ମଣିଷ ନଶୋଇଲେ କେତେ ଦିନ ପରେ ତାହାର ମରିଯିବାର ସମ୍ଭାବନା ରହିଥାଏ ? General Knowledge

ବନ୍ଧୁଗଣ ଜ୍ଞାନର ଆବଶ୍ୟକତା ପ୍ରତ୍ଯେକଟି ମନୁଷ୍ୟକୁ ଦରକାର ହୋଇଥାଏ । କାରଣ ଜ୍ଞାନ ବିନା କୌଣସି କାର୍ଯ୍ୟ କରିବାକୁ ଅସମର୍ଥ ହୋଇଥାଏ । ତେବେ ସେହିପରି କିଛି ଜଣା ଓ ଅଜଣା ଜ୍ଞାନର ସମାହାର ନେଇ କରି ଆପଣଙ୍କୁ ପାଖକୁ ଆସିଅଛୁ । ତେବେ ବିଳମ୍ବ ନକରି ସେହି ସାଧାଣ ଜ୍ଞାନ ବିଷୟରେ ଆଜି ଏଠାରେ ଆଲୋଚନା କରିବା ।

1- କେତେ ବର୍ଷକୁ ଥରେ ଜନଗଣନା ହୋଇଥାଏ ?

ଉତ୍ତର;- 10 ବର୍ଷକୁ ଥରେ ଜନଗଣନା ହୋଇଥାଏ ।

2- ଭାରତରେ କିଏ ନିଜ କ୍ଷମତା ବଦଳରେ ଗୋଟିଏ ଫାଶୀ ଦିଆଯାଉଥିବା ବ୍ୟକ୍ତିକୁ କ୍ଷମା କରିପାରିବେ ।

ଉତ୍ତର;- ରାଷ୍ଟ୍ରପତି ନିଜ କ୍ଷମତା ବଦଳରେ ଗୋଟିଏ ଫାଶୀ ଦିଆଯାଉଥିବା ବ୍ୟକ୍ତିକୁ କ୍ଷମା କରିପାରିବେ ।

3- ଭାରତରେ କାହାକୁ ଦଣ୍ଡ ଦିଆଯାଏ ନାହିଁ ?

ଉତ୍ତର;- ଭାରତରେ ରାଷ୍ଟ୍ରପତିଙ୍କୁ ଦଣ୍ଡ ଦିଆଯାଏ ନାହିଁ ?

4- ଓଟ କେଉଁ ଦେଶର ଜାତୀୟ ପଶୁ ?

ଉତ୍ତର;- ଓଟ କୁଏତର ଜାତୀୟ ପଶୁ ଅଟେ ।

5- କାହା ଦ୍ଵାରା ଡେଙ୍ଗୁ ହୋଇଥାଏ ?

ଉତ୍ତର;- ମଶା ଦ୍ଵାରା ଡେଙ୍ଗୁ ହୋଇଥାଏ ।

6- ଭାରତର କେଉଁ ରାଜ୍ୟକୁ କୋଇଲା ଭଣ୍ଡାର କୁହାଯାଏ ?

ଉତ୍ତର;- ଭାରତର ଛତିଶଗଡକୁ କୋଇଲା ଭଣ୍ଡାର ବୋଲି କୁହାଯାଇଥାଏ ।

7- ମନ୍ଦିରର ପବିତ୍ର ଭୂମୀ କେଉଁ ରାଜ୍ୟକୁ କୁହାଯାଏ ?

ଉତ୍ତର;- ମନ୍ଦିରର ପବିତ୍ର ଭୂମୀ ତାମିଲନାଡୁଊ କୁହାଯାଇଥାଏ ।

8- ଭାରତରେ ସର୍ବପ୍ରଥମେ କେବେ ବିଦ୍ୟୁତ ଚାଳିତ ଟ୍ରେନ ଚାଲିଥିଲା ?

ଉତ୍ତର;- ଭାରତରେ ସର୍ବପ୍ରଥମେ 1925 ରେ ବିଦ୍ୟୁତ ଚାଳିତ ଟ୍ରେନ ଚାଲିଥିଲା ।

9- ମଣିଷ ନଶୋଇ କେତେ ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ ?

ଉତ୍ତର;- ମଣିଷ ନଶୋଇ 11 ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ ।

10- ମାଳିକାର ଲେଖକ କିଏ ?

ଉତ୍ତର;- ଅଚ୍ୟୁତାନନ୍ଦ ଦାସ ।

11- ଲାବଣ୍ୟବତୀର ଲେଖକ କିଏ ?

ଉତ୍ତର;- ଉପେନ୍ଦ୍ର ଭଞ୍ଜ ।

12- ଓଡିଆ ପ୍ରାଥନା ଆହେ ଦୟାମୟ ବିଶ୍ଵବିହାରୀର ଲେଖକ କିଏ ?

ଉତ୍ତର;- ରାମକୃଷ୍ଣ ନନ୍ଦ ।

13- ବିଦଗ୍ଧ ଚିନ୍ତାମଣୀର ଲେଖକ କିଏ ?

ଉତ୍ତର;- ଅଭିମନ୍ୟୁ ସାମନ୍ତ ସିଂହାର ।

14- ବନ୍ଦୀର ଆତ୍ମକଥାର ଲେଖକ କିଏ ?

ଉତ୍ତର;- ଗୋପବନ୍ଧୁ ଦାସ ।

15- ବିଚିତ୍ର ରାମାୟଣ ଲେଖକ କିଏ ?

ଉତ୍ତର;- ବିଶ୍ଵନାଥ ଖୁଣ୍ଟିଆ ।

16- ଦାଣ୍ଡି ରାମାୟଣର ଲେଖକ କିଏ ?

ଉତ୍ତର;- ବଳରାମ ଦାସ ।

17- ଶ୍ରୀମଦ୍ ଭାଗବତର ଲେଖକ କିଏ ?

ଉତ୍ତର;- ଅତିବଡି ଜଗନ୍ନାଥ ଦାସ ।

18- ଓଡିଶା ଭାଷାରେ କିଏ ମହାଭାରତ ଲେଖିଛନ୍ତି ?

ଉତ୍ତର;- ଆଦିକବି ସାରଳା ଦାସ ।

19- ଲକ୍ଷ୍ମୀପୁରାଣ କିଏ ଲେଖିଛନ୍ତି ?

ଉତ୍ତର;- ବଳରାମ ଦାସ ।

20- ଗୀତ ଗୋବିନ୍ଦର ଲେଖକ କିଏ ?

ଉତ୍ତର;- ଜୟଦେବ ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *