ବନ୍ଧୁଗଣ ଜ୍ଞାନର ଆବଶ୍ୟକତା ପ୍ରତ୍ଯେକଟି ମନୁଷ୍ୟକୁ ଦରକାର ହୋଇଥାଏ । କାରଣ ଜ୍ଞାନ ବିନା କୌଣସି କାର୍ଯ୍ୟ କରିବାକୁ ଅସମର୍ଥ ହୋଇଥାଏ । ତେବେ ସେହିପରି କିଛି ଜଣା ଓ ଅଜଣା ଜ୍ଞାନର ସମାହାର ନେଇ କରି ଆପଣଙ୍କୁ ପାଖକୁ ଆସିଅଛୁ । ତେବେ ବିଳମ୍ବ ନକରି ସେହି ସାଧାଣ ଜ୍ଞାନ ବିଷୟରେ ଆଜି ଏଠାରେ ଆଲୋଚନା କରିବା ।
1- କେତେ ବର୍ଷକୁ ଥରେ ଜନଗଣନା ହୋଇଥାଏ ?
ଉତ୍ତର;- 10 ବର୍ଷକୁ ଥରେ ଜନଗଣନା ହୋଇଥାଏ ।
2- ଭାରତରେ କିଏ ନିଜ କ୍ଷମତା ବଦଳରେ ଗୋଟିଏ ଫାଶୀ ଦିଆଯାଉଥିବା ବ୍ୟକ୍ତିକୁ କ୍ଷମା କରିପାରିବେ ।
ଉତ୍ତର;- ରାଷ୍ଟ୍ରପତି ନିଜ କ୍ଷମତା ବଦଳରେ ଗୋଟିଏ ଫାଶୀ ଦିଆଯାଉଥିବା ବ୍ୟକ୍ତିକୁ କ୍ଷମା କରିପାରିବେ ।
3- ଭାରତରେ କାହାକୁ ଦଣ୍ଡ ଦିଆଯାଏ ନାହିଁ ?
ଉତ୍ତର;- ଭାରତରେ ରାଷ୍ଟ୍ରପତିଙ୍କୁ ଦଣ୍ଡ ଦିଆଯାଏ ନାହିଁ ?
4- ଓଟ କେଉଁ ଦେଶର ଜାତୀୟ ପଶୁ ?
ଉତ୍ତର;- ଓଟ କୁଏତର ଜାତୀୟ ପଶୁ ଅଟେ ।
5- କାହା ଦ୍ଵାରା ଡେଙ୍ଗୁ ହୋଇଥାଏ ?
ଉତ୍ତର;- ମଶା ଦ୍ଵାରା ଡେଙ୍ଗୁ ହୋଇଥାଏ ।
6- ଭାରତର କେଉଁ ରାଜ୍ୟକୁ କୋଇଲା ଭଣ୍ଡାର କୁହାଯାଏ ?
ଉତ୍ତର;- ଭାରତର ଛତିଶଗଡକୁ କୋଇଲା ଭଣ୍ଡାର ବୋଲି କୁହାଯାଇଥାଏ ।
7- ମନ୍ଦିରର ପବିତ୍ର ଭୂମୀ କେଉଁ ରାଜ୍ୟକୁ କୁହାଯାଏ ?
ଉତ୍ତର;- ମନ୍ଦିରର ପବିତ୍ର ଭୂମୀ ତାମିଲନାଡୁଊ କୁହାଯାଇଥାଏ ।
8- ଭାରତରେ ସର୍ବପ୍ରଥମେ କେବେ ବିଦ୍ୟୁତ ଚାଳିତ ଟ୍ରେନ ଚାଲିଥିଲା ?
ଉତ୍ତର;- ଭାରତରେ ସର୍ବପ୍ରଥମେ 1925 ରେ ବିଦ୍ୟୁତ ଚାଳିତ ଟ୍ରେନ ଚାଲିଥିଲା ।
9- ମଣିଷ ନଶୋଇ କେତେ ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ ?
ଉତ୍ତର;- ମଣିଷ ନଶୋଇ 11 ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ ।
10- ମାଳିକାର ଲେଖକ କିଏ ?
ଉତ୍ତର;- ଅଚ୍ୟୁତାନନ୍ଦ ଦାସ ।
11- ଲାବଣ୍ୟବତୀର ଲେଖକ କିଏ ?
ଉତ୍ତର;- ଉପେନ୍ଦ୍ର ଭଞ୍ଜ ।
12- ଓଡିଆ ପ୍ରାଥନା ଆହେ ଦୟାମୟ ବିଶ୍ଵବିହାରୀର ଲେଖକ କିଏ ?
ଉତ୍ତର;- ରାମକୃଷ୍ଣ ନନ୍ଦ ।
13- ବିଦଗ୍ଧ ଚିନ୍ତାମଣୀର ଲେଖକ କିଏ ?
ଉତ୍ତର;- ଅଭିମନ୍ୟୁ ସାମନ୍ତ ସିଂହାର ।
14- ବନ୍ଦୀର ଆତ୍ମକଥାର ଲେଖକ କିଏ ?
ଉତ୍ତର;- ଗୋପବନ୍ଧୁ ଦାସ ।
15- ବିଚିତ୍ର ରାମାୟଣ ଲେଖକ କିଏ ?
ଉତ୍ତର;- ବିଶ୍ଵନାଥ ଖୁଣ୍ଟିଆ ।
16- ଦାଣ୍ଡି ରାମାୟଣର ଲେଖକ କିଏ ?
ଉତ୍ତର;- ବଳରାମ ଦାସ ।
17- ଶ୍ରୀମଦ୍ ଭାଗବତର ଲେଖକ କିଏ ?
ଉତ୍ତର;- ଅତିବଡି ଜଗନ୍ନାଥ ଦାସ ।
18- ଓଡିଶା ଭାଷାରେ କିଏ ମହାଭାରତ ଲେଖିଛନ୍ତି ?
ଉତ୍ତର;- ଆଦିକବି ସାରଳା ଦାସ ।
19- ଲକ୍ଷ୍ମୀପୁରାଣ କିଏ ଲେଖିଛନ୍ତି ?
ଉତ୍ତର;- ବଳରାମ ଦାସ ।
20- ଗୀତ ଗୋବିନ୍ଦର ଲେଖକ କିଏ ?
ଉତ୍ତର;- ଜୟଦେବ ।
ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ