ବନ୍ଧୁଗଣ, ଅନୁଭବ ଙ୍କ କାନ୍ଧରେ ରଖିଲେ ବନ୍ଧୁକ । କେଜ୍ରିୱାଲଙ୍କୁ ଗୁଳି କଲେ ମନୋଜ ତିୱାରୀ । ଗୋଟିଏ ପ୍ରେମ ରେ ନଜର ଆସିଲେ ଏବେ ଦୁଇ ଅଭିନେତା । ଅଭିନେତା ରୁ ରାଜନେତା ପାଲଟି ଥିବା ଦୁଇ ସାଂସଦ କୁ ନେଇ ବର୍ତ୍ତମାନ ଭାରି ଚର୍ଚା । ଜଣେ ହେଲେ ଓଡିଆ ଅଭିନେତା ମନୋଜ ତିୱାରୀ ଏବଂ ଆଉ ଜଣେ ହେଲେ ଭୋଜପୁର ସୁପରଷ୍ଟାର ମନୋଜ ତିୱାରୀ । ଦୁଇ ଜଣ ଫିଲ୍ମ ଷ୍ଟାର ହୋଇଥିଲେ ମଧ୍ୟ ଅଲଗା ଅଲଗା ଦଳରୁ ସାଂସଦ କୁ ଯାଇଛନ୍ତି ।
ବର୍ତ୍ତମାନ ଉଭୟଙ୍କ ଏକ ଭି-ଡି-ଓ ଖୁବ ଭା-ଇ-ରା-ଲ ହେଉଛି । ଯେଉଁଥିରେ ମନୋଜ ତିୱାରୀ ଭି-ଡି-ଓ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ଧୀରେ ସୁସ୍ଥେ ଆଟାକ କରିଛନ୍ତି । ମନୋଜ ତିୱାରୀ କହିଛନ୍ତି ଯେ ଆସନ୍ତୁ ବର୍ତ୍ତମାନ ତାଙ୍କ ସହିତ ଭେଟ କରାଇବା ଯେ ରାଜ୍ୟସଭା ର ବହୁ କମ ବୟସ ରୁ ଯିଏ ସାଂସଦ ବନିଛନ୍ତି ଏହା ସହିତ ସେ ବର୍ତ୍ତମାନ ସେ ଲୋକ ସଭାର ସଦସ୍ୟ ଅଛନ୍ତି କିନ୍ତୁ ସେତେବେଳେ ସେ ମାତ୍ର ୩୨ ବୟସ ରେ ରାଜ୍ୟସଭା ସାଂସଦ ବନିଥିଲେ ।
ଦିଲ୍ଲୀ ର ସାଂସଦ ମନୋଜ ତିୱାରୀ ତାଙ୍କ ଟ୍ଵିଟର ଆକାଉଣ୍ଟ ରେ ଦେଢ ମିନିଟ ର ଭି-ଡି-ଓ ପୋଷ୍ଟ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଙ୍କ ଆମଆଦ୍ମି ପାର୍ଟି ର ଦାବି କୁ ମିଥ୍ୟା ପ୍ରମାଣିତ କରିବାକୁ ଯାଇ ମନୋଜ ତିୱାରୀ ନିଜେ ବିଜେଡି ସାଂସଦ ଅନୁଭବ ମହାନ୍ତି ଙ୍କ ଉଦାହରଣ ଦେଇଛନ୍ତି । ପଞ୍ଜାବ ର ବିପୁଳ ବିଜୟ ପରେ ରାଜ୍ୟ ସଭା କୁ ଆପ ୫ ଜଣଙ୍କୁ ପଠାଇବାକୁ ନିଷ୍ପତ୍ତି ନେଇଛି ।
ଯେଉଁ ତାଲିକା ରେ ରହିଛନ୍ତି ଆପ ବିଧାୟକ ରାଘବ ଜେଠା । ୩୩ ବର୍ଷୀୟ ରାଘବ ସର୍ବ କନିଷ୍ଠ ରାଜ୍ୟ ସଭା ସଦସ୍ୟ ବୋଲି ଆପ ପକ୍ଷରୁ ଦାବି କରାଯାଉଅଛି । ଆଉ ଏହା ଉପରେ ପ୍ରତିକ୍ରିୟା ରଖି ମନୋଜତିୱାରୀ କେଜିରୀୱାଲ ଙ୍କୁ ମିଛୁଆ କହିବା ସହିତ ସର୍ବ କନିଷ୍ଠ ସାଂସଦ ବୋଲି କହିଛନ୍ତି । କେଜ୍ରିୱାଲ ଙ୍କୁ ମାଡ ମାରିଛନ୍ତି ବିଜେପି ସାଂସଦ ମନୋଜ ତିୱାରୀ ।
ସାଂସଦ ବାହାରେ ଅନୁଭବ ଙ୍କୁ ଅସ୍ତ୍ର କରି ଏକ ଭିଡିଓ ତିଆରି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ଆଟାକ କରିଛନ୍ତି । ସେ କହିଛନ୍ତି ଯେ ଏଥିରୁ ବୋଧହୁଏ ଯେ କେଜ୍ରିୱାଲ କିଛି ଶିଖିବେ । କାରଣ ବୟସ ସହିତ ମିଛ କହିବା ମଧ୍ୟ ତାଙ୍କର ଦିନକୁ ଦିନ ବଢୁଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।