ମହେନ୍ଦ୍ର ସିଂହ ଧୋନୀ ଖେଳିବେନି IPL ଫାଇନାଲ ମ୍ଯାଚ, ଜାଣନ୍ତୁ କଣ ପାଇଁ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚେନ୍ନାଇକୁ ଲାଗିପାରେ ଶକ୍ତ ଝଟକା ! ଦଳରୁ ବାହାର ହୋଇପାରନ୍ତି ମହେନ୍ଦ୍ର ସିଂହ ଧୋନୀ ! ତେବେ ଖବର ଅନୁଯାଇ କ୍ଯାପଟେନ କୁଲ୍ ନାମରେ ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିଥିବା ପ୍ଲେୟାର ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ସାରା ବିଶ୍ଵରେ ତାଙ୍କ ଫ୍ୟାନ ଭରି ହୋଇ ରହିଛନ୍ତି କହିଲେ କିଛି ମଧ୍ୟ ଅତ୍ଯୁକ୍ତି ହେବ ନାହିଁ । ହେଲେ କ୍ୟାପଟେନ କୁଲ ମାହୀଙ୍କୁ ନେଇ ବର୍ତ୍ତମାନ କିଛି ଚର୍ଚା ଉଠିବାରେ ଲାଗିଛି ।

IPL ମ୍ଯାଚର ସରଗରମ ସବୁଆଡେ ଦେଖିବାକୁ ମିଳୁଛି । ଆଉ ମାତ୍ର କିଛି ଦିନ ଦିନ ବ୍ଯବଧାନରେ ଅର୍ଥାତ ଗୋଟିଏ ମ୍ଯାଚ ପରେ IPL ଫାଇନାଲ ମ୍ଯାଚ ହେବା ପାଇଁ ଯାଉଛି । ଯେଉଁ ଫାଇନାଲ ମ୍ଯାଚରେ ଚେନ୍ନାଇ ସୁପର କିଙ୍ଗ ପହଞ୍ଚି ସାରିଛି । ହେଲେ ଫାଇନାଲ ମ୍ଯାଚ ହେବ ପୂର୍ବରୁ CSK ଅଧିନାୟକ ମହେନ୍ଦ୍ର ସିଂହଙ୍କୁ ନେଇ ଏପରି କିଛି କଥା ଆଲୋଚନା ହେବାରେ ଲାଗି ପଡିଛି । ଯେଉଁଠାରେ ଶୁଣା ମିଳୁଛି, ଯେ ଯଦି ଏହି ନିୟମ ଲାଗୁ କରାଯାଏ ।

ତେବେ ଫାଇନାଲରେ ମ୍ଯାଚ ଖେଳିବାରୁ ଧୋନୀ ବାହାରି ପାରନ୍ତି । ଯଦି ଏଭଳି କିଛି ନିୟମ ଆଗାମୀ ସମୟରେ ଲଗାଯାଏ । ତେବେ ଚେନ୍ନାଇ ଟିମ ଜିତିବା ଉପରେ ପ୍ରଶ୍ନ ଉଠୁଛି ? ତେବେ ଇନସାଇଡ ସ୍ପୋର୍ଟର ଅନୁଯାଇ ଚେନ୍ନାଇ ସୁପର କିଙ୍ଗ ଓ ଗୁଜୁରାଟ ଟାଇତଟାନ ମଧ୍ୟରେ ମ୍ଯାଚ ଚାଲୁଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ଅମ୍ପେୟାରଙ୍କ ସହ କିଛି କଥାବାର୍ତ୍ତା ହେଉଥିବାର ଦୃଅଶ୍ୟ ସାମ୍ନାକୁ ଆସିଥିଲା । ଯେଉଁଥି ପାଇଁ ଖେଳକୁ ୪ ମିନିଟ ପାଇଁ ବନ୍ଦ ରକ୍ଷା ଯାଇଥିଲା ।

ଯଦି ସେପରି କିଛି ଜରୁରୀ କାମ ନଥାଇ ଧୋନୀ ଅମ୍ପେୟାରଙ୍କ ସହ କଥାବାର୍ତ୍ତା କରିଥାନ୍ତି । ଯେଉଁ କାରଣରୁ ମ୍ଯାଚରେ ବିଳମ୍ବ ଦେଖାଯାଇଥିଲା । ତେବେ ଏହି କାରଣ ପାଇଁ ଧୋନୀଙ୍କୁ ଫାଇନାଲ ଖେଳିବା ପାଇଁ ଦିଆନଯାଇପରେ ବୋଲି ଚର୍ଚା ଉଠୁଛି । ହେଲେ ଏନେଇ BCCI କଣ କାର୍ଯ୍ୟନୁଷ୍ଠାନ ନେବ ତାହା ଯଦିଓ ସ୍ପଷ୍ଠ ହୋଇପାରିନାହିଁ ।

ହେଲେ ଗୁଜୁରାଟ ବିପକ୍ଷ ମ୍ଯାଚରେ ଚେନ୍ନାଇ ଦଳର ମାଥିସା ପାର୍ଥିରାନା ବୋଲିଂ କରିବା ପାଇଁ ବିଳମ୍ବରେ ଆସିଥିବାରୁ ତାଙ୍କୁ ବୋଲିଂ କରିବା ପାଇଁ ଅମ୍ପେୟାର ମନା କରିଦେଇଥିଲେ । ଯେଉଁ କାରଣରୁ ଅମ୍ପେୟାରଙ୍କ ସହ ୪ କିଛି ମିନିଟ ଧୋନୀ ବାର୍ତ୍ତାଳାପ କରିବା କାରଣରୁ ମ୍ଯାଚ ଖେଳିବାରେ ବିଳମ୍ବ ହୋଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *