ଦର୍ଶକ ବନ୍ଧୁ ଓଡିଶାର ପୂର୍ବତ୍ତମ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଏବେ ଝାରସୁଗୁଡା ଜିଲ୍ଲାରେ ଉପ ନିର୍ବାଚନ ହେବାକୁ ଯାଉଛି । ଅନ୍ୟ ପକ୍ଷେ ନବ ଦାସଙ୍କ ହତୟଆକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଏବେ ଚୌଦ୍ଵାର ଜେଲରେ ଅଛି । ନବ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଜଣେ ବରିଷ୍ଠ ନେତା ଥିଲେ । ଝାରସୁଗୁଡା ଜିଲ୍ଲାରେ ତାଙ୍କର ବହୁତ ପ୍ରଭାବ ରହିଥିଲା । ତେବେ ନବ ଯିବା ପରେ ଝାରସୁଗୁଡାବାସୀ ମର୍ମାହତ ଅଛନ୍ତି ।
ଆଉ ଏହାରି ମଧ୍ୟରେ ଜଣେ ମଉସା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଯାହା ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ମଉସା ଜଣକ କହିଛନ୍ତି-‘ଏ ଦୁର୍ନୀତି ଲୋକଙ୍କୁ ଚଳିବ ନାହିଁ ଫୁଲ ଦୁର୍ନୀତି । ଆଜ୍ଞା ଫୁଲ ଦୁର୍ନୀତି କରୁଛନ୍ତି ସେ । ଆପଣ ମାନଙ୍କୁ ବୁଝାଉଛୁ ହେଲେ ଚୋର କୁଆଡେ ଯାଇଥିବ ସେ ଗଲା । ଏ କେତେ କେମିତି ଦେଖିକି ଆସୁଛି କେତେ ଲୋକ ମରିଗଲେଣି ଏହି ଭଳିଆ । ଏ ସାଲେପୁର ମାହଙ୍ଗା ପରି ଏତେ କେତେ କଣ ଏ ଗୋବିନ୍ଦ ସାହୁ ମଲା କାହିଁକି ଗୋବିନ୍ଦ ସାହୁ । ସେ ଜେଲ ଭିତରେ ପୁଣି ମଲା କିଏ ମା-ରି-ଲା ତାକୁ ।
ସେଇଟା ବଞ୍ଚିକି ରହିଲେ ନବୀନକୁ କାଳ । ଏ ଯେଉଁ ମାରିଲା ସୋମ୍ୟ ରଞ୍ଜନ ବାବୁ ଯେଉଁ ବାଣ ମା-ରି-ଛି ସେ କଣ ଖରାପ ବା-ଣ ମା-ରି-ଛି ପଡୁଛି । ନବ ଦାସକୁ ନ୍ୟାୟ ମିଳିବ ନାହିଁ ଆଜ୍ଞା ମିଳିବ ନାହିଁ ଏ ଚୋର ଶାସନରେ କେଉଁଠି ମିଳିବ ଆଜ୍ଞା । କେତେଟା ଲୋକ ନ୍ୟାୟ ପାଇଲେଣି କୁହନ୍ତୁ ସବୁ ମ-ରି-ଗଲେଣି । ଆସିବ ନାହିଁ ଆଜ୍ଞା ଯେତେବେଳ ଯାଏଁ ନବୀନ ପଟ୍ଟନାୟକ ନ ମ-ରି-ଛି ସ୍ଵଚ୍ଛ ଶାସନ ଆସିବ ନାହିଁ ।
ଏ ଚୁଚୁମା ଚକିଲେଟ ଆସିଗଲା ଇଲେକ୍ସନ ସେ ଛୋଟ ଛୁଆଙ୍କୁ ଯେମିତି ଚୁଚୁମା ଚକିଲେଟ ଦିଅନ୍ତି ଲୋକ ମାନେ ବି ଆମର ସେଇଆ । ଏ ମ-ଅଦ ମାଂ-ସ ଅ-ଣ୍ଡା ଖାଇ ଏ ସବୁ ଭୁଲିଜା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।