ତି ଏହି ଲୋକମାନେ କୌଣସି କାର୍ଯ୍ୟ କୁ ଅତି ନିଷ୍ଠା ର ସହିତ କରିଥାନ୍ତି।
୨- ଦ୍ଵିତୀୟ ରେ ହେଉଛି କୁମ୍ଭ ରାଶି । ଗ୍ରହ ମାନଙ୍କ ମଧ୍ୟରେ ଶନି ଦେବଙ୍କର ସବୁଠାରୁ ଅଲଗା ସ୍ଥାନ ରହିଥାଏ । ତେବେ କୁମ୍ଭ ରାଶି ବ୍ୟକ୍ତିଙ୍କୁ ଈଶ୍ୱରଙ୍କ କୃପା ସବୁବେଳେ ରହିଥାଏ, ଏହି ରାଶିର ବ୍ୟକ୍ତିଙ୍କ ଠାରେ ଆତ୍ମବିଶ୍ୱାସ ପୂର୍ଣ୍ଣ ଭାବରେ ଭରି ରହିଥାଏ ସେଥିପାଇଁ ଈଶ୍ୱର ଏହାଙ୍କୁ ଏକ ଭଲ ନେତୃତ କ୍ଷମତା ପ୍ରଦାନ କରିଥାନ୍ତି।
ତେବେ ଏହା ରାଶି ଚକ୍ର ରେ ଏଗାର ତମ ରାଶି ଅଟେ ଏହାଙ୍କର ସ୍ୱାମୀ ଗ୍ରହ ବି ଶନିଦେବ ଅଟନ୍ତି, ଶନିଦେବଙ୍କୁ କର୍ମର ଫଳଦାତ ମଧ୍ୟ କୁହା ଯାଇଥାଏ ଅର୍ଥ ଏହି ଗ୍ରହ ଆମର ଭଲ ଓ ଖରାପ କର୍ମର ଫଳ ପ୍ରଦାନ କରିଥାନ୍ତି, ଯଦି କୁମ୍ଭ ରାଶିର ଯାତକ ସଚ୍ଚୁଟତା ସହିତ କାର୍ଯ୍ୟ କରିଥାନ୍ତି ତ ଶନିଦେବ ଏମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଏମାନଙ୍କୁ ପ୍ରଦାନ କରିଥାନ୍ତି ଓ ନିଜର କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଶିକର ପର୍ଯ୍ୟନ୍ତ ପହଞ୍ଚାଇ ଥାନ୍ତି।
ତେବେ ଏହି ଦୁଇ ରାଶି ଖୁବ ଭାଗ୍ୟଶାଳୀ ଏବଂ ଖୁବ ଭାଗ୍ୟବାନ ମଧ୍ୟ ଏବଂ ଏମାନଙ୍କ ଉପରେ ଈଶ୍ୱର ଙ୍କ କୃପା ଯୋଗୁଁ ଧନ ର ଅଭାବ ମଧ୍ୟ ହୁଏ ନାହିଁ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।