ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓ ରେ ଏକ କୁନି ଝିଅ ଜବରଦସ୍ତ ଡ୍ୟାନ୍ସ କରୁଛି । ଝିଅର ନାଚ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ । ଏହି ଝିଅଟିର କି ନାଚ ଧୁନ ତ ତାଳେ ତାଳେ ନାଚୁଛି ଝିଅ । କୁହାଯାଏ ପିଲା ଦିନ ସବୁଠାରୁ ସୁନ୍ଦର ।
ଏହି ଦିନ ସମସ୍ତଙ୍କ ପସନ୍ଦ କାରଣ ପିଲା ଦିନେ ଥାଏ ସବୁ ଖୁସି । ଏହି ଦିନରେ ନା ଥାଏ ଦୁନିଆର ଚିନ୍ତା ନା ଥାଏ ମୁଣ୍ଡରେ ବୋଝ କେବଳ ଖୁସି ଖୁସିରେ କଟି ଯାଏ ଦିନ । ପିଲା ଦିନେ କରିଥିବା ସମସ୍ତ ମସ୍ତି ସବୁଦିନ ପାଇଁ ମନେ ରୁହେ । ପିଲା ଦିନେ ନା ଥାଏ କ୍ରୋଧ ନା ଥାଏ ହିଂସା । କେବଳ ଥାଏ ସେହି ନିରୀହପଣ ।
ସୋସିଆଲ ମିଡିଆରେ କୁନି ପିଲାଙ୍କ ଦୁଷ୍ଟାମି ହେଉ କି ମନୋରଞ୍ଜନ ଏମିତି ଅନେକ ମଜାଦାର ଭିଡିଓ ହୋଇଥାଏ ଭାଇରାଲ । ନିକଟରେ ଦେଖିବାକୁ ମିଳିଛି ସେମିତି ଏକ ଭିଡିଓ ଯାହାକୁ ବହୁତ ମାତ୍ରାରେ ଭାଇରାଲ କରାଯାଉଛି । ଏହି ଭିଡିଓରେ କୁନି ଝିଅଟି ଗୀତ ଓ ବାଜା ଧୁନର ତାଳେ ତାଳେ ନାଚିବାରେ ଲାଗିଛି । ହେଲେ ସେ ନାଚୁ ଥିବା ସମୟରେ ତାକୁ ଦେଖି ବି ଦେଖୁ ନାହାନ୍ତି । କିନ୍ତୁ ତାକୁ କିଛି ବି ଫରକ ପଡୁନି ସେ ତା ନାଚରେ ବ୍ୟସ୍ତ ।
କେତେବେଳେ ଝିଅଟି ମୁଣ୍ଡରେ ହାତ ଦେଇ ନାଚୁଛି ତ କେତେବେଳେ ଝିଅଟି ଅଣ୍ଟାରେ ହାତ ଦେଇ ନାଚୁଛି । ହେଲେ ମଜା କଥା ହେଉଛି ସେଠାରେ ଥିବା ଲୋକମାନେ କୁନି ଝିଅଟିର ନାଚକୁ ଦେଖି ପାରୁ ନଥିଲେ । କାହିଁକି ନା ଆଗରେ ଚାଲିଥିଲା ନାଚ ଗୀତ ଆଉ ଏହି ନାଚ ଗୀତର ମଜା ନେଉଥିଲେ ଲୋକେ ।
ଝିଅର ନାଚ ଦେଖିବା ପରେ ଆପଣ ମନେ ବି ପ୍ରଶଂସା ନ କରି ରହିପାରିବେ ନାହିଁ । ଏହି ଭିଡିଓଟିକୁ ଆଇଏଏସ ଅଭିନାଶ ସାରନ ସେୟାର କରିଛନ୍ତି ଆଉ କ୍ୟାପ୍ସନରେ ଲେଖିଛନ୍ତି-‘ଏମିତି ନାଚ ଯାହାକୁ କେହି ବି ଦେଖୁ ନାହାନ୍ତି’ । ବନ୍ଧୁଗଣ ଏହି ଭିଡିଓଟି ଏବେ ମୋବାଇଲରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି ।
ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।