ମାତ୍ର 2 ଟଙ୍କାରେ ଗୋଟିଏ ଥର ବ୍ୟବହାର କରି ଦାନ୍ତର ପୋକକୁ ଏମିତି କରନ୍ତୁ ବାହାର (Get Rid Of Tooth Cavity)

ନମସ୍କାର ବନ୍ଧୁଗଣ ତେବେ ସ୍ୱାସ୍ଥ୍ୟ ହିଁ ସମ୍ପଦ ଅର୍ଥାତ ଆମର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ସ୍ୱାସ୍ଥ୍ୟ । ସ୍ୱାସ୍ଥ୍ୟ ଠିକ ରହିଲେ ସବୁ କିଛି ଭଲ ରୁହେ ତେବେ ଆଜି କାଲିର ଅଖାଦ୍ୟ ର ସେବନ ଯୋଗୁଁ ଆମ ଶରୀର ଖରାପ ହୋଇ ଯାଉଛି । ତେବେ ଆମ ଶରୀରରେ ସମସ୍ତ ଅଙ୍ଗ ଙ୍କ ଠାରୁ ଦାନ୍ତ ହେଉଛି ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ଵତନ୍ତ୍ର ଯାହାକି ଉଭୟ ଆମର ସ୍ୱାସ୍ଥ୍ୟ ଏବଂ ସୁନ୍ଦରତା କୁ ବିବେଚନା କରିଥାଏ ।


କିନ୍ତୁ କେବେ କେବେ ଆମର ହଳଦିଆ ଦାନ୍ତ ତଥା କଳା ଓ ପୋକ ଥିବା ଦାନ୍ତ କୁ ନେଇ ବହୁ ସମସ୍ୟା ର ସମୁଖୀନ ହୋଇଥାଉ । ପୋକ ଥିବା ଦାନ୍ତ କାରଣ ରୁ ଆମ ବହୁତ ଯନ୍ତ୍ରଣା ଅନୁଭବ କରିଥାଉ ଏବଂ ଏହା ଫଳରେ ଆମର ମୁଣ୍ଡ ମଧ୍ୟ ଯନ୍ତ୍ରଣା କରିଥାଏ । ଏପରି କି ଦାନ୍ତ ପୋକ ଲାଗିବା ର ଯନ୍ତ୍ରଣା ରୁ ଆମର ନିତିଦିନ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ । ଆଉ ଯଦି ଏହି ସମସ୍ୟା କୁ ନେଇ ଆପଣ ଡାକ୍ତର ଙ୍କ ପାଖକୁ ଯାଆନ୍ତି ତ ସେମାନେ କହନ୍ତି ଦାନ୍ତ ଟିକୁ ବାହାର କରିବାକୁ ମାତ୍ର ଏହା ସମସ୍ତ ଙ୍କ ପକ୍ଷରେ ସମ୍ଭବ ହୋଇନଥାଏ ।


ଏହାର ଅନେକ ସମସ୍ୟା ମଧ୍ୟ ରହିଥାଏ । ତେବେ ଆମେ ଆଜି ଆପଣଂକୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହାକୁ ମାତ୍ର ୨ ଟଙ୍କା ଖର୍ଚ୍ଚ କରି ଆପଣ ଏହି ଦାନ୍ତ ସମସ୍ୟା ଟିକୁ ଦୁରେଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ । ଏହି ଉପାୟ ଟି କରିବା ପାଇଁ ଆମକୁ ମାତ୍ର ଦୁଇଟି ଜିନିଷ ର ଆବଶ୍ୟକତା ରହିଛି ଗୋଟିଏ ହେଉଛି ପାନ ରେ ବ୍ୟବହୃତ ଚୂନ ଏବଂ ଦ୍ଵିତୀୟ ରେ ହେଉଛି ଫିଟିକରି ଯାହା ବଜାରରେ ଦୁଇ ଟଙ୍କାରେ ମିଳି ଯାଇଥାଏ ।

ତେବେ ଏହି ରେମେଡି କୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ ଅଟେ । ତେବେ ପ୍ରଥମେ ପାତ୍ରରେ ଅଳ୍ପ ଚୂନ ନିଅନ୍ତୁ ଏବଂ ସେଥିରେ ଫିଟିକିରି କୁ ପକେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବଂ ଏହାକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ଏହା ପରେ ଆମର ପେଷ୍ଟ ଟି ପ୍ରସ୍ତୁତ ହୋଇଯିବ । ବର୍ତ୍ତମାନ ଆପଣ ଦାନ୍ତ କି ଗରମ ପାଣିରେ ଭଲ ଭାବରେ ଧୋଇନିଅନ୍ତୁ ଏବଂ ପୋକ ଲାଗୁଥିବା ଦାନ୍ତ ରେ ଯେଉଁଥିରେ ଖାଲ ପରି ହୋଇଯାଇଥାଏ ।


ବର୍ତ୍ତମାନ ସେହି ସ୍ଥାନରେ ଏହି ପେଷ୍ଟ କୁ ଲଗାଇ ଦିଅନ୍ତୁ । ଏହାକୁ କିଛି ସମୟ ଏମିତି ରଖିନିଅନ୍ତୁ । ଏବଂ ନିଜର ପାଟି କୁ ଖୋଲା ରଖନ୍ତୁ ଯାହା ଦ୍ୱାରା ଆପଣଙ୍କ ଲାଳ ବାହାରିବା ସହ ଦାନ୍ତ ରେ ଥିବା ପୋକ ମଧ୍ୟ ବାହାରିଯିବ । ତେବେ ପରେ ଦେଖିବେ ଆପଣଙ୍କ ର ଦାନ୍ତ ଯନ୍ତ୍ରଣା ଭଲ ହୋଇଯିବ ଏବଂ ଆପଣ କଷ୍ଟ ଅନୁଭବ କରିବେ ନାହିଁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *