ବନ୍ଧୁଗଣ ଆପଣ ମାନେ ସମସ୍ତେ ମାଳିକା ବଚନ ବିଷୟରେ ନିଶ୍ଚୟ ଶୁଣିଥିବେ । ମାନବ ସମାଜ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ତଥ୍ୟ ମାଳିକାରେ ରହିଛି । ତେବେ ବନ୍ଧୁଗଣ ଏହା ହେଉଛି କଳିଯୁଗ । କଳିଯୁଗରେ ନାରୀର ଚରିତ୍ର କିଭଳି ହୋଇଯିବ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ୬୦୦ ବର୍ଷ ପୂର୍ବେ ଅଚ୍ୟୁତା ନନ୍ଦ ମହାପୁରୁଷ ମାଳିକା ଲେଖିଥିଲେ ।
ତେବେ ତାଙ୍କ କଥା ଆଜି ସତ ହୋଇଛି ନା ନାହିଁ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ମହାପୁରୁଷ ମାଳିକାରେ ଲେଖିଥିଲେ ଯେ, ଗୋଟେ ସମୟ ଏମିତି ଆସିବ ନାରୀ ମାନେ ବଜାରରେ ବୁଲିବେ କେସ ଫିଟାଇ । ନାରୀ ମାନେ ବସ୍ତ୍ର ପିନ୍ଧିବେ ନାଭି ଦେଖାଇ । ଗୁରୁ ଓ ଗୁରୁଜନ ମାନଙ୍କୁ ନାରୀ ମାନିବେ ନାହିଁ । ସମସ୍ତଙ୍କ ମୁହଁ ଉପରେ ନାରୀ ଉତ୍ତର ଦେବେ ।
ଏହି କଥାଟି ୬୦୦ ବର୍ଷ ପୂର୍ବେ ମହାପୁରୁଷ ଅଚ୍ୟୁତ ଲେଖିଥିଲେ । ବନ୍ଧୁଗଣ ସେ କହିଥିଲେ ଏମିତି ଏକ ସମୟ ଆସିବ ନାରୀ ମାନଙ୍କ ଚରିତ୍ରରେ ଏକ ବଡ ପରିବର୍ତ୍ତନ ଆସିବ । ଟ୍ରେତେୟା ଯୁଗରେ ମା ସୀତା କେସ ଖୋଲିଲେ ଲଙ୍କା କାଣ୍ଡ ଘଟିଲା । ଦ୍ଵାପର ଯୁଗରେ ମା ଦ୍ରୌପତି କେସ ଫିଟେଇଲେ ରକ୍ତର ନଦୀ ବହିଲା । ସତ୍ୟ ଯୁଗରେ ଜଣେ ନାରୀ କେସ ଫିଟେଇ ଥିଲେ ଯାହାଫଳରେ ୭ ଦିନର ଅନ୍ଧକାର ହୋଇଗଲା ।
ଆଉ ଏହି କଳିଯୁଗରେ ନାରୀଙ୍କ ମୁକୁଳା କେସ ଆଉ ଏହି ଦେଶ ଦିନେ ହେବ ଧ୍ଵଂସ । ମହା ବିପଦୀ ଆସୁଛି ଆପଣ ମାନେ ଜାଣିଛନ୍ତି ଏ ହେଉଛି ତାର ବିଚିତ୍ର ଲକ୍ଷଣ । ମହା ପୁରୁଷ ଯାହା ଲେଖିଥିଲେ ତାହା ଗୋଟେ ପରେ ଗୋଟେ ସତ ହେଉଛି । ନାରୀ ମାନେ ଏହି କଳିଯୁଗରେ ଉଲଗ୍ନ ହୋଇ ବୁଲୁଛନ୍ତି । ଦ୍ଵାପର ଯୁଗରେ ଦୁର୍ଜଧନ ଦ୍ରୌପଦୀଙ୍କ ବସ୍ତ୍ର ଉପରେ ନଜର ପକାଇଥିଲା ଯାହାଫଳରେ ମହାଭାରତ ହୋଇଗଲା ।
ହେଲେ କଳିଯୁଗରେ ଯଦି କୌଣସି ନାରୀକୁ ଭଲ ବସ୍ତ୍ର ପିନ୍ଧିବା ପାଇଁ କୁହାଯିବ ତା ହେଲେ ସେହି ଘରେ ମହାଭାରତ ହୋଇଯିବ । ମହା ପୁରୁଷ ଆହୁରି ମଧ୍ୟ ନାରୀ ମାନଙ୍କ ବିଷୟରେ ଲେଖିଛନ୍ତି । ସେ ଲେଖିଛନ୍ତି, ସୁନ୍ଦର ଯୁବକ ଦେଖିଲେ ନାରୀ ମାନେ ନିଜ ସ୍ଵାମୀକୁ ଛାଡି ପଳେଇବେ । ବନ୍ଧୁଗଣ ଏମିତି ଘଟଣା ଅନେକ ଥର ଘଟି ସାରିଛି । ହେଲେ ଏହି ଦୁନିଆରେ ସମସ୍ତ ନାରୀ ଏମିତି ନୁହନ୍ତି ।
କିଛି ନାରୀ ନିଜ ମାନ ସମ୍ମାନ ଓ ସଂସ୍କାରକୁ ସବୁବେଳେ ଆଗରେ ରଖିଥାନ୍ତି । ଏହି ନାରୀ ମାନଙ୍କୁ ଦେଖିଲେ ହାତ ଆପେ ଆପେ ଯୋଡି ହୋଇଯାଏ । ହେଲେ ଏମିତି ମଧ୍ୟ ନାରୀ ଅଛନ୍ତି ଯାହାଙ୍କୁ ଦେଖିକି ଲାଗେ କଳିଯୁଗର ମାଳିକା ସତ୍ୟ ହେଲା ।