ମାଣବସା ଗୁରୁବାର ! ଭୁଲରେ ବି କରିବେନି ଏହି 5 ଟି କାମ, ହେବ ସର୍ବନାଶ (Vastu Shastra)

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ଗୁରୁବାର ଦିନ ଦେବ ଗୁରୁଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ । ଗୁରୁବାର ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଅନ୍ୟ ଗୁରୁବାର ଅପେକ୍ଷା ମାର୍ଗଶିର ମାସ ଗୁରୁବାର ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ । ଏହି ମାର୍ଗଶିର ମାସ ଗୁରୁବାରରେ ମା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କଲେ ଘରେ ଧନ ବୃଦ୍ଧି ହୋଇଥାଏ ଓ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ । ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଉପରେ ଦେବ ଗୁରୁଙ୍କ କୃପା ଦ୍ରୁଷ୍ଟି ରହିଥାଏ ସେହି ଲୋକଙ୍କ ଜୀବନରେ କେବେବି ଦୁଃଖ ଖାସ୍ତ ଆସି ନଥାଏ ।

ଏମିତି କୁହା ଯାଏ ଯେଉଁ ଲୋକଙ୍କ ଗରୁ ଗ୍ରହ ମଝବୁତ ଥାଏ ସେମାନଙ୍କ ଭାଗ୍ୟ ଚମକି ଥାଏ । ଏହି ଲୋକମାନେ ସମସ୍ତ କ୍ଷେତ୍ରରେ ସଫଳତା ପାଇଥାନ୍ତି ଓ ନିଜ ଜୀବନରେ ସମସ୍ତ ସୁଖ ସୁବିଧା ଭୋଗ କରନ୍ତି । ହେଲେ କିଛି ଏପରି କାର୍ଯ୍ୟ ଅଛି ଯାହାକୁ ଯଦି ଆପଣ ଗୁରୁବାର ଦିନ କରନ୍ତି ତା ହେଲେ ଆପଣଙ୍କ ପରିବାର ଉପରେ ସଙ୍କଟ ଆସିଥାଏ ।

ଏହି ସବୁ କାମ କରିବା ଦ୍ଵାରା ଆପଣଙ୍କୁ ବହୁତ କଷ୍ଟ ଓ ଦୁଃଖ ସହିବାକୁ ପଡିପାରେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଗୁରୁବାର ଦିନ ଭୁଲ ସେ ମଧ୍ୟ କରନ୍ତୁ ନାହିଁ ।

୧. ବନ୍ଧୁଗଣ ଗୁରୁବାର ଦିନ ଯଦି ଘରର ମହିଳା କେଶ ଧୋଇ ଥାନ୍ତି କିମ୍ବା ଆପଣ କେସ, ନଖ ବା ଦାଢି କାଟନ୍ତି ତା ହେଲେ ଆପଣଙ୍କ ଉପରେ ଗୁରୁ ଗ୍ରହ କ୍ରୋଧ କରିଥାନ୍ତି । ଏହି ସବୁ କାମ କରିବା ଦ୍ଵାରା ରାହୁଲ ପ୍ରସନ୍ନତା ଦେଖିବାକୁ ମିଳିଥାଏ । ଏହା ସହିତ ଦେଖୁ ଦେଖୁ ଯଦି ରାହୁ ଗ୍ରହ ଗୁରୁ ଗ୍ରହ ଉପରେ ଭାରି ହୋଇଯାଏ ତା ହେଲେ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ଦେଖିବାକୁ ମିଳିପାରେ ।

୨. ବନ୍ଧୁଗଣ ଗୁରୁବାର ଦିନ କେବେବି କୌଣସି ବ୍ୟକ୍ତି କାହାକୁ ଉଧାର ଦିଅନ୍ତୁ ନାହିଁ । ଗୁରୁବାର ଦିନ ଉଧାର ଦେବା କିମ୍ବା ଉଧାର ନେବା ଉଚିତ ହୋଇନଥାଏ । ଯଦି ଆପଣ ଗୁରୁବାର ଦିନ କାହାକୁ ଉଧାର ଦେଉଛନ୍ତି ତା ହେଲେ ଆପଣ ଓ ଉଧାର ନେଉଥିବା ବ୍ୟକ୍ତି କଙ୍ଗାଳ ଅବସ୍ଥାକୁ ଆସିଯାଇ ପାରନ୍ତି । ତେଣୁ ବନ୍ଧୁଗଣ ଗୁରୁବାର ଦିନ ଭୁଲ ସେ ମଧ୍ୟ କାହାକୁ ଉଧାର ଦିଅନ୍ତୁ ନାହିଁ ।

୩. ଗୁରୁବାର ଦିନ ଘରେ ପୋଛା ଲଗାଇବା ଶାସ୍ତ୍ର ଅନୁସାରେ ଅଶୁଭ ହୋଇଥାଏ । ଗୁରୁବାର ଦିନ ପୋଛା ଲଗାଇବା ଦ୍ଵାରା ଘର ମଧ୍ୟରେ ଆକସ୍ମିକ ଦୁର୍ଘଟଣା, ବାସ୍ତୁଦୋଷ ଓ ନକରାତ୍ମକ ଶକ୍ତିର ଆଗମନ ହୋଇଥାଏ । ଯଦି ଗୁରୁବାର ଦିନ ପୋଛା ଲଗାଇବା ଅଧିକ ଜରୁରୀ ଅଛି ତା ହେଲେ ଆପଣ ସେହି ପାଣିରେ ଲୁଣ ମିଶାଇ ପୋଛା ଲଗାଇପାରିବେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *