ଦେଖନ୍ତୁ ଓଡିଆ ସିରିଏଲ ‘ମଙ୍ଗଳା ଚରଣ’ ର ଆକ୍ଟର ମାନେ Real life ରେ କିପରି ଦେଖା ଯାଆନ୍ତି ? ନଂ 1 Actress ଲାଗନ୍ତି ବହୁତ ଷ୍ଟାଇଲିସ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଲୋକମାନେ ସିନେମା ଅପେକ୍ଷା ଧାରାବାହିକ କୁ ଅଧିକ ପସନ୍ଦ କରୁଛନ୍ତି ଏବଂ ସେହି ଭଳି ଧାରାବାହିକ ଗୁଡିକର ମଧ୍ୟ ଅଧିକ ଚାହିଦା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଲୋକମାନେ ସବୁ ପ୍ରକାରର ଧାରାବାହିକ ଦେଖିବାକୁ ପସନ୍ଦ କରୁଛନ୍ତି ।

ତେବେ ଅନେକ ଚ୍ୟାନେଲ ରେ ଅନେକ ଧାରାବାହିକ ପ୍ରସାରିତ ହେଉଛି ସେହିପରି ତରଙ୍ଗ ଚ୍ୟାନେଲ ରେ ମଧ୍ୟ ଅନେକ ଧାରାବାହିକ ପ୍ରସାରିତ ହେଉଛି ତେବେ ତାହା ଭିତରୁ ମଙ୍ଗଳା ଚରଣ ବର୍ତ୍ତମାନ ଖୁବ ଲୋକପ୍ରିୟତା ହାସଲ କରିଛି ତେବେ ଆସନ୍ତୁ ଆଜି ସେହି ଧାରାବାହିକ ର କଳାକାର ମାନେ ରିୟଲ ଲାଇଫ ରେ କେଉଁ ଭଳି ଦେଖାଯାଆନ୍ତି ଦେଖିନେବା ।

୧- ପ୍ରଥମରେ ହେଉଛନ୍ତି ଅଭିନେତ୍ରୀ ଶୁଶ୍ରୀ ଶୁଭାସିନୀ । ତେବେ ସେ ଏହି ଧାରାବାହିକ ରେ ମୁଖ୍ୟ ନାୟିକା ଅର୍ଥାତ ମଙ୍ଗଳା ଭୂମିକା ରେ ଅଭିନୟ କରୁଛନ୍ତି । ତେବେ ସେ ନିଜର ଅଭିନୟ ପ୍ରତିଭା ରେ ଅଳ୍ପ ଦିନରେ ଦର୍ଶକ ମାନଙ୍କ ହୃଦୟ ଜିଣିପାରିଛନ୍ତି । ତେବେ ସେ ରିୟଲ ଲାଇଫ ରେ ମଧ୍ୟ ଖୁବ ସୁନ୍ଦର ଏବଂ ଷ୍ଟାଇଲିସ ।


୨- ଦ୍ଵିତୀୟ ରେ ହେଉଛନ୍ତି ଅଭିନେତା ମାନବ ରାଉତରାୟ । ସେ ଏହି ଧାରାବାହିକ ରେ ମୁଖ୍ୟ ନାୟକ ଅର୍ଥାତ ଚରଣ ଭୂମିକାରେ ନଜର ଆସୁଛନ୍ତି ଏବଂ ନିଜର ଦମଦାର ଅଭିନୟ ମଧ୍ୟ ପରିବେଷଣ କରୁଛନ୍ତି । ତେବେ ସେ ରିଲ ଆଉ ରିୟଲ ଲାଇଫ ଉଭୟ ରେ ଷ୍ଟାଇଲିସ ଏବଂ ହ୍ୟାଣ୍ଡସମ ମଧ୍ୟ ଆପଣ ଏହି ଫୋଟୋ ରେ ନିଶ୍ଚିତ ଦେଖି ପାରୁଥିବେ ।


୩- ତୃତୀୟ ରେ ହେଉଛନ୍ତି ସୌମ୍ୟ କାନୁନଗୋ । ତେବେ ସେ ଏହି ଧାରାବାହିକ ରେ ମଲ୍ଲିକା ଭୂମିକା ରେ ନଜର ଆସିଛନ୍ତି । ତେବେ ସୌମ୍ୟ ଆଗରୁ ଅନେକ ଧରବାହିକ ରେ କାମ କରି ଜଣେ ସଫଳ ଅଭିନେତ୍ରୀ ହୋଇ ପାରିଛନ୍ତି । ତେବେ ସେ ରିୟଲ ଲାଇଫ ରେ ଖୁବ ଷ୍ଟାଇଲିସ ଏବଂ ମର୍ଡନ ମଧ୍ୟ ।


୪- ଚତୁର୍ଥ ରେ ହେଉଛନ୍ତି ବନିଜା ପଣ୍ଡା । ଯିଏ କି ଏହି ଧାରାବାହିକ ରେ ଚରଣ ର ମାଆ ଅର୍ଥାତ ସୌଦାମିନୀ ଭୂମିକା ର୍ବ ନଜର ଆସିଛନ୍ତି । ତେବେ ଆପଣ ସୌଦାମିନୀ କୁ ସିନ୍ଦୁର ବିନ୍ଦୁ ରେ ମଧ୍ୟ ଦେଖିଥିବେ ତେବେ ନିଜର ଦମଦାର ଅଭିନୟ ପାଇଁ ସେ ପରିଚିତ ଏବଂ ସେ ଧାରାବାହିକ ରେ ଶାଢ଼ୀ ପିନ୍ଧୁଥିଲେ ହେ ରିୟଲ ଲାଇଫ ରେ ଜିନ୍ସ ଟି ସାର୍ଟ ଆଦି ପିନ୍ଧନ୍ତି । ଯାହା ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ।

୫- ପଞ୍ଚମ ରେ ହେଉଛନ୍ତି ଆକାଶ ତେବେ ଆକାଶ ଏହି ଧାରାବାହିକ ରେ ଚରଣ ଙ୍କ ଭାଇ କରଣ ଭୂମିକା ରେ ନଜର ଆସୁଛନ୍ତି । ତେବେ ସେ ଖୁବ ଅଳ୍ପ ସମୟରେ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ କରଣ ରିଲ ଏବଂ ରିୟଲ ଲାଇଫ ଉଭୟରେ ଖୁବ ଷ୍ଟାଇଲିସ ଏବଂ ହ୍ୟାଣ୍ଡସମ ମଧ୍ୟ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *