Amir khan ଙ୍କ ଝିଅକୁ ନିଜ ଲୋକ ହିଁ ଛାଡି ନଥିଲେ ! ମାତ୍ର 14 ବର୍ଷ ବୟସରେ ତାଙ୍କ ସହିତ କରିଥିଲେ ଖରାପ କାମ, କହୁ କହୁ କାନ୍ଦି ପକେଇଲା Ira Khan

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତା ଆମିର ଖାନଙ୍କୁ ତ ବେସ ଭଲ ଭାବରେ ଜାଣିଥିବେ ।

ଆମିର ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଆମିରଙ୍କ ଝିଅର ନାମ ହେଉଛି ଇରା ଖାନ । ଇରା ନିଜ ସୁନ୍ଦରତା ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ଇରା ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡକୁ ଡେବ୍ୟୁ କରି ନାହାନ୍ତି ହେଲେ ତାଙ୍କ ଲୋକପ୍ରିୟତା କୌଣସି ବଲିଉଡ ଅଭିନେତ୍ରୀ ଠାରୁ କମ ନୁହେଁ ।

ଇରା ଆସିବା ଦିନରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ଓ ଭିଡିଓ ସେୟାର କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ଇରା ନିଜ ପର୍ଶନାଲ ଲାଇଫ ଓ ନିଜ ଲଭ ଅଫେୟାର୍ସ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ହେଲେ ଥରେ ସେ ସୋସିଆଲ ମିଡିଆ ଦ୍ଵାରା ନିଜ ସହ ହୋଇଥିବା ଖରାପ କାମ ବିଷୟରେ କହିଥିଲେ ।

ଇରା ଖାନ ନିଜେ କହିଛନ୍ତି ଯେ, ମାତ୍ର ୧୪ ବର୍ଷ ବୟସରେ ତାଙ୍କର ଯୌନ ଉତ୍ପୀଡନ ହୋଇସାରିଛି । ଏହା ପରେ ଇରା ଡିପ୍ରେସନକୁ ମଧ୍ୟ ଚାଲିଯାଇଥିଲେ । ଏହା ପରେ ଅନେକ ସ୍ଥାନରେ ତାଙ୍କର ଚିକିତ୍ସା ଚାଲିଥିଲା । ସେହି ଘଟଣାରୁ ବାହାରିବାକୁ ଇରାଙ୍କୁ ଅନେକ ସମୟ ଲାଗିଗଲା । ସେହି ଖରାପ ସମୟରେ ନିଜକୁ ସମ୍ଭାଳିବା ପାଇଁ ସେ ବହୁତ କିଛି କରିଥିଲେ ।

କିଛି ସମୟ ଯିବା ପରେ ସେ ଏହି ସବୁ କଥା ନିଜ ମା ବାପାଙ୍କୁ କହିଥିଲେ । ସୋସିଆଲ ମିଡିଆରେ ଇରା ଏକ ଭିଡିଓ ସେୟାର କରିଥିଲେ ସେହି ଭିଡିଓରେ ସେ କହିଥିଲେ-‘୧୪ ବର୍ଷ ବୟସରେ ମୋର ଯୌନ ଉତ୍ପୀଡନ ହୋଇଥିଲା । ଏହି କାମ ମୋର ଚିହ୍ନା ଲୋକ କରିଥିଲା । ସେତେବେଳେ ମୋତେ ଜଣା ନଥିଲା ଯେ, ମୋ ସହ କଣ ହେଉଛି’ । ଇରା ଏହି ସବୁ କଥା କହିବା ପରେ ତାଙ୍କ ମା ବାପା ତାଙ୍କୁ ବହୁତ ବୁଝେଇ ଥିଲେ ।

ଇରାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବେ ଇରା ନୁପୁର ଶିଖରେଙ୍କୁ ଡେଟ କରୁଛନ୍ତି ଏହି ଦୁଇଜଣଙ୍କ ରିଲେସନକୁ ଏକ ବର୍ଷରୁ ଅଧିକ ସମୟ ହୋଇସାରିଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଇରା ଖାନ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *