ଶାନଦାର ଅଫର, ମାତ୍ର 700 ଟଙ୍କା ବଜେଟରେ ପାଆନ୍ତୁ ଏହି ଶାନଦାର ସ୍ମାର୍ଟଫୋନ

ବନ୍ଧୁଗଣ ଆମ ଦେଶର ଅଧିକାଂଶ ଲୋକ କିଛି ଜିନିଷ କିଣିବା ପାଇଁ ଦୋକାନକୁ ଯାଉ ନାହାନ୍ତି ସେମାନେ ଘରେ ରହି ଫ୍ଲିପ କାର୍ଟ ଓ ଆମାଜୋନ ଭଳି ଆପ୍ଲିକେସନରୁ ସପିଙ୍ଗ କରୁଛନ୍ତି । ଏହି ଆପ୍ଲିକେସନରୁ ସପିଙ୍ଗ କରିବା ଦ୍ଵାରା ଲୋକମାନେ ଅନେକ କ୍ଷେତ୍ରରେ ଲାଭ ପାଉଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଫ୍ଲିପ କାର୍ଟରେ ବିଗ ସେଭିଙ୍ଗ ସେଲ ଚାଲିଛି । ଏହି ସେଲରେ କେତେକ ସ୍ମାର୍ଟ ଫୋନକୁ ଡିଶକାଉଣ୍ଟ ସହ ଇଏମଆଇ ଏକ୍ସଚେଞ୍ଜ ଅଫରରେ ଦିଆଯାଉଛି ।

ଏହି ସେଲରେ ଆଇସିଆସିଆଇ ବ୍ୟାଙ୍କ ୟୁଜର୍ସଙ୍କୁ ୧୦ ପ୍ରତିଶତ ଡିଶକାଉଣ୍ଟ ମିଳୁଛି । ବନ୍ଧୁଗଣ ଏହି ସେଲରେ ସବୁଠାରୁ କମ ଟଙ୍କାରେ ସ୍ମାର୍ଟ ଫୋନ ବିକ୍ରି କରାଯାଉଛି ଓ ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ସ୍ମାର୍ଟ ଫୋନ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

infinix Note 10 Pro- ଏହି ଫୋନରେ ୬.୯୫ ଇଞ୍ଚ ଫୁଲ୍ ଏଚଡି ପ୍ଲସ ସ୍କ୍ରିନ ଅଛି । ଏହା ୯୦Hz ଋକ୍ରେସ ରେଟରେ ଆସିଛି । ଏଥିରେ Media Tek Helio G95 ପ୍ରୋସେସର ଅଛି । ଏଥିରେ 8GB RAM ଓ 256GB ଇଣ୍ଟର୍ନାଲ ଷ୍ଟୋରେଜ ଅଛି । ଏହି ଫୋନରେ 64MP+8MP+2MP କୁୱାର୍ଡ ରିୟର କ୍ୟାମେରା ଓ 16MPର ସେଲଫି କ୍ୟାମେରା ଅଛି । ବନ୍ଧୁଗଣ ଏହି ମୋବାଇଲର ବ୍ୟାଟେରୀ ବ୍ୟାକଅପ୍ 5000mAh ଅଛି ।

ଏହାର ଦାମ ହେଉଛି ୧୬,୯୯୯ ଟଙ୍କା ହେଲେ ଆପଣ ମାନେ ଏହାକୁ ମାତ୍ର ୫୯୦ ଟଙ୍କା ଇଏମଆଇରେ କିଣି ପାରିବେ । Realme 8- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି realme 8 ସ୍ମାର୍ଟ ଫୋନ । ଏହି ଫୋନଟି 6.4 ଇଞ୍ଚ ଫୁଲ୍ ଏଚଡି ପ୍ଲସ ସୁପର ଅମୋଲ୍ଡ ସ୍କ୍ରିନରେ ଆସୁଛି । ଏହା Media Tek Helio g95 ପ୍ରୋସେସରରେ କାମ କରେ । 4GB,6GB ଓ 8GB RAM ଏଥିରେ ରହୁଛି । ଫୋନରେ 128GBର ଇଣ୍ଟର୍ନାଲ ଷ୍ଟୋରେଜ ଅଛି ।

ଏହି ଫୋନରେ 64MP+8MP+2MP କୁୱାର୍ଡ ରିୟର କ୍ୟାମେରା ଓ 16MPର ସେଲଫି କ୍ୟାମେରା ଅଛି ।  ବନ୍ଧୁଗଣ ଏହି ମୋବାଇଲର ବ୍ୟାଟେରୀ ବ୍ୟାକଅପ୍ 5000mAh ଅଛି । ଏହି ଫୋନର ଦାମ ହେଉଛି ୧୭,୯୯୯ ଟଙ୍କା ହେଲେ ଆପଣ ମାନେ ଫ୍ଲିପ କାର୍ଟ ସେଲରେ ଇଏମଆଇରେ ମାତ୍ର ୬୨୪ ଟଙ୍କାରେ କିଣି ପାରିବେ ।

Oppo A53s 5G- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ମାର୍ଟ ଫୋନଟି ହେଉଛି Oppo A53s 5G । ଏହି ଫୋନରେ 6.52-inch ର ଏଚଡି ପ୍ଲସ ସ୍କ୍ରିନ ଆସୁଛି । ଏହି ଫଟୋନଟି Media Tek Dimensity 700 ପ୍ରୋସେସରରେ କାମ କରେ । ଏହି ଫୋନରେ 13MP+2MP+2MP ରିୟର କ୍ୟାମେରା ଓ 8MPର ସେଲଫି କ୍ୟାମେରା ଅଛି ।  ବନ୍ଧୁଗଣ ଏହି ମୋବାଇଲର ବ୍ୟାଟେରୀ ବ୍ୟାକଅପ୍ 5000mAh ଅଛି । ଏହି ଫୋନରେ 8GB RAM+128GB ଷ୍ଟୋରେଜ ଅଛି । ଆପଣ ମାନେ ଏହି ଫୋନକୁ ଫ୍ଲିପ କାର୍ଟ ସେଲ ଇଏମଆଇରେ ମାତ୍ର 572 ଟଙ୍କାରେ କିଣି ପାରିବେ । ଏହି ଫୋନର ମାର୍କେଟ ଭାଲ୍ଯୁ ହେଉଛି 16,490 ଟଙ୍କା ।

Leave a Reply

Your email address will not be published. Required fields are marked *