ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ମାସିକ ଧର୍ମ ମହିଳା ମାନଙ୍କ ପାଇଁ ଏକ ସାମାନ୍ୟ କଥା ଅଟେ । ମାସିକ ଧର୍ମ ପ୍ରତେକ ମାସରେ ହୋଇଥାଏ ଯାହା ୪ରୁ ୫ ଦିନ ଯାଏଁ ରହିଥାଏ । ଏହି ସମୟରେ କିଛି ମହିଳାଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଆଉ କିଛି ମହିଳାଙ୍କୁ କିଛି କଷ୍ଟ ଅନୁଭବ ହୁଏ ନାହି । ଯେଉଁ ମହିଳା ମାନେ କଷ୍ଟ ଅନୁଭବ କରନ୍ତି ସେମାନେ ମାସିକ ଧର୍ମ ସମୟରେ ଭଲରେ ରୁହନ୍ତି ।
ଆଜି ଆମେ ଆପଣ ମାନଙ୍କୁ ମାସିକ ଧର୍ମ ସମୟରେ ମହିଳାଙ୍କୁ କେଉଁ କାମ କରିବା ଉଚିତ ନୁହେ ସେହି ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିନେବା ସେହି ବିଷୟରେ । ତେବେ ମାସିକ ଧର୍ମ ସମୟରେ ମହିଳା ଅନେକ ସମୟ ଧରି ବାଥରୁମ ରେ ରହିଲେ ଏହା ସମସ୍ଯା ହୋଇପାରେ । କାରଣ ବାଥୃମ ରେ ଥିବା ଜୀବାଣୁ ଓ ବ୍ୟାକ୍ଟେରିୟା ମହିଳାଙ୍କ ଶରୀରରେ ଅତି ସହଜରେ ପ୍ରବେଶ କରିଥାନ୍ତି ଯାହା ଫଳରେ ସେମାନଙ୍କୁ ଭବିଷ୍ୟତରେ ସମସ୍ଯା ହୋଇପାରେ ।
ଦ୍ଵିତୀୟ ରେ କିଛି ମହିଳା ମାନେ ଅଧିକ ଚାହା ବା କଫି ପିଇବାକୁ ପସନ୍ଦ କରନ୍ତୁ । ମାସିକ ଧର୍ମ ସମୟରେ ମହିଳା ମାନେ ଅଧିକ ଚାହା ବା କଫିର ସେବନ କରିଲେ ଏହା ଅଣ୍ଟା ସମସ୍ୟାର କାରଣ ହୋଇପାରେ। ଏହା ସହ ମାସିକ ଧର୍ମ ସମୟରେ ଆଲକହଲର ସେବନ କରିବା ଦ୍ଵାରା ମୁଣ୍ଡ ବ୍ୟଥା ହେବା, ରାଗ ଲାଗିବା ଓ ମୁଡ ସୁଇଙ୍ଗ ହୋଇପାରେ । ଏହା ଛଡା ମ୍ୟାଗ୍ନେସିୟମ ମଧ୍ୟ କମ ହୋଇପାରେ ।
ତେଣୁ ଏପରି କରିବା ଉଚିତ ନୁହେଁ । ଚତୁର୍ଥ ରେ ଏକ ରିସର୍ଚ ଅନୁସାରେ ଯଦି ମହିଳା ମାନେ ମାସିକ ଧର୍ମ ସମୟରେ ସିଗାରେଟର ସେବନ କରନ୍ତି ତେବେ ସେମାନଙ୍କୁ ଅଧିକ କଷ୍ଟ ହୋଇଥାଏ । ତେଣୁ ଏପରି କରିବା ଉଚିତ ନୁହେଁ । ତେବେ କିଛି ମହିଳା ମାନେ ଅଧିକ ଚିନି ଖାଇବା ପସନ୍ଦ କରିଥାନ୍ତି ଯାହା ସେମାନଙ୍କ ପାଇଁ ସମସ୍ଯା ହୋଇପାରେ ।
ମାସିକ ଧର୍ମ ସମୟରେ ଚିନି ବା ଅଧିକ ମିଠା ଜାତୀୟ ଖାଦ୍ଯର ସେବନ କରିଲେ ଶରୀରରେ ହରମୋନ କମ ହୋଇଥାଏ ଯାହା ଦ୍ଵାରା ମହିଳା ମାନେ କଷ୍ଟ ଅନୁଭବ କରିବା ସହ ଚିଡିଚିଡା ହୋଇ ଥାନ୍ତି । ଏହା ସହ ଅଧିକ ଲୁଣ ଖାଇବା ଦ୍ଵାରା ମହିଳାଙ୍କର ପେଟ ଫୁଲିବା ସମସ୍ଯା ଦେଖାଯାଏ ।
ମାସିକ ଧର୍ମ ସମୟରେ ଅଧିକ ଲୁଣ ଖାଇଲେ ଅନେକ ପ୍ରକାର ସମସ୍ଯା ହୋଇ ଥାଏ । ତେବେ କିଛି ମହିଳା ମାନେ ମାସିକ ଧର୍ମ ସମୟରେ କଷ୍ଟ ହେବା ଯୋଗୁ ଖାଦ୍ଯ ଖାଇ ନ ଥାନ୍ତି । ଏହା ଦ୍ଵାରା ସେମାନଙ୍କ ଶରୀର କମଜୋର ହେବା ଫଳରେ ସେମାନେ ଆହୁରି ଅଧିକ କଷ୍ଟ ଅନୁଭବ ଅକରିଥାନ୍ତି । ତେଣୁ ଯେତେ ସମ୍ଭବ ଭରପୁର ଖାଦ୍ଯ ଖାଇବା ଉଚିତ।
ଶେଷରେ କିଛି ମହିଳା ମାସିକ ଧର୍ମ ସମୟରେ କଷ୍ଟ ହେବା ଯୋଗୁ ଠିକ ଭାବେ ରାତିରେ ଶୋଇ ପାରନ୍ତି ନାହି । ଯାହା ଫଳରେ ସେମାନଙ୍କୁ ଅନେକ ସମସ୍ଯା ହୋଇଥାଏ । ତେଣୁ ରାତିରେ ଠିକ ଭାବେ ଶୋଇବାକୁ ଚେଷ୍ଟା କରନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।