ନମସ୍କାର ବନ୍ଧୁଗଣ ତେବେ ସମସ୍ତେ ନିଜ ଜୀବନରେ କିଛି ନା କିଛି କାର୍ଯ୍ୟ କରିବାକୁ ଭଲ ପାଇଥାନ୍ତି । ସମସ୍ତଙ୍କ ପାଖରେ କିଛି ନା କିଛି ଭଲ ପ୍ରତିଭା ରହିଥାଏ । ତେବେ ଟିଭି ମାଧ୍ୟମ ରେ ଆପଣ ଅନେକ ଫିଲ୍ମ ଦେଖି ଥାଉ ଯାହା ଆମର ମନରଞ୍ଜନ କରାଇ ଥାଏ । ତେବେ ସେଥିରେ ଅନେକ କଳାକାର ମାନେ ଅଭିନୟ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି ଆଉ ସେଥିରୁ ଯେଉଁ ଅଭିନେତ୍ରୀ ବା ଅଭିନେତା ଦର୍ଶକ ମାନଙ୍କୁ ପସନ୍ଦ ଆସି ଥାଏ ।
ସେମାନେ ତାଙ୍କର ଫ୍ୟାନ ହୋଇ ଯାଆନ୍ତି ଆଉ ସେମାନଙ୍କ ଜୀବନ ରେ ଘଟୁ ଥିବା ପ୍ରତେକ ବିଷୟ ରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରି ଥାଆନ୍ତି । ତେବେ ଆପଣ ମାନେ ଜାଣିଥିବେ ବହୁତ୍ ହିରୋ ହିରୋଇନ୍ ଙ୍କ ଅଭିନୟ ବହୁତ୍ ଦର୍ଶକ ଙ୍କ ମନ କୁ ଛୁଇଁଥାଏ । ଆପଣ ମାନେ ବହୁତ୍ ଫିଲ୍ମ ଦେଖୁଥିବେ । ବିଭିନ୍ନ କଳାକାର ଙ୍କ ଅଭିନୟ ଆପଣ ଙ୍କୁ ନିଶ୍ଚୟ ପସନ୍ଦ କରୁଥିବେ ।
ଓଲିଉଡ଼ ର ସେମିତି ଏକ ବହୁତ୍ ବଡ ଅଭିନେତ୍ରୀ ତଥା ବରିଷ୍ଠ ଅଭିନେତ୍ରୀ ହେଉଛନ୍ତି ଅପରାଜିତା ମହାନ୍ତି । ଆପଣ ମାନେ ଅପରାଜିତା ମହାନ୍ତି ଙ୍କୁ ତ୍ ନିଶ୍ଚୟ ଜାଣିଥିବେ । ସିନେମା ଜଗତର ବହୁତ୍ ବଡ ଅଭିନେତ୍ରୀ ସେ । ବହୁତ୍ ଫିଲ୍ମ କରି ସେ ସବୁ ଦର୍ଶକ ଙ୍କ ମନ କିଣି ନେଇଛନ୍ତି । ସେ ମଧ୍ୟ ଓଲିଉଡ଼ ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଙ୍କୁ ବିବାହ କରିଛନ୍ତି । ଆପଣ ମାନେ ତାଙ୍କ ପୁଅ ତଥା ଏବେକା ସିନେମା ଦୁନିଆ ର ସୁପରଷ୍ଟାର ବାବୁଶାନ୍ ମହାନ୍ତି ଙ୍କୁ ମଧ୍ୟ ନିଶ୍ଚୟ ଜାଣିଥିବେ ।
ତେବେ ବାପା ମା ଙ୍କ ପରି ବାବୁଶାନ୍ ମଧ୍ୟ ସିନେମା ଜଗତ ରେ ନିଜର ସ୍ଵତନ୍ତ୍ର ସ୍ଥାନ ତିଆରି କରିଦେଇଛନ୍ତି । ଏବଂ ଦର୍ଶକ ଙ୍କ ମନରେ ନିଜର ଅଭିନୟ ର ଛାପ ଛାଡିଛନ୍ତି । ଏବେ ସୋସିଆଲ ମିଡ଼ିଆ ରେ ଅପରାଜିତା ମହାନ୍ତି ଏବଂ ତାଙ୍କ ପରିବାର ର ବିଭିନ୍ନ ଫୋଟ ଏବଂ ଭିଡିଓ ଭାଇରାଲ ହେଉଛି । ତେବେ ଅପରାଜିତା ମଧ୍ୟ ବହୁତ୍ ସୁନ୍ଦର୍ ଗୀତ ଗାଇଥାନ୍ତି ଯାହା ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ।
ଏକ ଭିଡିଓ ରେ ଅପରାଜିତା ମହାନ୍ତି ବହୁତ୍ ସୁନ୍ଦର ଭାବରେ ଏକ ଗୀତ ଗାଇଛନ୍ତି ଏବଂ ଯାହାର ଭିଡିଓ ବହୁତ୍ ଭାଇରାଲ ହେଉଛି । ତେବେ ଅପରାଜିତା ଓଡ଼ିଆ ଗୀତ ଫୁଣି ସେଇ ଶ୍ରାବଣ କୁ ଗାଇଥିଲେ ଏବଂ ବହୁତ ସୁନ୍ଦର ଭାବରେ ଗାଇଥିଲେ । ତେବେ ତାଙ୍କର ମଧୁର ସ୍ୱର ସମସ୍ତ ଙ୍କୁ ଖୁବ ଆକର୍ଷିତ ମଧ୍ୟ କରିଥିଲା । ତେବେ ସମତେ ତାଙ୍କର ଖୁବ ପ୍ରଶଂସା ମଧ୍ୟ କରୁଥିଲେ ।
ତେବେ ଅପରାଜିତା ମହାନ୍ତି ଙ୍କ ଗୀତ ଶୁଣି ପୁଅ ବାବୁସାନ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ । କାରଣ ଅପରାଜିତା ଏକ ଭଲ ନାୟିକା ତାହା ସମସ୍ତେ ଜାଣନ୍ତି କିନ୍ତୁ ତାଙ୍କର ଏତେ ସୁନ୍ଦର କଣ୍ଠ ଅଛି ବୋଲି ତାହା କେହି ମଧ୍ୟ ଜାଣି ନଥିଲେ । ତେବେ ଅପରାଜିତା ମହାନ୍ତି ଏତେ ସୁନ୍ଦର ଭାବେ ଗୀତ ଟିକୁ ଗାଇଛନ୍ତି ଯେ ତାଙ୍କ ଆଗରେ ଏକ ଭଲ ଗାୟିକା ମଧ୍ୟ ଫେଲ ହୋଇ ଯିବ ।ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।