ବନ୍ଧୁଗଣ, ୨୦୨୬ ରେ ଭାଙ୍ଗିବ ହୀରାକୁଦ ଜଳ ଭଣ୍ଡାର । ସମୁଦ୍ର ରୁ ବାହାରି ଆସିବ ଏକ ବିଶାଳକାୟ ଚିତ୍ତଳ ମାଛ । ରାହାମା ଠାରେ ଏହି ମାଛ ଟି ଶାରଦା ମା’ ଙ୍କୁ ଦର୍ଶନ କରି ଛତିଆ ବଟରେ ପ୍ରାଣ ହାରିବ । ଏବଂ ଏହି ବିଶାଳ ମାଛ ର ଅସ୍ତିରେ ତିଆରି ହେବ ନୂଆ ବନ୍ଧ । ଏବଂ ବନ୍ଧର କବାଟ । ଏହି କଥା ମାଳିକା ରେ ଉଲ୍ଲେଖ ହୋଇଅଛି । ୨୦୨୬ ରେ ଆସୁଅଛି ଏକ ବଡ ବିପଦ ଅର୍ଥାତ ଆଉ ୪ ବର୍ଷ ପରେ ।
ମାଳିକା ର ଏହି ପଦ କୁ ପଢନ୍ତୁ, ” ଚିତଳ ମାଛ ସେବେଳେ ବାହାରିଣ ଯିବ, ଶାରଦା ଦର୍ଶନ କରି ଗମନ କରିବ, ଛତିଆ ବଟରେ ଯାଇ ପ୍ରାଣ ହରାଇବ, ସେହି ସ୍ଥାନେ ମୃ-ତ୍ୟୁ ଲଭି କାରଣ ହୋଇବ, ସେହି ମତ୍ସ୍ୟ ର ଅସ୍ଥି ହିଁ କବାଟ ହୋଇବ, ଯୁଗ ଯୁଗାନ୍ତରକୁ କଥା ଗୋଟି ରହିଯିବ” । ଭବିଷ୍ୟତ ପୁରାଣ ମାଳିକା ର ଏହି ଧାଡି ଗୁଡିକରେ ଲେଖା ହୋଇଅଛି ଏହିଭଳି କିଛି କଥା । ଯଦି ଏହିଭଳି କିଛି କଥା କୁ ଆମ୍ଭେ ଥରେ ଚିନ୍ତା କରିବା ତେବେ ଆମ୍ଭେ ଜାଣିପାରିବା ଯେ ୨୨୬ ମସିହାରେ ଏହିଭଳି ଏକ ଘଟଣା ଘଟିବାକୁ ଯାଉଅଛି ।
ଯଦିଓ ସମ୍ବଲପୁର ର ହୀରାକୁଦ ଜଳ ଭଣ୍ଡାର କଥା ଦେଖିବା ତେବେ ୧୯୪୭ ମସିହାରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ଏବଂ ପ୍ରାୟ ୧୦ ବର୍ଷ ଲାଗିଥିଲା ଏହାକୁ ତିଆରି କରିବାରେ । ୧୯୫୭ ମସିହାରେ ଏହି ବନ୍ଧ ର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା ।
ତେବେ ଦେଖିବାକୁ ଗଲେ ଏହି ବନ୍ଧ ଟି କ୍ରମେ କ୍ରମେ ପୁରୁଣା ହୋଇ ଆସୁଅଛି । ଅନେକ କହୁଛନ୍ତି ଯେ ହୀରାକୁଦ ନଦୀ ର ଜଳପ୍ରଭାବ ଏହି ବନ୍ଧ ଉପରେ ପଡୁଅଛି ଯାହା ଫଳରେ ଏଠାରେ ଫାଟ ମଧ୍ୟ ଦେଖା ଗଲାଣି । ତେବେ ଏହି ବନ୍ଧ କୁ ନେଇ ସମୟ ସମୟ ରେ ଅନେକ କିଛି ଖବର ମଧ୍ୟ ସାମ୍ନା କୁ ଆସୁଅଛି । ମାତ୍ର ମାଳିକା ଯେଉଁ କଥା କହୁଅଛି ତାହା ସତରେ ହୋସ ଉଡାଇ ଦେଲା ଭଳି ।
ଆଉ କଣ ଲେଖାଯାଇଅଛି ମାଳିକା ରେ ଆସନ୍ତୁ ନଜର ପକାଇବା, “ମହୋଦଧି ସେହି କାଳେ ମାଡିଣ ଆସିବ, ମହାପ୍ରଳୟ ବୋଲି ଜଗତ ଜାଣିବ, ନୀଳାଚଳ ବାଞ୍ଛାବଟ କମ୍ପିଣ ଉଠିବ, ଅମରାବତୀ କଟକ ନାମ ଜାରି ହେବ, ନଗ୍ରେ ନଗ୍ରେ ଚଣ୍ଡୀ ଯେ ଚାମୁଣ୍ଡା ଘେରି ଯିବେ, ଘୋର କଳି ନାସ ହେଲା ବୋଲି ଜାଣିବେ, ରାମନାମ ଗୁଣୂଥିବୁ ହୃଦୟ ପଞ୍ଜର, ଶ୍ରୀ ଗୁରୁଧ୍ୟାୟୀ କହଇ ଅଚ୍ୟୁତ ପାମର” ।
ତେବେ ଏହି ସବୁ ଲେଖାର ଅର୍ଥ ଆଗକୁ ଆସୁଛି ମହାପ୍ରଳୟ । ଏବଂ ସମୁଦ୍ର ଗର୍ଭ ରୁ ଏତେ ବଡ ବଡ ତରଙ୍ଗ ଉଠିବ ଯେଉଁଥିରେ ସବୁ କିଛି ସ୍ମାସ ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।